• padmabati kund

ରବିବାର ମନୋରଞ୍ଜନ ଗାଇଡ


ଫିଲ୍ମ ଦର୍ଶକଙ୍କ ପାଇଁ ଆଜି ରହିଛି କରିନା କପୁର ଓ ଶହିଦ କପୁରଙ୍କ ଅଭିନୀତ ପ୍ରସିଦ୍ଧ ବଲିଉଡ ଫିଲ୍ମ “ଜବ ୱି ମେଟ", ଯାହା ରାତି ୮ଟାରେ ଆଣ୍ଡ ପିକଚର ଚାନେଲରେ । ଏହା ସହିତ ଅପରାହ୍ନ ୪.୩୦ରେ ଜି ସିନେମା ରେ ରହିଛି ଶାହରୁଖ ଖାନଙ୍କ ଫିଲ୍ମ "ହାପି ନିଉ ୟର" ।

ସେହିପରି ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସର ଆଇପିଏଲରେ ଦୁଇଟି ରୋମାଞ୍ଚକର ମୁକାବିଲା ମ୍ୟାଚ ରହିଛି। ନିକଟସ୍ଥ ସିନେମା ହଲରେ ଆଲିଆ ଭଟ୍ଟଙ୍କ ଫିଲ୍ମ “ରାଜି” ଚାଲୁଅଛି । ଏହାଛଡା ରହିଛି ଆହୁରି ଅନେକ ।

ରବିବାର ଆପଣ କେମିତି କାଟିବେ ସେଥିପାଇଁ ବେତାର.ଇନ ଆପଣଙ୍କ ପ୍ରିୟ ଟିଭି ଶୋର ସମୟକୁ ନେଇ ପ୍ରସ୍ତୁତ କରୁଛି ଏଣ୍ଟରଟେନମେଣ୍ଟ ଗାଇଡ

ସିନେମା ଟିଭି:

ସନ ଅଫ ସର୍ଦ୍ଦାର (ଷ୍ଟାର ପ୍ଲସ)-12.05pm

ଜଲି ଏଲ ଏଲ ବି (ମୁଭିଜ ଓକେ)-12.00pm

ଦିଲବାଲେ (ଜି ଅନମୋଲ ସିନେମା)-12.15pm

ହଲି ଡେ (ଜି ସିନେମା)-1.00pm

ହାପି ନିଉ ଇଅର (ଜି ସିନେମା)-4.30pm

ଜବ ଉଇ ମିଟ (ଆଣ୍ଡ ପିକ୍ଚର)-8.00pm

ବାଘି (ଜି ସିନେମା)-9.00pm

କାଇ ପୋ ଚେ (ଆଣ୍ଡ ପିକ୍ଚର)-10.30pm

ଖେଳ (ଆଇପିଏଲ):

ଚେନ୍ନାଇ ସୁପର କିଙ୍ଗସ ବନାମ ସନ ରାଇଜର୍ସ ହାଇଦ୍ରାବାଦ(ଷ୍ଟାରସ୍ପୋର୍ଟ୍ସ )-4.00pm

ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲସ (ଷ୍ଟାରସ୍ପୋର୍ଟ୍ସ)-8.00pmm

ସିନେମା ଥିଏଟର (book my show ଅନୁଯାୟୀ )

ଭୁବନେଶ୍ଵର

ଆଭେଞ୍ଜରସ ଇନଫିନିଟି ୱାର (ହିନ୍ଦୀ, ଇଂଲିଶ)

ରାଜି (ହିନ୍ଦୀ) )

ବ୍ରହ୍ମପୁର:

ଆଭେଞ୍ଜରସ ଇନଫିନିଟି ୱାର (ହିନ୍ଦୀ, ଇଂଲିଶ)

ରାଜି (ହିନ୍ଦୀ) )

ଭାରତ ଆନେ ନେନୁ: (ତେଲୁଗୁ)

ରାଉରକେଲା:

ଆଭେଞ୍ଜରସ ଇନଫିନିଟି ୱାର (ହିନ୍ଦୀ, ଇଂଲିଶ)

ରାଜି (ହିନ୍ଦୀ) )

ବାଲେଶ୍ଵର:

ଆଭେଞ୍ଜରସ ଇନଫିନିଟି ୱାର (ହିନ୍ଦୀ, ଇଂଲିଶ)

ରାଜି (ହିନ୍ଦୀ) )

ଟିଭି ସିରିଏଲ

ଖିଚିଡି (ଷ୍ଟାର ପ୍ଲସ)-7.00pm

କୁଲଫି କୁମାର ବାଯିବାଲା (ଷ୍ଟାର ପ୍ଲସ)-10.00pm

ଜଜବାତ ସଙ୍ଗୀନ ସେ ନମକୀନ ତକ(ଜି ଟିଭି)-7.00pm

ସୁପର ହିଟ(ଜି ସିନେମା)-8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ(ଜି ଟିଭି)-9.00pm

ମହାକାଳୀ(କଲର୍ସ)-7.00pm

ଚନ୍ଦ୍ରକାନ୍ତା(କଲର୍ସ)-8.00pm

ଏଣ୍ଟରଟେନେମେଣ୍ଟ କି ରାତ (କଲର୍ସ)-9.00pm

#tvguide #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon