ଜୀବନ ​ବେତାର 

(ବେତାର ବ୍ୟୁରୋ) ଆଜିକାଲି ସ୍କୁଲରେ ଶାରୀରିକ  ଦଣ୍ଡ ଦେବା ଏକ ଅପରାଧ ଭାବେ ବିବେଚନା କରାଯାଉଥିବା ବେଳେ ଆଗରୁ ସ୍କୁଲରେ ଶିକ୍ଷକମାନଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଦଣ୍ଡ ମଧ୍ୟରେ ଦଣ୍ଡ ବୈଠକ ବା Sit Ups ଏକ ପ୍ରମୁଖ ଦଣ୍ଡ ଥିଲା ।

ତେବେ ଅନ୍ୟ ଭାବରେ ଦେଖିବାକୁ ଗଲେ ଏହା ଦଣ୍ଡ ବଦଳରେ ଛ...

(ବେତାର ବ୍ୟୁରୋ) ଆପଣ ଚାକିରି କରିଥାନ୍ତୁ ବା ବ୍ୟବସାୟ କିମ୍ବା ଡାକ୍ତର, ଓକିଲ, ଚାର୍ଟାର୍ଡ ଅକଉଣ୍ଟାଣ୍ଟ ଭଳି ପେଶାଦାର ହୁଅନ୍ତୁ , PAN କାର୍ଡ ସମସ୍ତଙ୍କ ପାଇଁ ଜରୁରୀ । ବ୍ୟାଙ୍କରେ ଯେ କୌଣସି ଟଙ୍କାପଇସା କାରବାର ପାଇଁ ହେଉ ବା ଅନ୍ୟ କୌଣସି ଜାଗାରେ ପରିଚୟ ପ୍ରମାଣପତ୍ର ହିସାବରେ ଏହା ଏକ ଜରୁରୀ ଦସ୍...

(ବେତାର ବ୍ୟୁରୋ) ଯେଉଁ ବ୍ୟକ୍ତି ମାନେ ଦୀର୍ଘ ପ୍ରାୟ 8-10 ବର୍ଷ କାଳ ପ୍ରାଇଭେଟ ଉଦ୍ୟୋଗରେ ବିତାଇ ସାରିଲେଣି ସେମାନେ ରିଟାୟାରମେଣ୍ଟ ପ୍ଳାନ କଥା କେବେ ନା କେବେ ଭାବୁଥିବେ । କାରଣ ବର୍ତ୍ତମାନର ଜୀବନଶୈଳୀ ଅବସର ପରେ ମଧ୍ୟ ବଜାୟ ରଖିବାକୁ ଚାହୁଁଥିଲେ ଏବେଠୁ ସେ ବିଷୟରେ ଯୋଜନା କରିବା ଆବଶ୍ୟକ । 


ଅବଶ୍...

(ବେତାର ବ୍ୟୁରୋ) ଶୀତ ଦିନ ଆସିଲେ ପାଣିପାଗରେ ପରିବର୍ତ୍ତନ ପାଇଁ  ହେଉ କିମ୍ବା ଶୀତ କାକରରେ ଅଧିକ ସମୟ ବୁଲିବା ପାଇଁ ହେଉ –କୌଣସି ନା କୌଣସି କାରଣରୁ ଶର୍ଦ୍ଦି ଥଣ୍ଡା , କଫ , ଗଳା ଦରଜ, ଦେହହାତ ବିନ୍ଧା, ମୁଣ୍ଡ ବିନ୍ଧା ଇତ୍ୟାଦି ହେବା ଏକ ସ୍ଵାଭାବିକ ସମସ୍ୟା । ଭାଇରାଲ ଜ୍ଵର ବ୍ୟତୀତ ଏହିସବୁ ସମସ୍ୟ...

(ବେତାର ବ୍ୟୁରୋ)  ଯଦିଓ ଚଳିତ ବର୍ଷ ଶୀତ ସେପରି ଅନୁଭୂତ ହୋଇନାହିଁ, ତେବେ ପାଣିପାଗର ବିଭାଗର ଅନୁମାନ ମୁତାବକ ଡିସେମ୍ବର 7 ପରେ ଉପକୂଳ ଓ ମଧ୍ୟ ଓଡିଶାରେ ଶୀତ ପ୍ରଭାବ ଅନୁଭୂତ ହେବ । ତେବେ ଶୀତ ଦିନ ଆସିଲେ ଗୋଟିଏ ବଡ ସମସ୍ୟା ହେଉଛି ସକାଳୁ ଗାଧୋଇବା ।

ଅତ୍ୟଧିକ ଶୀତରେ ସାଧାରଣତଃ ଲୋକମାନେ ଡେରିରେ ଗାଧ...

(ବେତାର ବ୍ୟୁରୋ) ପ୍ରାୟ ସମସ୍ତଙ୍କ ଜୀବନରେ ଏଭଳି କେତେକ ରହସ୍ୟ ରହିଛି, ଯାହାକୁ ଅନ୍ୟ ସମ୍ମୁଖରେ ପ୍ରକାଶ କରାଯାଇ ନ ଥାଏ, କାରଣ ଏପରି କରିବା ଦ୍ୱାରା ନିଜର ହିଁ କ୍ଷତି ହୋଇଥାଏ। ବେଳେ ବେଳେ ଏପରି ହୋଇଥାଏ ଯେ ଆମେ ନିଜର ଭାବି କାହାକୁ କହିଥାଉ ଓ ସେ ବ୍ୟକ୍ତି ମଧ୍ୟ ଭଲ ମନରେ ଏହି କଥା ଆଉ କାହାକୁ କହିଥ...


 

(ବେତାର ବ୍ୟୁରୋ) ବେଳେବେଳେ ଦେଖାଯାଏ ଯେ କିଛି ବ୍ୟକ୍ତି ଘର ବା ଗାଡି ଚାବି ରଖି ଭୁଲି ଯାଆନ୍ତି। କେବେଳ ଚାବି ନୁହେଁ ମୋବାଇଲ, ଜରୁରୀ କାଗଜ ରଖି ମଧ୍ୟ ଭୁଲିଯିବାର ଦେଖାଯାଏ। ଏପରି ଥରେ ଅଧେ ପ୍ରାୟ ସମସ୍ତଙ୍କ ସହିତ ଘଟିଥାଏ। ତେବେ ଯଦି ବାରମ୍ବାର ଏପରି ହୁଏ ତେବେ ଏହା ଆଇରନ ର ଅଭାବ କୁ ଦର୍ଶାଇଥାଏ।
...

(ବେତାର ବ୍ୟୁରୋ) ଶୀତ ଦିନେ ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ ହେବା ଏକ ସାଧାରଣ ଘଟଣା । ମୁଣ୍ଡବିନ୍ଧା ଓ ଦେହହାତ ବ୍ୟଥା ଆଦି ସମସ୍ୟା ସାଧାରଣତଃ ଔଷଧରେ ଭଲ ହୋଇଯାଏ । କିନ୍ତୁ କଫ ଓ କାଶ ଏତେ ଶୀଘ୍ର ଭଲ ହୁଏ ନାହିଁ। ଅନେକ କ୍ଷେତ୍ରରେ ପୀଡିତଙ୍କ ଛାତିରେ କଫ ଜମି ରହେ।

ଏହାକୁ ଯଦି ଆପଣ ସାମାନ୍ୟ ସମସ୍ୟ...

(ବେତାର ବ୍ୟୁରୋ) ନିକଟରେ ଜର୍ମାନୀର ଏକ ହସ୍ପିଟାଲରେ ଥିବା ଲୁଗାଧୁଆ ୱାଶିଂ ମେସିନରେ ବ୍ୟାକ୍ଟେରିଆ ଥିବାର ସନ୍ଦେହ କରାଯାଇଥିଲା। ପରୀକ୍ଷଣ ପରେ ଜଣାପଡିଲା ଯେ ଏଥିରେ ଥିବା ଜୀବାଣୁ ଜୀବନ ନାଶକାରୀ ନହେଲେ ମଧ୍ୟ ଡାଏରିଆ, ପେଟ ଗଣ୍ଡଗୋଳ, ନିମୋନିଆ ଆଦି ରୋଗ ପ୍ରଦାନ କରିଥାନ୍ତି ତଥା ଶରୀରର ରୋଗ ପ୍ରତିଷେ...

(ବେତାର ବ୍ୟୁରୋ) ଏକଥା ସର୍ବସାଧାରଣରେ ପ୍ରଚଳିତ ଯେ ଭାଙ୍ଗ ଗଛରୁ ଔଷଧୀ ପ୍ରସ୍ତୁତ ହେଉଥିଲେ ମଧ୍ୟ ଏହାର ବହୁଳ ବ୍ୟବହାର ନିଶାଦ୍ରବ୍ୟ ପ୍ରସ୍ତୁତି ପାଇଁ ହୋଇଥାଏ । ତେବେ ଏହାର ଔଷଧୀୟ ଗୁଣ ପାଇଁ ଓଡିଶା ସରକାର ଏହାର ଚାଷ କରିବାକୁ ଅନୁମତି ପ୍ରଦାନ କରିବାର ବିଚାର କରୁଛନ୍ତି  ।

ମଙ୍ଗଳବାର ବୈଠକ

ଏଥିପାଇଁ ଚଳ...

Please reload

Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon