(ବେତାର ବ୍ୟୁରୋ) କେନ୍ଦ୍ର ଷ୍ଟାଫ ସିଲେକ୍ସନ କମିଶନ (ଏସଏସସି) ତରଫରୁ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଗ୍ରାଜୁଏଟ ଲେଭଲ ପରୀକ୍ଷା ପାଇଁ ଆବେଦନ ଓ ପରୀକ୍ଷା ତାରିଖ ଘୋଷଣା କରାଯାଇଛି ।
ଏହି ପରୀକ୍ଷାରେ ଦେଶର ଗ୍ରାଜୁଏଟ ମାନେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବିଭିନ୍ନ ସଂସ୍ଥା ଯଥା ସିବିଆଇ, ଏନଆଇଏ,...