• ବେତାର ବ୍ୟୁରୋ

କେମିତି କାଟିବେ ରବିବାର : ଟିଭି,ସିନେମା ଗାଇଡ


ଆପଣଙ୍କର ରବିବାରକୁ ମନୋରଞ୍ଜନରେ ଭରପୁର କରିବା ପାଇଁ ଆଜି ରହିଛି ଚେତନ ଭଗତଙ୍କ ଲିଖିତ ଉପନ୍ୟାସ ଉପରେ ଆଧାରିତ ଫିଲ୍ମ ହାପ ଗଲଫ୍ରେଣ୍ଡ ଓ ଏହାସହିତ ଦୁଇଟି ଆଇପିଏଲ ମ୍ୟାଚ । ପୁଣି ସୁପରହିଟ ଆମେରିକାନ ଆକ୍ସନ ଫିଲ୍ମ ‘ଟରମିନେଟର 3’ ସହିତ ରହିଛି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ କମେଡି ଫିଲ୍ମ ‘ଏଣ୍ଟରଟେନମେଣ୍ଟ’ । ଆପଣଙ୍କର ନିକଟସ୍ଥ ପ୍ରେକ୍ଷାଳୟରେ ପଡିଥିବା ସିନେମା ଓ ଟେଲିଭିଜନ ଶୋ କୁ ନେଇ ପ୍ରସ୍ତୁତ କରୁଛୁ ଏଥର ରବିବାରର ଏଣ୍ଟରଟେନମେଣ୍ଟ ଗାଇଡ ।

ଟିଭି ସିନେମା

ଦ ଜଙ୍ଗଲ ବୁକ – ଷ୍ଟାର୍ ଗୋଲ୍ଡ - 2.53pm

ଏଣ୍ଟରଟେନମେଣ୍ଟ -ଜି ସିନେମା - 3.48pm

ହାପ୍ ଗଲଫ୍ରେଣ୍ଡ – ଆଣ୍ଡ ପିକ୍ଚର-1.59pm

ଟରମିନେଟର 3 – ସୋନି ପିକ୍ସ - 3.08pm

ଅପରିଚିତ –ଜି ଆକ୍ସନ - 5.00pm

ଡିଜେ –ସୋନି ମ୍ୟାକ୍ସ -7.55pm

ଫୁକରେ –ମୁଭିଜ ଓକେ -7.55pm

ରାମା ରାମା କ୍ୟା ହେ ଡ୍ରାମା –ବି ଫୋର ୟୁ ମୁଭିଜ -10.00pm

ଖେଳ (ଆଇପିଏଲ ): ଷ୍ଟାର ସ୍ପୋର୍ଟ୍ସ

ମୁମ୍ବାଇ ଇଣ୍ଡିଆନସ ବନାମ କୋଲକାତା ନାଇଟ ରାଇଡରସ -4.00pm

କିଙ୍ଗସ ଇଲେଭେନ ପଞ୍ଜାବ ବନାମ ରାଜସ୍ଥାନ ରୟାଲ୍ସ -8.00pm

ଟିଭି ଶୋ :

ଷ୍ଟାରପ୍ଲସ:- ଖିଚିଡି -7.00pm

କୁଲ୍ଫି କୁମାର ବାଜିବାଲା -10.00pm

ଜି ଟିଭି :- ଜଜବାତ ସଙ୍ଗୀନ ସେ ନମକୀନ ତକ -7.00pm

ସୁପର ହିଟ୍ସ -8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ -9.00pm

କଲର୍ସ :- ମହାକାଳୀ-7.00pm

ଚନ୍ଦ୍ରକାନ୍ତା-8.00pm

ଏଣ୍ଟରଟେନମେଣ୍ଟ କି ରାତ -9.00pm

ସିନେମା ଥିଏଟର (book my show ଅନୁଯାୟୀ )

ଭୁବନେଶ୍ଵର

ଆଭେଞ୍ଜରସ ଇନଫିନିଟି ୱାର )ହିନ୍ଦୀ, ଇଂଲିଶ)

102 ନଟ ଆଉଟ : (ହିନ୍ଦୀ)

ଓମେର୍ତା: (ହିଙ୍ଗ୍ଲିଶ)

ଗେମ ଓଭର : (ହିନ୍ଦୀ)

ଦିଵାନା ହେଲି ତୋ ପାଇଁ : (ଓଡିଆ)

ଯୋଗୀ : (ଓଡିଆ)

ନା ପେରୁ ସୂର୍ଯ୍ୟ ନ ଇଲ୍ଲୁ ଇଣ୍ଡିଆ : (ତେଲୁଗୁ)

ବ୍ରହ୍ମପୁର:

ଆଭେଞ୍ଜରସ ଇନଫିନିଟି ୱାର )ହିନ୍ଦୀ, ଇଂଲିଶ)

102 ନଟ ଆଉଟ : (ହିନ୍ଦୀ)

ଓମେର୍ତା: (ହିଙ୍ଗ୍ଲିଶ)

ଗେମ ଓଭର : (ହିନ୍ଦୀ)

ଶକ୍ତି : (ଓଡିଆ)

ଭାରତ ଆନେ ନେନୁ: (ତେଲୁଗୁ)

ନା ପେରୁ ସୂର୍ଯ୍ୟ ନ ଇଲ୍ଲୁ ଇଣ୍ଡିଆ : (ତେଲୁଗୁ)

ରାଉରକେଲା:

ଆଭେଞ୍ଜରସ ଇନଫିନିଟି ୱାର )ହିନ୍ଦୀ, ଇଂଲିଶ)

102 ନଟ ଆଉଟ : (ହିନ୍ଦୀ)

ଓମେର୍ତା: (ହିଙ୍ଗ୍ଲିଶ)

ବାଲେଶ୍ଵର:

ଆଭେଞ୍ଜରସ ଇନଫିନିଟି ୱାର )ହିନ୍ଦୀ, ଇଂଲିଶ)

#tvguide #tv #entertainment #movies #cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon