- padmabati kund
ଶନିବାର ଏଣ୍ଟରଟେନମେଣ୍ଟ : ଆଜି ଟିଭିରେ ବାହୁବଳୀ 2 ଓ ହରିହର ଦାସ ଲାଇଭ

ଆଜି ସନ୍ଧ୍ୟା 6 ଟାରୁ ଡ଼ି.ଡ଼ି ଓଡିଆରେ ଡାନ୍ସିଂ ଷ୍ଟାର ହରିହର ଦାସ ଓ ଲୋକପ୍ରିୟ ଓଡିଆ ଗୀତ "ତୁ ମୋ ଡାର୍ଲିଂ" ର ଗାୟିକା ଦିପ୍ତିରେଖା ପାଢୀଙ୍କ ଲାଇଭ ଶୋ ରହିଛି। ରାତି 9 ଟାରେ ରହିଛି ଆମେରିକାନ ସୁପରହିରୋଫିଲ୍ମ ଆଭେଞ୍ଜରସ :ଏଜ ଅଫ ଅଲଟ୍ରନ ଓ ହିନ୍ଦୀ ଫିଲ୍ମ ବାହୁବଳି2 । ଆଇପିଏଲରେ ରହିଛି ଦୁଇଟି ରୋମାଞ୍ଚକର ମ୍ୟାଚ,ଯେଉଥିରେ ଦେଖିବାକୁ ପାଇବେ କେଉଁ ଟିମ କରିବ ପ୍ଳେ ଅଫକୁ ଏଣ୍ଟ୍ରି। ଏହା ସହିତ ଆହୁରି ଅନେକ କିଛି।
ଟିଭି ସିନେମା
ପି.କେ - ସୋନି ମ୍ୟାକ୍ସ-1.42pm
ଏ.ବି.ସି.ଡି. ଏନି ବଡି କ୍ୟାନ ଡ୍ୟାନ୍ସ -ଆଣ୍ଡ ପିକଚର -2.12pm
ସ୍ପେଶିଆଲ26-ୟୁ ଟିଭି ଆକ୍ସନ -2.27pm
କୁଙ୍ଗ୍ଫୁ ହଷଲ-ଷ୍ଟାର ମୁଭିଜ -4.48pm
ବାହୁବଳି 2-ଏସିଆନେଟ ମୁଭିଜ -7.00pm
ହଲି ଡେ-ଜି ସିନେମା-8.00pm
ଆଭେଞ୍ଜରସ: ଏଜ ଅଫ ଅଲଟ୍ରନ-ଜି ଷ୍ଟୂଡିଓ-9.00pm
ସିଙ୍ଘମ –ଷ୍ଟାର ଗୋଲ୍ଡ -11.02 pm
ଖେଳ (ଆଇପିଏଲ)- ଷ୍ଟାରସ୍ପୋର୍ଟ୍ସ
ରୟାଲ ଚାଲେଞ୍ଜରସ ବାଙ୍ଗାଲୋର ବନାମ ରାଜସ୍ଥାନ ରୟାଲ୍ସ (4.00pm)
ସନ ରାଇଜର୍ସ ହାଇଦ୍ରାବାଦ ବନାମ କୋଲକାତା ନାଇଟ ରାଇଡ଼ର୍ସ (8.00pm)
ଇଭେଣ୍ଟ:
ଓଲିଉଡ ଲାଇଭ (ହରିହର ଦାସ ଓ ଦିପ୍ତିରେଖା ପାଢୀ)
ସ୍ଥାନ :ସହିଦ ନଗର ଦୁର୍ଗାପୂଜ ମଣ୍ଡପ ,ଭୁବନେଶ୍ୱର
ସିନେମା ଥିଏଟର (book my show ଅନୁଯାୟୀ)
ଭୁବନେଶ୍ଵର :
ଡେଡପୋଲ 2 (ହିନ୍ଦୀ)
ରାଜି (ହିନ୍ଦୀ)
102 ନଟ ଆଉଟ (ହିନ୍ଦୀ)
ହଇଜ୍ୟାକ (ହିନ୍ଦୀ)
ଦ ପାଷ୍ଟ (ହିନ୍ଦୀ)
ମହାନତି (ତେଲୁଗୁ)
ଯୋଗୀ (ଓଡିଆ)
ଦିୱାନା ହେଲି ତୋ ପାଇଁ (ଓଡିଆ)
ବାଲେଶ୍ଵର:
ଡେଡପୋଲ 2 (ହିନ୍ଦୀ)
ରାଜି (ହିନ୍ଦୀ)
ରାଉରକେଲା:
ଡେଡପୋଲ 2 (ହିନ୍ଦୀ)
ରାଜି (ହିନ୍ଦୀ)
ଟିଭି ଶୋ
ତୁ ସୁରଜ ମେ ସାଂଝ ପିୟା ଜି(ଷ୍ଟାରପ୍ଲସ)-7.00pm
ୟେ ହେ ମହବତେ (ଷ୍ଟାରପ୍ଲସ)-7.30pm
ଖିଚିଡି (ଷ୍ଟାର ପ୍ଲସ)-8.00pm
ଜଜବାତ ସଙ୍ଗୀନ ସେ ନମକୀନ ତକ(ଜି ଟିଭି)-7.00pm
ସୁପର ହିଟ(ଜି ସିନେମା)-8.00pm
ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ(ଜି ଟିଭି)-9.00pm
ମହାସଙ୍ଗମ ତୁ ଆଶିକି ,ଇସ୍କ ମେ ମରଯାବା (କଲର୍ସ)-7.30pm
ଶକ୍ତି ଅସ୍ଥିତ୍ଵ କି ଏହେସାସ କି (କଲର୍ସ)-8.00pm
ଉଡାନ (କଲର୍ସ)-8.30pm