• padmabati kund

ଶନିବାର ଏଣ୍ଟରଟେନମେଣ୍ଟ : ଆଜି ଟିଭିରେ ବାହୁବଳୀ 2 ଓ ହରିହର ଦାସ ଲାଇଭ


ଆଜି ସନ୍ଧ୍ୟା 6 ଟାରୁ ଡ଼ି.ଡ଼ି ଓଡିଆରେ ଡାନ୍ସିଂ ଷ୍ଟାର ହରିହର ଦାସ ଓ ଲୋକପ୍ରିୟ ଓଡିଆ ଗୀତ "ତୁ ମୋ ଡାର୍ଲିଂ" ର ଗାୟିକା ଦିପ୍ତିରେଖା ପାଢୀଙ୍କ ଲାଇଭ ଶୋ ରହିଛି। ରାତି 9 ଟାରେ ରହିଛି ଆମେରିକାନ ସୁପରହିରୋଫିଲ୍ମ ଆଭେଞ୍ଜରସ :ଏଜ ଅଫ ଅଲଟ୍ରନ ଓ  ହିନ୍ଦୀ ଫିଲ୍ମ ବାହୁବଳି2 । ଆଇପିଏଲରେ ରହିଛି ଦୁଇଟି ରୋମାଞ୍ଚକର ମ୍ୟାଚ,ଯେଉଥିରେ ଦେଖିବାକୁ ପାଇବେ କେଉଁ ଟିମ କରିବ ପ୍ଳେ ଅଫକୁ ଏଣ୍ଟ୍ରି। ଏହା ସହିତ ଆହୁରି ଅନେକ କିଛି।

ଟିଭି ସିନେମା

ପି.କେ - ସୋନି ମ୍ୟାକ୍ସ-1.42pm

ଏ.ବି.ସି.ଡି. ଏନି ବଡି କ୍ୟାନ ଡ୍ୟାନ୍ସ -ଆଣ୍ଡ ପିକଚର -2.12pm

ସ୍ପେଶିଆଲ26-ୟୁ ଟିଭି ଆକ୍ସନ -2.27pm

କୁଙ୍ଗ୍ଫୁ ହଷଲ-ଷ୍ଟାର ମୁଭିଜ -4.48pm

ବାହୁବଳି 2-ଏସିଆନେଟ ମୁଭିଜ -7.00pm

ହଲି ଡେ-ଜି ସିନେମା-8.00pm

ଆଭେଞ୍ଜରସ: ଏଜ ଅଫ ଅଲଟ୍ରନ-ଜି ଷ୍ଟୂଡିଓ-9.00pm

ସିଙ୍ଘମ –ଷ୍ଟାର ଗୋଲ୍ଡ -11.02 pm

ଖେଳ (ଆଇପିଏଲ)- ଷ୍ଟାରସ୍ପୋର୍ଟ୍ସ

ରୟାଲ ଚାଲେଞ୍ଜରସ ବାଙ୍ଗାଲୋର ବନାମ ରାଜସ୍ଥାନ ରୟାଲ୍ସ (4.00pm)

ସନ ରାଇଜର୍ସ ହାଇଦ୍ରାବାଦ ବନାମ କୋଲକାତା ନାଇଟ ରାଇଡ଼ର୍ସ (8.00pm)

ଇଭେଣ୍ଟ:

ଓଲିଉଡ ଲାଇଭ (ହରିହର ଦାସ ଓ ଦିପ୍ତିରେଖା ପାଢୀ)

ସ୍ଥାନ :ସହିଦ ନଗର ଦୁର୍ଗାପୂଜ ମଣ୍ଡପ ,ଭୁବନେଶ୍ୱର

ସିନେମା ଥିଏଟର (book my show ଅନୁଯାୟୀ)

ଭୁବନେଶ୍ଵର :

ଡେଡପୋଲ 2 (ହିନ୍ଦୀ)

ରାଜି (ହିନ୍ଦୀ)

102 ନଟ ଆଉଟ (ହିନ୍ଦୀ)

ହଇଜ୍ୟାକ (ହିନ୍ଦୀ)

ଦ ପାଷ୍ଟ (ହିନ୍ଦୀ)

ମହାନତି (ତେଲୁଗୁ)

ଯୋଗୀ (ଓଡିଆ)

ଦିୱାନା ହେଲି ତୋ ପାଇଁ (ଓଡିଆ)

ବାଲେଶ୍ଵର:

ଡେଡପୋଲ 2 (ହିନ୍ଦୀ)

ରାଜି (ହିନ୍ଦୀ)

ରାଉରକେଲା:

ଡେଡପୋଲ 2 (ହିନ୍ଦୀ)

ରାଜି (ହିନ୍ଦୀ)

ଟିଭି ଶୋ

ତୁ ସୁରଜ ମେ ସାଂଝ ପିୟା ଜି(ଷ୍ଟାରପ୍ଲସ)-7.00pm

ୟେ ହେ ମହବତେ (ଷ୍ଟାରପ୍ଲସ)-7.30pm

ଖିଚିଡି (ଷ୍ଟାର ପ୍ଲସ)-8.00pm

ଜଜବାତ ସଙ୍ଗୀନ ସେ ନମକୀନ ତକ(ଜି ଟିଭି)-7.00pm

ସୁପର ହିଟ(ଜି ସିନେମା)-8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ(ଜି ଟିଭି)-9.00pm

ମହାସଙ୍ଗମ ତୁ ଆଶିକି ,ଇସ୍କ ମେ ମରଯାବା (କଲର୍ସ)-7.30pm

ଶକ୍ତି ଅସ୍ଥିତ୍ଵ କି ଏହେସାସ କି (କଲର୍ସ)-8.00pm

ଉଡାନ (କଲର୍ସ)-8.30pm

#tvguide #ente

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon