• ବେତାର ବ୍ୟୁରୋ

ମନୋରଞ୍ଜନ ବେତାର: କେମିତି କାଟିବେ ଶନିବାର


ଆଜି ଅପରାହ୍ନରେ ଆଇପିଏଲର ଦୁଇଟି ରୋମାଞ୍ଚକର ମ୍ୟାଚ ସହିତ ସିନେମା ଟିଭିରେ ରହିଛି ପ୍ରସିଦ୍ଧ

ଫିଲ୍ମ ଟାଇଟାନିକ, ରଜନୀକାନ୍ତଙ୍କ ରୋବଟ ଓ ଅମିରଖାନଙ୍କ ଦଙ୍ଗଲ,ଏହା ସହିତ ଆହୁରି ଅନେକ କିଛି। ଶନିବାର ଆପଣ କେମିତି କାଟିବେ ସେଥିପାଇଁ ବେତାର.ଇନ ଆପଣଙ୍କ ପ୍ରିୟ ଟିଭି ଶୋ ତଥା ନିକଟସ୍ଥ ସିନେମାହଲରେ ପଡିଥିବା ଚଳଚିତ୍ର ସମୟକୁ ନେଇ ପ୍ରସ୍ତୁତ କରୁଛି ଏଣ୍ଟରଟେନମେଣ୍ଟ ଗାଇଡ।

ଟିଭି ସିନେମା

ରାଜମହଲ 3- ସୋନି ମ୍ୟାକ୍ସ – 2.18 pm

ରୋବଟ – ଆଣ୍ଡ ପିକ୍ଚର-2.00pm

ଶିବମ ଦ ୱାରିଅର – ଜି ଆକ୍ସନ-2.56pm

ଟାଇଟାନିକ (ଇଂରାଜି)–ଷ୍ଟାର ମୁଭିଜ -4.53pm

ମିଷ୍ଟର ଆଣ୍ଡ ମିସେସ ଖିଲାଡ଼ି – ଷ୍ଟାର ଗୋଲ୍ଡ ଏଚ.ଡି - 6.12 pm

ସ୍ପାଇଡର ମ୍ୟାନ 3 – ୟୁଟିଭି ଆକ୍ସନ - 6.04pm

ଥେରି – ସୋନି ମ୍ୟାକ୍ସ - 7.55pm

ଦଙ୍ଗଲ – ଆଣ୍ଡ ପିକ୍ଚର - 7.54pm

ଚେନାଇ ଏକ୍ସପ୍ରେସ - ଜି ସିନେମା ଏଚଡି -- 8.00pm

ଫ୍ୟୁରିଅସ 7 (ଇଂରାଜି)– ମୁଭିଜ ନାଓ ଏଚଡି - 9.00pm

ଖେଳ (ଆଇପିଏଲ ):

ଷ୍ଟାର ସ୍ପୋର୍ଟ୍ସ

ଚେନୟ ସୁପର କିଙ୍ଗସ ବନାମ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର -4.00pm

ସନ ରାଇଜର୍ସ ହାଇଦ୍ରାବାଦ ବନାମ ଦିଲ୍ଲୀ ଡେୟାର ଡେଭିଲ୍ସ -8.00pm

ଟିଭି ଶୋ :

ଷ୍ଟାରପ୍ଲସ:- ୟେ ହେ ମହାବତେ -7.30pm

ଖିଚିଡି-8.00pm

ହର ଶାଖ ପେ ଉଲ୍ଲୁ ବେଠା ହେ-10.00pm

କଲର୍ସ :-ମହାସଙ୍ଗମ ଇଷ୍କ ମେ ମରଜାୱା ଆଣ୍ଡ ଯେ ହେ ଆଶିକି -7.00pm

ଶକ୍ତି ଅସ୍ତିତ୍ଵ କି ଏହେସାସ କି -8.00pm

ଉଡ଼ାନ -8.30pm

ଜି ଟିଭି :- ଜଜବାତ ସଙ୍ଗୀନ ସେ ନମକୀନ ତକ -7.00pm

ସୁପର ହିଟ୍ସ -8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ -9.00pm

ସିନେମା ଥିଏଟର (book my show ଅନୁଯାୟୀ )

ଭୁବନେଶ୍ଵର

ଆଭେଞ୍ଜରସ ଇନଫିନିଟି ୱାର (ହିନ୍ଦୀ, ଇଂଲିଶ)

102 ନଟ ଆଉଟ : (ହିନ୍ଦୀ)

ଓମେର୍ତା: (ହିଙ୍ଗ୍ଲିଶ)

ଗେମ ଓଭର : (ହିନ୍ଦୀ)

ଦିଵାନା ହେଲି ତୋ ପାଇଁ : (ଓଡିଆ)

ଯୋଗୀ : (ଓଡିଆ)

ନା ପେରୁ ସୂର୍ଯ୍ୟ ନ ଇଲ୍ଲୁ ଇଣ୍ଡିଆ : (ତେଲୁଗୁ)

ବ୍ରହ୍ମପୁର:

ଆଭେଞ୍ଜରସ ଇନଫିନିଟି ୱାର (ହିନ୍ଦୀ, ଇଂଲିଶ)

102 ନଟ ଆଉଟ : (ହିନ୍ଦୀ)

ଓମେର୍ତା: (ହିଙ୍ଗ୍ଲିଶ)

ଗେମ ଓଭର : (ହିନ୍ଦୀ)

ଶକ୍ତି : (ଓଡିଆ)

ଭାରତ ଆନେ ନେନୁ: (ତେଲୁଗୁ)

ନା ପେରୁ ସୂର୍ଯ୍ୟ ନ ଇଲ୍ଲୁ ଇଣ୍ଡିଆ : (ତେଲୁଗୁ)

ରାଉରକେଲା:

ଆଭେଞ୍ଜରସ ଇନଫିନିଟି ୱାର (ହିନ୍ଦୀ, ଇଂଲିଶ)

102 ନଟ ଆଉଟ : (ହିନ୍ଦୀ)

ଓମେର୍ତା: (ହିଙ୍ଗ୍ଲିଶ)

ବାଲେଶ୍ଵର:

ଆଭେଞ୍ଜରସ ଇନଫିନିଟି ୱାର (ହିନ୍ଦୀ, ଇଂଲିଶ)

#tv #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon