ଖବର ବେତାର 

(ବେତାର ବ୍ୟୁରୋ) ଆଉ ମାତ୍ର ସପ୍ତାହକ ପରେ ଆରମ୍ଭ ହେବ ଆଇପିଏଲ ନିଲାମି ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ପ୍ରାୟ ଏକ ହଜାର ଖେଳାଳୀ ସାମିଲ ହେବାକୁ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ 332 ଜଣଙ୍କୁ ଚୟନ କରାଯାଇଛି ।

ଚୟନ କରାଯାଇଥିବା ଖେଳାଳୀଙ୍କ ମଧ୍ୟରୁ 186 ଭାରତୀୟ ଓ 143 ବିଦେଶୀ ଖେଳାଳୀ ।

ଏହି ଖେଳାଳ...

(ବେତାର ବ୍ୟୁରୋ) ଭାରତରେ ଅଗ୍ରଣୀ ଇ-ବିକ୍ରେତା ଭୂମିକାରେ ଥିବା ଆମେରିକୀୟ କମ୍ପନୀ ଆମାଜନ ଚଳିତ ବର୍ଷ ପ୍ରାୟ 18,000 ବ୍ୟକ୍ତିଙ୍କୁ ଲକ୍ଷପତି କରିସାରିଛି ବୋଲି ଏହାର ବ୍ୟବସାୟୀ ସେବା ପରିଚାଳନା ମୁଖ୍ୟ କହିଛନ୍ତି ।


ଆମାଜନ ମାଧ୍ୟମରେ ବେପାରୀମାନେ ଦେଶର କୋଣ ଅନୁକୋଣରେ ଥିବା ଗ୍ରାହକଙ୍କୁ ନିଜ ଜିନିଷ ବ...

(ବେତାର ବ୍ୟୁରୋ) ଆପଣଙ୍କୁ କେହି ଚିହ୍ନା ଜଣା ସୂତ୍ରରୁ ଫୋନ ଆସିବ ଓ କହିବ “ ଆଜ୍ଞା ଆମ ପାଖରେ ମନ୍ଦିର ଦାନ ପେଟିରୁ ମିଳିଥିବା 10 ଟଙ୍କିଆ, 20 ଟଙ୍କିଆଇତ୍ୟାଦି ଖୁଚୁରା ନୋଟ ପ୍ରାୟ କୋଡିଏ ହଜାର ଟଙ୍କାର ଅଛି  । ଜରୁରୀ ପରିସ୍ଥିତି ପାଇଁ  ଆପଣ ମାତ୍ର ଷୋହଳ  ହଜାର ଟଙ୍କା 500 ଟଙ୍କିଆ ବା ଦୁଇ ହଜାର ଟ...

(ବେତାର ବ୍ୟୁରୋ) ଦେଶର ସମସ୍ତ ପ୍ରମୁଖ  ଟେଲିକମ କମ୍ପାନୀଗୁଡିକ ଯଥା ଏୟାର ଟେଲ  ଓ ଭୋଡାଫୋନ-ଆଇଡିଆ ନିଜ ନିଜର ଦର ବଢାଇସାରିଥିବା ବେଳେ ଜିଓ ନିଜର ଦର ଶୁକ୍ରବାର (ଡିସେମ୍ବର 6) ତାରିଖରୁ ବଢାଇବାକୁ ଯାଉଛି ।

ଜିଓ ଏବେ ଅନ୍ୟ ନେଟୱର୍କକୁ କଲ୍ କରିବା ପାଇଁ ମିନିଟ ପିଛା 6 ପଇସା ହିସାବରେ ନେଉଥିବାରୁ...

December 3, 2019

(ବେତାର ବ୍ୟୁରୋ) ଭାରତୀୟ ରେଳବାଇର ଖର୍ଚ୍ଚ ବର୍ଷକୁ ବର୍ଷ ଆୟ ତୁଳନାରେ ବଢିବାରେ ଲାଗିଥିବାରୁ ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ । ବିଗତ ଦଶ ବର୍ଷରେ ରେଳବାଇର ଆୟ ଟ. 100 ତୁଳନାରେ ଟ.90 ରୁ ବଢି ବଢି ଟ.98.44 ରେ ଆସି ପହଞ୍ଚିଥିବାରୁ ଏହା ଚିନ୍ତାଜନକ ବୋଲ...

(ବେତାର ବ୍ୟୁରୋ) ତୃତୀୟ ଓ ପଞ୍ଚମ ଶ୍ରେଣୀରେ ପଢୁଥିବା ତିନି ଜଣ ବାଳକ ନିଜ କ୍ଳାସ ଶିକ୍ଷୟତ୍ରୀଙ୍କୁ ପ୍ରେମ ଚିଠି ଲେଖିବାରୁ ସ୍କୁଲ ବେଞ୍ଚରେ ବାନ୍ଧିଦିଆଯାଇଥିବାର ଚିତ୍ର ସୋସିଆଲମିଡିଆରେ ଘୂରିବୁଲୁଛି । ଏହି ଘଟଣା ପ୍ରସାରିତ ହେବା ପରେ ସ୍କୁଲ କର୍ର୍ତ୍ର୍ରପକ୍ଷ ଏ ସବୁ ଘଟଣା ସମ୍ପର୍କରେ ଜାଣି ନ ଥିବା...

(ବେତାର ବ୍ୟୁରୋ) ଓଡିଶାରେ ନୂଆ ମୋଟର ଯାନ ଆଇନ ହିସାବରେ ଫାଇନ ଆଦାୟ ଡିସେମ୍ବର ମାଣସାରୁ ହେବାକୁ ଯାଉଛି । ଏହି ଆଇନରେ 15 ବର୍ଷରୁ ପୁରୁଣା ଗାଡି ଗୁଡିକୁ ଚାଳାଇବା ନିଷିଦ୍ଧ ହୋଇଛି ବୋଲି ଏକ ନିୟମ ରହିଥିଲା ଯାହାକୁ ନେଇ ଅନେକ ସଂଶୟ ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିଲା ।

ତେବେ ଯଦିଓ ଏହି ନିୟମ ଏବେ ବି...

(ବେତାର ବ୍ୟୁରୋ) ଓଡିଶାରେ ନୂଆ ଟ୍ରାଫିକ ନିୟମ ଗତ ସେପ୍ଟେମ୍ବରରେ ଲାଗୁ ହେବା ପରଠାରୁ ଦୁଇମାସ ଭିତରେ  5,856 ଜଣ ମଦୁଆ ଚାଳକଙ୍କୁ ଗିରଫ କରି କେସ କରାଯାଇଛି ବୋଲି ରାଜ୍ୟ ପୁଲିସ ବିଭାଗ ତଥ୍ୟ ପ୍ରଦାନ କରିଛି ।

ରାଜ୍ୟରେ ଗାଡି କାଗଜପତ୍ର ନିୟମ ଏବେ କୋହଳ କରାଯାଇଥିବା ବେଳେ ମଦ୍ୟପ  ଚାଳକଙ୍କ ବିରୁଦ୍ଧରେ...

(ବେତାର ବ୍ୟୁରୋ) ପାକିସ୍ତାନରେ ଟମାଟୋ ଦର ଉଚ୍ଚ ଥିବାରୁ ଜଣେ ଯୁବତୀ ଏହି ବିଷୟକୁ ଉଠାଇବା ପାଇଁ ଏହାକୁ ଗହଣା ପରି ସଜାଇ ବିବାହ ଉତ୍ସବକୁ ଆସିଥିଲେ । ଏହାର ଏକ ଭିଡିଓ ଇଣ୍ଟରଭିଉ ଇଣ୍ଟରନେଟରେ ପ୍ରସାରିତ ହେବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି ।

ଘଟଣା କଣ

ଓଡିଶା ଓ ପଶ୍ଚିମ ବଙ୍ଗ ବଜାରରେ ଆଳୁ ପରି ଭ...

(ବେତାର ବ୍ୟୁରୋ) ନିକଟରେ ଜର୍ମାନୀର ଏକ ହସ୍ପିଟାଲରେ ଥିବା ଲୁଗାଧୁଆ ୱାଶିଂ ମେସିନରେ ବ୍ୟାକ୍ଟେରିଆ ଥିବାର ସନ୍ଦେହ କରାଯାଇଥିଲା। ପରୀକ୍ଷଣ ପରେ ଜଣାପଡିଲା ଯେ ଏଥିରେ ଥିବା ଜୀବାଣୁ ଜୀବନ ନାଶକାରୀ ନହେଲେ ମଧ୍ୟ ଡାଏରିଆ, ପେଟ ଗଣ୍ଡଗୋଳ, ନିମୋନିଆ ଆଦି ରୋଗ ପ୍ରଦାନ କରିଥାନ୍ତି ତଥା ଶରୀରର ରୋଗ ପ୍ରତିଷେ...

Please reload

Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon