ଜ୍ୟୋତିଷ ​ବେତାର 

(ବେତାର ବ୍ୟୁରୋ) ଏ ସପ୍ତାହରେ ଚନ୍ଦ୍ରଦେବ ସିଂହରୁ ବିଛା ରାଶି ମଧ୍ୟରେ ଯାତ୍ରା କରିବେ | ଏହି ଦିନଗୁଡ଼ିକରେ ଶନି, ରାହୁ ଏବଂ ବୁଧଙ୍କ ଦୃଷ୍ଟି ଚନ୍ଦ୍ର ଉପରେ ରହିବ, ଫଳରେ କିଛି ଲୋକ ଏହି ସମୟର ଭୁଲ ନିଷ୍ପତ୍ତି ନେଇପାରନ୍ତି | ମାନସିକ ସ୍ତରରେ ବିଚଳିତ ମଧ୍ୟ ହୋଇପାରନ୍ତି ଏବଂ କିଛି ଲୋକ ଅଜ୍ଞାତ ଭୟକୁ ମ...

(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ବୃଷ ରାଶିରୁ ଯାତ୍ରା ଆରମ୍ଭ କରି ସିଂହ ରାଶିରେ ଯାତ୍ରା ଶେଷ କରିବେ । ଏହି ସମୟରେ ଗ୍ରହରାଜ୍ ବୃହସ୍ପତି ଧନୁ ରାଶିରୁ ମକର ରାଶିକୁ ଯାତ୍ରା କରିଛନ୍ତି । ଫଳରେ ମକର ଓ କର୍କଟ ରାଶି ଉପରେ ବିଶେଷ ପ୍ରଭାବ ପଡିବ । ଏତଦବ୍ଯତୀତ ମକର ରାଶିରେ ହେବାକୁ ଥିବା ପରି...

(ବେତାର ବ୍ୟୁରୋ) ଚଳିତ ବର୍ଷ 793 ବର୍ଷ ପରେ ବୃହସ୍ପତି, ଶନି ଏବଂ ମଙ୍ଗଳ ଗ୍ରହ ପରି ଜ୍ଯୋତିଷ ଶାସ୍ତ୍ରର ପ୍ରମୁଖ ଗ୍ରହଗୁଡିକ 36 ଦିନ ପାଇଁ ମକର ରାଶିରେ ରହିବେ | ଶନି ଓ ମଙ୍ଗଳ ପୂର୍ବରୁ ଏହି ଗ୍ରହଏ ଥିବା ବେଳେ ମାର୍ଚ୍ଚ 29 (ରବିବାର) ବୃହସ୍ପତି ଏହି ରାଶିରେ ପ୍ରବେଶ କରିଛନ୍ତି । 

ପ୍ରାଚୀନ ବୈଦିକ ଗ୍...

(ବେତାର ବ୍ୟୁରୋ)  ଏହି ସପ୍ତାହରେ ଚନ୍ଦ୍ରଦେବ କୁମ୍ଭ ରାଶିରୁ ଯାତ୍ରା ଆରମ୍ଭ କରି ବୃଷ ରାଶିରେ ଶେଷ କରିବେ ,।। ଏହି ସପ୍ତାହର ଶେଷ ଆଡକୁ ଶୁକ୍ର ମେଷରୁ ବୃଷ' ରାଶିକୁ ଓ ସବୁଠୁ ବଡ ଗ୍ରହ ବୃହସ୍ପତି ଧନୁରୁ ମକର ରାଶିରେ ପ୍ରବେଶ କରିବେ । ଏହାଫଳରେ ସପ୍ତାହର ଆରମ୍ଭ ଠିକଠାକ ଥିବା ବେଳେ ସପ୍ତାହର ଶେଷ ଆଡକ...

(ବେତାର ବ୍ୟୁରୋ)  ଏହି ସପ୍ତାହରେ ସୂର୍ଯ୍ୟଙ୍କ ଗୋଚର ମୀନ ରାଶିରେ ହୋଇଛି | ଏହି ଗୋଚର ଫଳରେ ସୂର୍ଯ୍ୟ, ଶନି ଗ୍ରହର ଦୃଷ୍ଟିରେ ଆସିବ ଯାହାକି କର୍କଟ ଏବଂ ମୀନ ରାଶି ବ୍ୟକ୍ତିଙ୍କୁ ବ୍ୟବସାୟରେ ଲାଭଦାୟକ ହେବ । ସେହିପରି ବୁଧଙ୍କ ବକ୍ର ଗତି କୁମ୍ଭ ରାଶିରେ ଶେଷ ହୋଇଛି , ଯାହାକି ଆଶ୍ଵସ୍ତିର ବିଷୟ ।...

(ବେତାର  ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ସିଂହ ରାଶିରୁ ଯାତ୍ରା ଆରମ୍ଭ କରି  ବିଛା ରାଶି ଯାଏଁ ଗମନ କରିବେ । ସପ୍ତାହର ଆରମ୍ଭରୁ ମଧ୍ୟ ଭାଗ ଯାଏଁ ଶୁଭ ଦୃଷ୍ଟିରେ ଚନ୍ଦ୍ର ରହିବେ । ସପ୍ତାହ ଶେଷ ଆଡକୁ ବିଛା ରାଶିରେ ବୃହସ୍ପତିଙ୍କ ସହିତ ମଙ୍ଗଳ ଓ କେତୁ ପରି ପାପଗ୍ରହ ସମ୍ପର୍କରେ ରହୁଥ...

(ବେତାର ବ୍ୟୁରୋ) ଭଲ ଗ୍ରହ ସ୍ଥିତି ହେତୁ ଏଥର ହୋଲି ବହୁତ ଫଳପ୍ରଦ ଏବଂ ଶୁଭ ଅଟେ । ଜ୍ୟୋତିଷୀୟ ଗଣନା ଅନୁସାରେ 499 ବର୍ଷ ପରେ ହୋଲି ସମୟରେ ମକର ରାଶିରେ ଶନି ଏବଂ ଧନୁ ରାଶିରେ ଗୁରୁ ରହିବେ । ଅର୍ଥାତ ଉଭୟ ଗୁରୁତ୍ଵପୂର୍ଣ୍ଣ ଗ୍ରହ ନିଜ ନିଜ ରାଶିରେ ଅବସ୍ଥାନ କରିବେ  । ଯେଉଁଥିପାଇଁ ଚଳିତ ହୋଲି  ଏକ  ଶ...

(ବେତାର  ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ବୃଷ ରାଶିରୁ ଯାତ୍ରା ଆରମ୍ଭ କରି ସିଂହ ରାଶି ଯାଏଁ ଗମନ କରିବେ । ଏହି ସମୟରେ ପାପଗ୍ରହ ଦୃଷ୍ଟିରେ ରହୁଥିବାରୁ ତଥା ଗ୍ରହଣ ଯୋଗ ସୃଷ୍ଟି ହେଉଥିବାରୁ ଏହି ସମୟରେ କିଛି ବ୍ୟକ୍ତି ଭୁଲ ନିଷ୍ପତ୍ତି ନେଇପାରନ୍ତି ବା ଅଧିକ ଖର୍ଚ୍ଚାନ୍ତ ହୋଇ ପାରନ୍ତି ।

ସେହିପ...

(ବେତାର ବ୍ୟୁରୋ) ନଅ ଗ୍ରହ ମଧ୍ୟରୁ ଗୋଟିଏ ଶୁକ୍ର ଗ୍ରହ ନିକଟରେ ରାଶି ପରିବର୍ତ୍ତନ କରିଛି । 

ଏହି ଗ୍ରହ ମୀନ ରାଶିରୁ ମେଷକୁ ପ୍ରବେଶ କରିବ | ମୀନ ରାଶି , ଶୁକ୍ର ଗ୍ରହ ପାଇଁ ଉଚ୍ଚ ଗ୍ରହ ଅଟେ । ଏଣୁ ମୀନ ତ୍ୟାଗ କରି ମେଷକୁ ଗମନ କରିବା ଶୁକ୍ର ଗ୍ରହ ପାଇଁ ସେତେଟା ଭଲ ନ ହୋଇ ପାରେ ।

ଶୁକ୍ର ମେଷ ରାଶିରେ...

(ବେତାର  ବ୍ୟୁରୋ) ଏହି ସମୟରେ ଚନ୍ଦ୍ରଦେବ ମୀନ ରାଶିରୁ ଯାତ୍ରା ଆରମ୍ଭ କରି ମିଥୁନ ରାଶି ଯାଏଁ ଯାତ୍ରା କରିବେ ।

ଏହି ସପ୍ତାହରେ ଚନ୍ଦ୍ରମା ଉପରେ କିଛି ଅଶୁଭ ଦ୍ରୁଷ୍ଟି ରହୁଥିଲେ ମଧ୍ୟ ବୃହସ୍ପତି ତଥା ମଙ୍ଗଳ ଗ୍ରହର ଶୁଭ ଦ୍ରୁଷ୍ଟି ମଧ୍ୟ ଅନୁଭୂତ ହେବ , ଯାହା ଫଳରେ ସାତଟି ରାଶି ପାଇଁ ଶୁଭ ସମୟ ଆସିବ ।...

Please reload

Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon