• ବେତାର ବ୍ୟୁରୋ

ରବିବାର ମନୋରଞ୍ଜନ : ଆଜି HBOରେ ବ୍ୟାଟମ୍ୟାନ vs ସୁପରମ୍ୟାନ


ଆଜି ଅପରାହ୍ନ 3ଟା ରେ ପ୍ରସିଦ୍ଧ ହଲିଉଡ ଚଳଚ୍ଚିତ୍ର ବ୍ୟାଟମ୍ୟାନ vs ସୁପରମ୍ୟାନ HBO ଚାନେଲରେ ଦେବ । ଏହା ସହିତ ସଲମାନ ଖାନଙ୍କ ବଜରଙ୍ଗୀ ଭାଇଜାନ ଫିଲ୍ମ ମଧ୍ୟ ଅପରାହ୍ନ 4.30ରେ ପ୍ରସାରିତ ହେବ। ସେହିପରି ସନ୍ଧ୍ୟାରେ ଆଇପିଏଲର ଦୁଇଟି ରୋମାଞ୍ଚକର ମୁକାବିଲା ମ୍ୟାଚ ରହିଛି।  ଏହାଛଡା ରହିଛି ଆହୁରି ଅନେକ ।

ରବିବାର ଆପଣ କେମିତି କାଟିବେ ସେଥିପାଇଁ ବେତାର.ଇନ ଆପଣଙ୍କ ପ୍ରିୟ ଟିଭି ଶୋ ତଥା ନିକଟସ୍ଥ ସିନେମାହଲରେ ପଡିଥିବା ଚଳଚିତ୍ର ସମୟକୁ ନେଇ ପ୍ରସ୍ତୁତ କରୁଛି ଏଣ୍ଟରଟେନମେଣ୍ଟ ଗାଇଡ। 

ସିନେମା ଟିଭି:

ହମ ସାଥ ସାଥ ହେ (ଜି ସିନେମା)-2.25pm

ବ୍ୟାଟ୍ସମ୍ୟାନ ଭର୍ସେସ ସୁପରମ୍ୟାନ(ଏଚ.ବି.ଓ)-2.55pm

ବଜରଙ୍ଗୀ ଭାଇଜାନ(ଷ୍ଟାରଗୋଲ୍ଡ)-4.25pm

ଦବଙ୍ଗ(ମୁଭିଜ ଓକେ)-5.10pm

ସ୍ପାଇଡର ମ୍ୟାନ (ଯୁଟିଭି ଆକ୍ସନ)-6.28pm

ଫ୍ରୋଜେନ(ଷ୍ଟାର ମୁଭିଜ)-6.53pm

ଗୋଲମାଲ ଏଗେନ(ଷ୍ଟାର ଗୋଲ୍ଡ)-7.55pm

ଆଇରନ ମ୍ୟାନ(ୟୁ ଟିଭି ମୁଭିଜ)-11.01pm

ଖେଳ  (ଆଇପିଏଲ):

ରାଜସ୍ଥାନ ରୟାଲସ ବନାମ ସନରାଇଜର୍ସ ହାଇଦ୍ରାବାଦ(ଷ୍ଟାରସ୍ପୋର୍ଟ୍ସ )-4.00pm

ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ବନାମ କୋଲକାତା ନାଇଟ ରାଇଡ଼ର୍ସ (ଷ୍ଟାରସ୍ପୋର୍ଟ୍ସ)-8.00pm

ଟିଭି ସିରିଏଲ

ଖିଚିଡି(ଷ୍ଟାରପ୍ଲସ)-7.00pm

କୁଲ୍ଫି କୁମାର ବାଜିବାଲା (ଷ୍ଟାରପ୍ଲସ)-10.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ(ଜି ଟିଭି)-9.00pm

ଫିଅର ଫାଇଲ୍ସ (ଜି ଟିଭି)-10.30pm

ମହାକାଳୀ(କଲର୍ସ)-7.00pm

ଚନ୍ଦ୍ରକାନ୍ତା(କଲର୍ସ)-8.00pm

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

ରାଉରକେଲା

ଆଭେଞ୍ଜରସ : ଇନଫିନିଟି ୱାର (ହିନ୍ଦୀ,ଇଂରାଜୀ)

ଅକ୍ଟୋବର                         (ହିନ୍ଦୀ)

ଦାସ ଦେବ                         (ହିନ୍ଦୀ)

ଶକ୍ତି                                 (ଓଡିଆ)

ଭୁବନେଶ୍ୱର

ଆଭେଞ୍ଜରସ : ଇନଫିନିଟି ୱାର (ହିନ୍ଦୀ,ଇଂରାଜୀ)

ଅକ୍ଟୋବର                         (ହିନ୍ଦୀ)

ଦାସ ଦେବ                         (ହିନ୍ଦୀ)

ଶକ୍ତି                                 (ଓଡିଆ)

ବାଗୀ 2                             (ହିନ୍ଦୀ)

ଦିୱାନା ହେଲି ତୋ ପାଇଁ           (ଓଡିଆ)

ଯୋଗୀ                              (ଓଡିଆ)

ବାଲେଶ୍ଵର

ଆଭେଞ୍ଜରସ : ଇନଫିନିଟି ୱାର     (ହିନ୍ଦୀ)


©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon