- ବେତାର ବ୍ୟୁରୋ
ଶନିବାର ମନୋରଞ୍ଜନ : ଆଜି ଆରମ୍ଭ TV18ରେ ଓଡିଶା ସିରିଜ
ଆଜି ସନ୍ଧ୍ୟା 8ରେ ଆଇପିଏଲର ରୋମାଞ୍ଚକର ମ୍ୟାଚ ସହିତ ହିଷ୍ଟ୍ରି ଟିଭି 18ରେ ଆରମ୍ଭ ହେବ ଓଡିଶା ଟୁରିଜିମ ଉପରେ ଏକ ସ୍ବତନ୍ତ୍ର ଉପସ୍ଥାପନା । ଏହାଛଡା ରହିଛି ଆହୁରି ଅନେକ ।
ଶନିବାର ଆପଣ କେମିତି କାଟିବେ ସେଥିପାଇଁ ବେତାର.ଇନ ଆପଣଙ୍କ ପ୍ରିୟ ଟିଭି ଶୋ ତଥା ନିକଟସ୍ଥ ସିନେମାହଲରେ ପଡିଥିବା ଚଳଚିତ୍ର ସମୟକୁ ନେଇ ପ୍ରସ୍ତୁତ କରୁଛି ଏଣ୍ଟରଟେନମେଣ୍ଟ ଗାଇଡ।

ଟିଭି ସିନେମା
ହସୀନା ପାରକର (ଜି ସିନେମା) -3.08pm
ପିରାନା ଥ୍ରୀଡି (ସୋନି ପିକ୍ସ ) 7.26pm
ଜଳି ଏଲ ଏଲ ବି 2(ଷ୍ଟାରଗୋଲ୍ଡ )- 7.45pm
କାଞ୍ଚନା ରିଟନ୍ସ (ସୋନି ମ୍ୟାକ୍ସ)- 7.55pm
କମାଣ୍ଡୋ2 (ଆଣ୍ଡ ପିକଚର )-8.00pm
କ୍ଷତ୍ରିୟ (ସିନେମା)- 8.15 pm
ହେଟଷ୍ଟୋରି 3 (ମୁଭିଜ ଓକେ)- 9.55pm
ଆଙ୍ଖେ (ୟୁ ଟିଭି ମୁଭିଜ)-10.38pm
ଖେଳ:

( ଆଇପିଏଲ)
ଚେନ୍ନାଇ ସୁପର କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଷ୍ଟାର ସ୍ପୋର୍ଟ୍ସ ଏବଂ ହଟଷ୍ଟାର) 7.00pm
ଟିଭି ସିରିଏଲ ଶୋ:
ୟେ ହେ ମହାବତେ (ଷ୍ଟାରପ୍ଲସ )-7.30pm
ଖିଚିଡି (ଷ୍ଟାରପ୍ଲସ)- 8.00pm
ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ ମାଷ୍ଟର (ଜି ଟିଭି)-9.00pm
ଫିଅର ଫାଇଲ୍ସ (ଜି ଟିଭି)- 10.30pm
ଶକ୍ତି ଅସ୍ତିତ୍ଵ କି ଏହେଶାସ କି(କଲର୍ସ)-8.00pm
ଉଡ଼ାନ (କଲର୍ସ)- 8.30pm
ଏଣ୍ଟରଟେନେମେଣ୍ଟ କି ରାତ ଲିମିଟେଡ (କଲର୍ସ)-9.00pm
ଓଏମଜି ଓଡିଶା (ହିଷ୍ଟ୍ରି ଟିଭି18) -8.00pm
ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)
ରାଉରକେଲା
ଆଭେଞ୍ଜରସ : ଇନଫିନିଟି ୱାର (ହିନ୍ଦୀ,ଇଂରାଜୀ)
ଅକ୍ଟୋବର (ହିନ୍ଦୀ)
ଦାସ ଦେବ (ହିନ୍ଦୀ)
ଶକ୍ତି (ଓଡିଆ)
ଭୁବନେଶ୍ୱର
ଆଭେଞ୍ଜରସ : ଇନଫିନିଟି ୱାର (ହିନ୍ଦୀ,ଇଂରାଜୀ)
ଅକ୍ଟୋବର (ହିନ୍ଦୀ)
ଦାସ ଦେବ (ହିନ୍ଦୀ)
ଶକ୍ତି (ଓଡିଆ)
ବାଗୀ 2 (ହିନ୍ଦୀ)
ଦିୱାନା ହେଲି ତୋ ପାଇଁ (ଓଡିଆ)
ଯୋଗୀ (ଓଡିଆ)
ବାଲେଶ୍ଵର
ଆଭେଞ୍ଜରସ : ଇନଫିନିଟି ୱାର (ହିନ୍ଦୀ)