ମୋବାଇଲ ​ବେତାର 

(ବେତାର ବ୍ୟୁରୋ) ହ୍ଵାଟ୍ସଆପ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସମ୍ପ୍ରତି ବିଭିନ୍ନ ମେସେଜ ଦାବି କରୁଛନ୍ତି ଯେ ଭାରତର ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ କରୋନାଭାଇରସ୍ ରୋଗ ବିଷୟରେ କୌଣସି ବାର୍ତ୍ତା ବାଣ୍ଟିବା ବେଆଇନ୍ ଅଟେ। 

ଏହି ମେସେଜଗୁଡିକମାନେ ଦାବି କରିଛନ୍ତି ଯେ ହ୍ଵାଟ୍ସଆପ...

(ବେତାର ବ୍ୟୁରୋ) ବର୍ତ୍ତମାନ  ପର୍ଯ୍ୟନ୍ତ କରୋନା ନାମକ ଏହି ଜୀବାଣୁ ପାଇଁ ସାରା ବିଶ୍ୱରେ ପ୍ରାୟ 5,000 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକ ଲକ୍ଷରୁ ଅଧିକ ଲୋକ ଏହି ଜୀବାଣୁ ସଂକ୍ରମିତ ହୋଇଥିବା କୁହାଯାଉଛି।...

(ବେତାର ବ୍ଯୁରୋ) ସାଓମି ଏହାର ଦୁଇଟି ନୂତନ ସ୍ମାର୍ଟଫୋନ୍ ରେଡମି ନୋଟ୍ 9 ପ୍ରୋ ଏବଂ ରେଡମି ନୋଟ୍ 9 ପ୍ରୋ ମ୍ୟାକ୍ସ ଭାରତରେ ଲଞ୍ଚ କରିଛି। ଏହି ଦୁଇଟି ଫୋନର ଲଞ୍ଚ ପ୍ରଥମେ ଅଫଲାଇନରେ ହେବାର ଥିଲା କିନ୍ତୁ କରୋନା ଭାଇରସ୍ ଭୟ କାରଣରୁ ଏହି କାର୍ଯ୍ୟକ୍ରମ ଅନଲାଇନରେ ଗୁରୁବାର ଆୟୋଜିତ ହୋଇଥିଲା |

ରେଡମି ନୋ...

(ବେତାର ବ୍ଯୁରୋ) ବେଳେ ବେଳେ ଆମେ ଦେଖୁ ଯେ ଅଧିକ ସମୟ ଭିଡିଓ କଲ କଲେ କିମ୍ବା ଫୋନରେ ଗେମ ଖେଳିଲେ ବା ସିନେମା ଦେଖିଲେ ଫୋନଟି ଶୀଘ୍ର ତାତି ଯାଏ । ବଜେଟ ଫୋନ ହେଉ ବା ଅଧିକ ଦାମର ଫୋନ, ପ୍ରାୟ ସବୁ ଫୋନରେ ଏହି ସମୟ ଦେଖା ଦେଇଥାଏ ।

ତେବେ ଆସନଶୁ ଜାଣିବା କାହିଁକି ଏପରି ହୁଏ ଓ କିପରି ଏଥିରୁ ରକ୍ଷା ପାଇବ...

(ବେତାର ବ୍ୟୁରୋ) ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ 'ହ୍ଵାଟସଅପ' ତରଫରୁ ଏହାର ବ୍ୟବହାରକାରୀଙ୍କ ପାଇଁ ଚଳିତ ବର୍ଷ ଆରମ୍ଭରୁ ଏକ ନୂଆ ଫିଚର ଲଞ୍ଚ କରାଯାଉଛି। କମ୍ପାନୀ ତରଫରୁ ଏହାର ବହୁ ପ୍ରତୀକ୍ଷିତ 'ଡାର୍କ ମୋଡ' ଭାରତୀୟ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ନିମନ୍ତେ ଲଞ୍ଚ୍ କରାଯାଇଛି ।

ହ୍ଵାଟସଅପରେ ଏହ...

(ବେତାର ବ୍ଯୁରୋ) ହାଭେଲ୍ସ କମ୍ପାନୀ ପକ୍ଷରୁ ଭାରତୀୟ ବଜାରରେ ଏକ ନୂଆ ସ୍ମାର୍ଟ ଫ୍ୟାନ୍ ଲଞ୍ଚ କରାଯାଇଛି। ଯାହାର ନାମ କାରନେସିଆ-୧ ରଖାଯାଇଛି। ଭାରତୀୟ ବଜାରରେ ଓ ଭାରତୀୟ କମ୍ପାନୀ ଦ୍ଵାର ପ୍ରସ୍ତୁତ ଏହା ସର୍ବ ପ୍ରଥମ ଭାରତୀୟ ସ୍ମାର୍ଟଫ୍ୟାନ ରୂପେ ବର୍ଣନା କରାଯାଉଛି , ଯାହାକୁ ମୋବାଇଲ ଫୋନରୁ ମଧ୍ୟ ନ...

(ବେତାର ବ୍ଯୁରୋ) ମୋବାଇଲ ଫୋନରେ ରିଚାର୍ଜ କରିବା ପାଇଁ ଆମେ ସାଧାରଣତଃ ଭିନ୍ନ ଭିନ୍ନ ଆପ ଡାଉନଲୋଡ କରିଥାଉ ଓ ଏହାକୁ ନିଜ UPI ଆକାଉଣ୍ଟ ସାହିତ ଯୋଡିଥାଉ  । ହେଲେ ଏହି ପ୍ରକ୍ରିୟାରେ କେଉଁ କମ୍ପାନୀ କେତେ ଭାଉଚର ଦେଉଛି ତାହା ଜାଣିବା ବେଳେ ବେଳେ ଅସମ୍ଭବ ହୋଇପଡେ । ଏବେ ଏକାସାଙ୍ଗରେ ସମସ୍ତ ପ୍ଲାନ ଓ ଦ...

(ବେତାର ବ୍ୟୁରୋ) ବିଭିନ୍ନ ସରକାରୀ ପ୍ରମାଣପତ୍ର ଯଥା ବାସସ୍ଥାନ, ଜାତିଗତ ତଥା ଆୟ ପ୍ରମାଣପତ୍ର ଇତ୍ୟାଦି ପାଇବାପାଇଁ ଲୋକମାନଙ୍କୁ କିପରି ହଇରାଣ ହରକତ ହେବାକୁ ପଡେ ତାହା ସଭିଙ୍କୁ ଜଣା । ବିଶେଷକରି ବିଭିନ୍ନ ସରକାରୀ ପରୀକ୍ଷା ନିମନ୍ତେ ଆବଶ୍ୟକ ପଡୁଥିବା କାଗଜପତ୍ର ପାଇଁ ପରୀକ୍ଷାର୍ଥୀମାନେ ଅନେକ ଅସୁବ...

(ବେତାର ବ୍ୟୁରୋ) ଭାରତରେ ଅଗ୍ରଣୀ ଇ-ବିକ୍ରେତା ଭୂମିକାରେ ଥିବା ଆମେରିକୀୟ କମ୍ପନୀ ଆମାଜନ ଚଳିତ ବର୍ଷ ପ୍ରାୟ 18,000 ବ୍ୟକ୍ତିଙ୍କୁ ଲକ୍ଷପତି କରିସାରିଛି ବୋଲି ଏହାର ବ୍ୟବସାୟୀ ସେବା ପରିଚାଳନା ମୁଖ୍ୟ କହିଛନ୍ତି ।


ଆମାଜନ ମାଧ୍ୟମରେ ବେପାରୀମାନେ ଦେଶର କୋଣ ଅନୁକୋଣରେ ଥିବା ଗ୍ରାହକଙ୍କୁ ନିଜ ଜିନିଷ ବ...

(ବେତାର ବ୍ୟୁରୋ) ଦେଶର ସମସ୍ତ ପ୍ରମୁଖ  ଟେଲିକମ କମ୍ପାନୀଗୁଡିକ ଯଥା ଏୟାର ଟେଲ  ଓ ଭୋଡାଫୋନ-ଆଇଡିଆ ନିଜ ନିଜର ଦର ବଢାଇସାରିଥିବା ବେଳେ ଜିଓ ନିଜର ଦର ଶୁକ୍ରବାର (ଡିସେମ୍ବର 6) ତାରିଖରୁ ବଢାଇବାକୁ ଯାଉଛି ।

ଜିଓ ଏବେ ଅନ୍ୟ ନେଟୱର୍କକୁ କଲ୍ କରିବା ପାଇଁ ମିନିଟ ପିଛା 6 ପଇସା ହିସାବରେ ନେଉଥିବାରୁ...

Please reload

Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon