- ବେତାର ବ୍ୟୁରୋ
ମନୋରଞ୍ଜନ ବେତାର : କେମିତି ବିତେଇବେ ଶନିବାର

ଡେରିରେ ଶୋଉଥିବା ଫିଲ୍ମ ଦର୍ଶକଙ୍କ ପାଇଁ ଆଜି ରହିଛି ହଲିଉଡ ଫିଲ୍ମ “ରାଇଜ ଅଫ ଦି ପ୍ଲାନେଟ ଅଫ
ଦ ଏପସ”, ଯାହା ରାତି 11.50ରେ ଷ୍ଟାର ମୁଭିଜରେ ପ୍ରସାରିତ ହେବ । ଏହା ସହିତ ଅପରାହ୍ନ 5ଟା ଜି ଆକ୍ସନରେ ରହିଛି ଖିଲାଡି ଷ୍ଟାର ଅକ୍ଷୟ କୁମାର ଙ୍କ ଫିଲ୍ମ “ଖିଲାଡି”। ଏହାଛଡା ଆଣ୍ଡ ପିକଚରରେ ଶ୍ରଦ୍ଧା କପୁରଙ୍କ ଅଭିନୀତ ଦାଉଦ ଇବ୍ରାହିମ୍ମ ଭଉଣୀର କାହାଣୀ “ହସିନା ପାର୍କର”ପ୍ରସାରିତ ହେବ।
ସେହିପରି ସନ୍ଧ୍ୟାରେ ଆଇପିଏଲର ଦୁଇଟି ରୋମାଞ୍ଚକର ମୁକାବିଲା ମ୍ୟାଚ ରହିଛି। ନିକଟସ୍ଥ ସିନେମା ହଲରେ ଆଳିଆ ଭଟ୍ଟଙ୍କ ଫିଲ୍ମ “ରାଜି” ଚାଲୁଅଛି । ଏହାଛଡା ରହିଛି ଆହୁରି ଅନେକ ।
ଶନିବାର ଆପଣ କେମିତି କାଟିବେ ସେଥିପାଇଁ ବେତାର.ଇନ ଆପଣଙ୍କ ପ୍ରିୟ ଟିଭି ଶୋର ସମୟକୁ ନେଇ ପ୍ରସ୍ତୁତ କରୁଛି ଏଣ୍ଟରଟେନମେଣ୍ଟ ଗାଇଡ।
ସିନେମା ଟିଭି:
ୱାଣ୍ଟେଡ (ଜି ସିନେମା)-1.50pm
ବିବାହ (ଜି ସିନେମା) -1.35pm
ଦେ ଦନା ଦନ(ଷ୍ଟାରଗୋଲ୍ଡ)-1.35pm
ସୋଲ୍ଡର(ମୁଭିଜ ଓକେ)-5.00pm
ଯୁଦ୍ଧ ଏକ ଜଙ୍ଗ(ରିସ୍ତେ ସିନେ ପ୍ଲେକ୍ସ)-4.40pm
ଖିଲାଡି (ଜି ଆକ୍ସନ)-5.00pm
ହସିନା ପାର୍କର(ଆଣ୍ଡ ପିକ୍ଚର)-8.00pm
ଜ୍ବାଳାମୁଖୀ(ବି ଫୋର ୟୁ ମୁଭିଜ)-9.00pm
ଖେଳ (ଆଇପିଏଲ):
କିଙ୍ଗସ ଇଲେଭନ ପଞ୍ଜାବ ବନାମ କୋଲକାତା ନାଇଟ ରାଇଡର(ଷ୍ଟାରସ୍ପୋର୍ଟ୍ସ )-4.00pm
ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ବନାମ ଦିଲ୍ଲୀ ଡେୟାର ଡେଭିଲସ (ଷ୍ଟାରସ୍ପୋର୍ଟ୍ସ)-8.00pm
ସିନେମା ଥିଏଟର (book my show ଅନୁଯାୟୀ )
ଭୁବନେଶ୍ଵର
ଆଭେଞ୍ଜରସ ଇନଫିନିଟି ୱାର (ହିନ୍ଦୀ, ଇଂଲିଶ)
ରାଜି (ହିନ୍ଦୀ) )
ବ୍ରହ୍ମପୁର:
ଆଭେଞ୍ଜରସ ଇନଫିନିଟି ୱାର (ହିନ୍ଦୀ, ଇଂଲିଶ)
ରାଜି (ହିନ୍ଦୀ) )
ଭାରତ ଆନେ ନେନୁ: (ତେଲୁଗୁ)
ରାଉରକେଲା:
ଆଭେଞ୍ଜରସ ଇନଫିନିଟି ୱାର (ହିନ୍ଦୀ, ଇଂଲିଶ)
ରାଜି (ହିନ୍ଦୀ) )
ବାଲେଶ୍ଵର:
ଆଭେଞ୍ଜରସ ଇନଫିନିଟି ୱାର (ହିନ୍ଦୀ, ଇଂଲିଶ)
ରାଜି (ହିନ୍ଦୀ) )
ଟିଭି ସିରିଏଲ
ତୁ ସୁରଜ ମେ ସାଂଝ ପିୟା ଜି(ଷ୍ଟାରପ୍ଲସ)-7.00pm
ୟେ ହେ ମହବତେ (ଷ୍ଟାରପ୍ଲସ)-7.30pm
ଖିଚିଡି (ଷ୍ଟାର ପ୍ଲସ)-8.00pm
ଜଜବାତ ସଙ୍ଗୀନ ସେ ନମକୀନ ତକ(ଜି ଟିଭି)-7.00pm
ସୁପର ହିଟ(ଜି ସିନେମା)-8.00pm
ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ(ଜି ଟିଭି)-9.00pm
ତୁ ଆଶିକି (କଲର୍ସ)-7.00pm
ଇସ୍କ ମେ ମରଯାବା (କଲର୍ସ)-7.30pm
ଶକ୍ତି ଅସ୍ଥିତ୍ଵ କି ଏହେସାସ କି (କଲର୍ସ)-8.00pm
ଉଡାନ (କଲର୍ସ)-8.30pm