• ବେତାର ବ୍ୟୁରୋ

ଶନିବାର ମନୋରଞ୍ଜନ : ଆଜି ଆରମ୍ଭ TV18ରେ ଓଡିଶା ସିରିଜ


ଆଜି ସନ୍ଧ୍ୟା 8ରେ ଆଇପିଏଲର ରୋମାଞ୍ଚକର ମ୍ୟାଚ ସହିତ ହିଷ୍ଟ୍ରି ଟିଭି 18ରେ ଆରମ୍ଭ ହେବ ଓଡିଶା ଟୁରିଜିମ ଉପରେ ଏକ ସ୍ବତନ୍ତ୍ର ଉପସ୍ଥାପନା । ଏହାଛଡା ରହିଛି ଆହୁରି ଅନେକ ।

ଶନିବାର ଆପଣ କେମିତି କାଟିବେ ସେଥିପାଇଁ ବେତାର.ଇନ ଆପଣଙ୍କ ପ୍ରିୟ ଟିଭି ଶୋ ତଥା ନିକଟସ୍ଥ ସିନେମାହଲରେ ପଡିଥିବା ଚଳଚିତ୍ର ସମୟକୁ ନେଇ ପ୍ରସ୍ତୁତ କରୁଛି ଏଣ୍ଟରଟେନମେଣ୍ଟ ଗାଇଡ।

ଟିଭି ସିନେମା

ହସୀନା ପାରକର (ଜି ସିନେମା) -3.08pm

ପିରାନା ଥ୍ରୀଡି (ସୋନି ପିକ୍ସ ) 7.26pm

ଜଳି ଏଲ ଏଲ ବି 2(ଷ୍ଟାରଗୋଲ୍ଡ )- 7.45pm

କାଞ୍ଚନା ରିଟନ୍ସ (ସୋନି ମ୍ୟାକ୍ସ)- 7.55pm

କମାଣ୍ଡୋ2 (ଆଣ୍ଡ ପିକଚର )-8.00pm

କ୍ଷତ୍ରିୟ (ସିନେମା)- 8.15 pm

ହେଟଷ୍ଟୋରି 3 (ମୁଭିଜ ଓକେ)- 9.55pm

ଆଙ୍ଖେ (ୟୁ ଟିଭି ମୁଭିଜ)-10.38pm

ଖେଳ:

( ଆଇପିଏଲ)

ଚେନ୍ନାଇ ସୁପର କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଷ୍ଟାର ସ୍ପୋର୍ଟ୍ସ ଏବଂ ହଟଷ୍ଟାର) 7.00pm

ଟିଭି ସିରିଏଲ ଶୋ:

ୟେ ହେ ମହାବତେ (ଷ୍ଟାରପ୍ଲସ )-7.30pm

ଖିଚିଡି (ଷ୍ଟାରପ୍ଲସ)- 8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ ମାଷ୍ଟର (ଜି ଟିଭି)-9.00pm

ଫିଅର ଫାଇଲ୍ସ (ଜି ଟିଭି)- 10.30pm

ଶକ୍ତି ଅସ୍ତିତ୍ଵ କି ଏହେଶାସ କି(କଲର୍ସ)-8.00pm

ଉଡ଼ାନ (କଲର୍ସ)- 8.30pm

ଏଣ୍ଟରଟେନେମେଣ୍ଟ କି ରାତ ଲିମିଟେଡ (କଲର୍ସ)-9.00pm

ଓଏମଜି ଓଡିଶା (ହିଷ୍ଟ୍ରି ଟିଭି18) -8.00pm

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

ରାଉରକେଲା

ଆଭେଞ୍ଜରସ : ଇନଫିନିଟି ୱାର (ହିନ୍ଦୀ,ଇଂରାଜୀ)

ଅକ୍ଟୋବର (ହିନ୍ଦୀ)

ଦାସ ଦେବ (ହିନ୍ଦୀ)

ଶକ୍ତି (ଓଡିଆ)

ଭୁବନେଶ୍ୱର

ଆଭେଞ୍ଜରସ : ଇନଫିନିଟି ୱାର (ହିନ୍ଦୀ,ଇଂରାଜୀ)

ଅକ୍ଟୋବର (ହିନ୍ଦୀ)

ଦାସ ଦେବ (ହିନ୍ଦୀ)

ଶକ୍ତି (ଓଡିଆ)

ବାଗୀ 2 (ହିନ୍ଦୀ)

ଦିୱାନା ହେଲି ତୋ ପାଇଁ (ଓଡିଆ)

ଯୋଗୀ (ଓଡିଆ)

ବାଲେଶ୍ଵର

ଆଭେଞ୍ଜରସ : ଇନଫିନିଟି ୱାର (ହିନ୍ଦୀ)

#tv #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon