ବେତାର ବ୍ୟୁରୋJun 12, 20202 minଯୂଟ୍ଯୂବ ଷ୍ଟାର କ୍ଯାରି ମିନାଟିଙ୍କ ଜନ୍ମଦିନ : ଏମିତି ହେଲେ ସୋସିଆଲ ମିଡିଆରେ ବିଖ୍ୟାତ(ବେତାର ବ୍ୟୁରୋ) ଯଦି ଆପଣ ସୋସିଆଲ ମିଡିଆ ବ୍ୟବହାର କରନ୍ତି, ଆପଣ ନିଶ୍ଚିତ ଭାବରେ କ୍ୟାରି ମିନାତିଙ୍କୁ ଜାଣିଥିବେ | ଗତ କିଛି ଦିନ ହେବ ସୋସିଆଲ ମିଡିଆରେ କ୍ୟାରି ...
ବେତାର ବ୍ୟୁରୋJun 3, 20201 minହେବନାହିଁ ମୋବାଇଲ ନମ୍ବର 11 ଅଙ୍କ ବିଶିଷ୍ଟ, ସରକାର କହିଲେ ଏମିତି କାମ କରିବ ବିକଳ୍ପ(ବେତାର ବ୍ଯୁରୋ) ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) କହିଛି ଯେ ଏହାର ସୁପାରିଶ ଅନୁଯାୟୀ ମୋବାଇଲ୍ ଟେଲିଫୋନ୍ ସେବା ପାଇଁ ଦେଶ 10 ଅଙ୍କ ବିଶିଷ୍ଟ ନ...
ବେତାର ବ୍ୟୁରୋMay 13, 20201 minଜାଣନ୍ତୁ : ପେଟିଏମର ଏହି ଆପରେ ମୋବାଇଲ୍ ସାହାଯ୍ୟରେ କରିହେବ ପେନସନ ସ୍କିମରେ ନିବେଶ(ବେତାର ବ୍ୟୁରୋ) ପେଟିଏମ୍ ମନି ବୁଧବାର ଏହାର ଆପରେ ନ୍ୟାସନାଲ ପେନ୍ସନ୍ ସିଷ୍ଟମ୍ (ଏନପିଏସ୍) ଘୋଷଣା କରିଛି, ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ପ...
ବେତାର ବ୍ୟୁରୋApr 14, 20201 minଜାଣନ୍ତୁ : ଆରୋଗ୍ୟ ସେତୁ ଆପ୍ କଣ ଓ କିପରି କାମ କରିଥାଏ(ବେତାର ବ୍ୟୁରୋ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶକୁ ସମ୍ବୋଧିତ କରି ଦେଶବାସୀଙ୍କୁ 'ଆରୋଗ୍ୟ ସେତୁ ଆପ୍' ଡାଉନଲୋଡ୍ କରିବାକୁ ଅନୁରୋଧ କରିଛନ୍ତି। ମ...
ବେତାର ବ୍ୟୁରୋApr 10, 20201 minଏହି 2 କାରଣ ପାଇଁ ଗୁଗୁଲ ସର୍ଚ୍ଚ ତାଲିକାରେ ଟ୍ରେଣ୍ଡ କଲା ଓଡିଶା(ବେତାର ବ୍ୟୁରୋ) ଗୁରୁବାର ଟ୍ଵିଟରରେ ଟ୍ରେଣ୍ଡ କରୁଥିଲା ଓଡିଶା (Odisha) । ଏହାପରେ ଅପରାହ୍ନରେ ଗୁଗୁଲର ଦୈନିକ ସର୍ଚ୍ଚ ତାଲିକାରେ ଶ୍ରେଷ୍ଠ ଖୋଜାଯାଇଥିବା ବିଷୟ ...
ବେତାର ବ୍ୟୁରୋApr 4, 20201 minହ୍ଵାଟ୍ସଆପରେ କାରୋନାକୁ ନେଇ ମିଛ ଖବର ଫରୱାର୍ଡ କଲେ କଡା କାର୍ଯ୍ୟାନୁଷ୍ଠାନ : ଓଡିଶା ଡିଜିପି(ବେତାର ବ୍ୟୁରୋ) ହ୍ଵାଟ୍ସଆପ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସମ୍ପ୍ରତି ବିଭିନ୍ନ ମେସେଜ ଦାବି କରୁଛନ୍ତି ଯେ ଭାରତର ବିପର୍ଯ୍ୟୟ ପରିଚାଳନା ଅଧିନିୟମ ...
ବେତାର ବ୍ୟୁରୋMar 14, 20201 minମୋବାଇଲ ଯୋଗୁଁ ବ୍ୟାପିପାରେ କି କରୋନା ? ପଢନ୍ତୁ(ବେତାର ବ୍ୟୁରୋ) ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ନାମକ ଏହି ଜୀବାଣୁ ପାଇଁ ସାରା ବିଶ୍ୱରେ ପ୍ରାୟ 5,000 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକ ଲକ୍ଷରୁ ଅଧିକ ଲୋକ ଏହି ...
ବେତାର ବ୍ଯୁରୋMar 12, 20202 minଭାରତରେ ଲଞ୍ଚ ହେଲା Redmiର ବଡ ସ୍କ୍ରିନ ବିଶିଷ୍ଟ ନୋଟ୍ Pro: ଏହି ତାରିଖରୁ କରିହେବ ଅର୍ଡର(ବେତାର ବ୍ଯୁରୋ) ସାଓମି ଏହାର ଦୁଇଟି ନୂତନ ସ୍ମାର୍ଟଫୋନ୍ ରେଡମି ନୋଟ୍ 9 ପ୍ରୋ ଏବଂ ରେଡମି ନୋଟ୍ 9 ପ୍ରୋ ମ୍ୟାକ୍ସ ଭାରତରେ ଲଞ୍ଚ କରିଛି। ଏହି ଦୁଇଟି ଫୋନର ଲଞ୍ଚ ପ...
ବେତାର ବ୍ଯୁରୋMar 11, 20202 minସ୍ମାର୍ଟଫୋନ୍ ବାରମ୍ବାର ଗରମ ହେଉଛି? ଅତ୍ୟଧିକ ଗରମରୁ ରକ୍ଷା କରିବା ପାଇଁ ଜାଣନ୍ତୁ 5 ଉପାୟ(ବେତାର ବ୍ଯୁରୋ) ବେଳେ ବେଳେ ଆମେ ଦେଖୁ ଯେ ଅଧିକ ସମୟ ଭିଡିଓ କଲ କଲେ କିମ୍ବା ଫୋନରେ ଗେମ ଖେଳିଲେ ବା ସିନେମା ଦେଖିଲେ ଫୋନଟି ଶୀଘ୍ର ତାତି ଯାଏ । ବଜେଟ ଫୋନ ହେଉ ବ...
ବେତାର ବ୍ଯୁରୋMar 4, 20201 minରାତିରେ ଚାଟିଙ୍ଗ ସୁବିଧା ପାଇଁ ଆସିଲା ହ୍ଵାଟସଅପର 'ଡାର୍କ ମୋଡ' : ଏମିତି କରନ୍ତୁ ଅନ୍(ବେତାର ବ୍ୟୁରୋ) ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ 'ହ୍ଵାଟସଅପ' ତରଫରୁ ଏହାର ବ୍ୟବହାରକାରୀଙ୍କ ପାଇଁ ଚଳିତ ବର୍ଷ ଆରମ୍ଭରୁ ଏକ ନୂଆ ଫିଚର ଲଞ୍ଚ କରାଯାଉଛି। କମ୍...
ବେତାର ବ୍ୟୁରୋFeb 25, 20201 minଏବେ ମୋବାଇଲରେ ନିୟନ୍ତ୍ରଣ କରିହେବ ଏହି ଭାରତୀୟ ସ୍ମାର୍ଟଫ୍ୟାନ: ଏତିକି ରହିଛି ଦାମ୍(ବେତାର ବ୍ଯୁରୋ) ହାଭେଲ୍ସ କମ୍ପାନୀ ପକ୍ଷରୁ ଭାରତୀୟ ବଜାରରେ ଏକ ନୂଆ ସ୍ମାର୍ଟ ଫ୍ୟାନ୍ ଲଞ୍ଚ କରାଯାଇଛି। ଯାହାର ନାମ କାରନେସିଆ-୧ ରଖାଯାଇଛି। ଭାରତୀୟ ବଜାରରେ ଓ ଭ...
ବେତାର ବ୍ୟୁରୋFeb 5, 20201 minଏବେଠୁ ଗୁଗୁଲ ସର୍ଚରେ ଏମିତି କରନ୍ତୁ ମୋବାଇଲ ରିଚାର୍ଜ(ବେତାର ବ୍ଯୁରୋ) ମୋବାଇଲ ଫୋନରେ ରିଚାର୍ଜ କରିବା ପାଇଁ ଆମେ ସାଧାରଣତଃ ଭିନ୍ନ ଭିନ୍ନ ଆପ ଡାଉନଲୋଡ କରିଥାଉ ଓ ଏହାକୁ ନିଜ UPI ଆକାଉଣ୍ଟ ସାହିତ ଯୋଡିଥାଉ । ହେଲେ ଏ...
ବେତାର ବ୍ୟୁରୋDec 28, 20191 minଏହି ମୋବାଇଲ ଆପ୍ ରେ ମାଗଣାରେ ପାଆନ୍ତୁ ବାସସ୍ଥାନ,ଜାତିଗତ ପ୍ରମାଣପାତ୍ର(ବେତାର ବ୍ୟୁରୋ) ବିଭିନ୍ନ ସରକାରୀ ପ୍ରମାଣପତ୍ର ଯଥା ବାସସ୍ଥାନ, ଜାତିଗତ ତଥା ଆୟ ପ୍ରମାଣପତ୍ର ଇତ୍ୟାଦି ପାଇବାପାଇଁ ଲୋକମାନଙ୍କୁ କିପରି ହଇରାଣ ହରକତ ହେବାକୁ ପଡେ ...
ବେତାର ବ୍ୟୁରୋDec 12, 20191 minଆମାଜନରେ ଜିନିଷ ବିକି ଲକ୍ଷପତି ହେଲେଣି 18,000 ବେପାରୀ, ଏତିକି ହେଲେ କୋଟିପତି(ବେତାର ବ୍ୟୁରୋ) ଭାରତରେ ଅଗ୍ରଣୀ ଇ-ବିକ୍ରେତା ଭୂମିକାରେ ଥିବା ଆମେରିକୀୟ କମ୍ପନୀ ଆମାଜନ ଚଳିତ ବର୍ଷ ପ୍ରାୟ 18,000 ବ୍ୟକ୍ତିଙ୍କୁ ଲକ୍ଷପତି କରିସାରିଛି ବୋଲି ଏହା...
ବେତାର ବ୍ୟୁରୋDec 5, 20191 minକମ ରିଚାର୍ଜର ଦିନ ଶେଷ ; ଶୁକ୍ରବାର ଠାରୁ ଲାଗୁ ହେବ ଜିଓର ଏହିସବୁ ନୂତନ ଦର(ବେତାର ବ୍ୟୁରୋ) ଦେଶର ସମସ୍ତ ପ୍ରମୁଖ ଟେଲିକମ କମ୍ପାନୀଗୁଡିକ ଯଥା ଏୟାର ଟେଲ ଓ ଭୋଡାଫୋନ-ଆଇଡିଆ ନିଜ ନିଜର ଦର ବଢାଇସାରିଥିବା ବେଳେ ଜିଓ ନିଜର ଦର ଶୁକ୍ରବାର (ଡ...
ବେତାର ବ୍ୟୁରୋNov 28, 20192 minXiomi ବ୍ଲାକ ଫ୍ରାଇଡେ ସେଲ : ଏହି ଫୋନ ଉପରେ ଟ.4000 ଯାଏଁ ଛାଡ(ବେତାର ବ୍ୟୁରୋ) ଭାରତର ଅଗ୍ରଣୀ ସ୍ମାର୍ଟଫୋନ ବିକ୍ରେତା ତଥା ଚାଇନାର ଅନ୍ୟତମ ବୃହତ କମ୍ପାନୀ ସାଓମି (XIOMI) ଶୁକ୍ରବାର ଠାରୁ ଏହାର ବ୍ଲାକ ଫ୍ରାଇଡେ ସେଲ ଭାରତରେ ...
ବେତାର ବ୍ୟୁରୋNov 16, 20191 minହ୍ଵାଟସଅପରେ ଫିଙ୍ଗର୍ ଲକ୍ : କେବଳ ଏହି ଫୋନରେ କାମ କରିବ(ବେତାର ବ୍ୟୁରୋ) ନିଜ ସ୍ମାର୍ଟଫୋନରେ ଫିଙ୍ଗର ଲକ୍ ଫିଚର ଏବେ ଅନେକ ଫୋନରେ ଦେଖିବାକୁ ମିଳୁଛି । ଏହି ଫିଚର ସାହାଯ୍ୟ ଜଣେ ବ୍ୟକ୍ତି ନିଜ ଅଙ୍ଗୁଳି ଟିପ ସାହାଯ୍ୟରେ ଫ...
ବେତାର ବ୍ୟୁରୋNov 1, 20191 minଜିଓ ପ୍ରଭାବ : ଏଣିକି କଲ୍ ପିଛା 6 ପଇସା ଫେରାଇବ ଏହି ଟେଲିକମ କମ୍ପାନୀ(ବେତାର ବ୍ୟୁରୋ) ନିକଟରେ ଜିଓ କମ୍ପାନୀ ଅନ୍ୟ କମ୍ପାନୀକୁ କଲ୍ କଲେ ମିନିଟ ପିଛା 6 ପଇସା ଗ୍ରାହକଙ୍କୁ ଦେବାକୁ ପଡିବ ବୋଲି ଘୋଷଣା କରିଥିବା ବେଳେ କିଛି ଗ୍ରାହକ ଏହି...
ବେତାର ବ୍ୟୁରୋOct 31, 20191 minକୃଷି କ୍ଷେତ୍ରରେ ଜର୍ମାନ ରୋବୋଟିକ ଟେକ୍ନୋଲୋଜି ନିମନ୍ତେ ଚୁକ୍ତି କରିବ ଭାରତ(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଜର୍ମାନର ରାଷ୍ଟ୍ରପତି ଆଙ୍ଗେଲା ମରକେଲଙ୍କ ଭାରତ ଗସ୍ତ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଅନେକ ଚୁକ୍ତି ସ୍ଵାକ୍ଷର କରିବାର ଯୋଜନା ର...
ବେତାର ବ୍ୟୁରୋOct 22, 20191 minଫେସବୁକରେ ଆଧାର ଲିଙ୍କ : ସୁପ୍ରିମକୋର୍ଟ ଏଭଳି ରଖିଲେ ମତ(ବେତାର ବ୍ୟୁରୋ) ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଙ୍କ ଆଧାର କାର୍ଡ ନମ୍ବର ସଂଯୁକ୍ତ କରିବା ପାଇଁ ବିଭିନ୍ନ କେସର ଶୁଣାଣି ଏଣିକି ସୁପ୍ରିମ କୋର୍ଟରେ ହେବ । ଏ ନେଇ ମଙ...