• ବେତାର ବ୍ୟୁରୋ

ମନୋରଞ୍ଜନ ବେତାର : ଆଜି ରହିଛି ପାଡମ୍ୟାନ


ଆପଣଙ୍କ ନିକଟସ୍ଥ ସିନେମାରେ ରିଲିଜ ହେଇଛି ଜନ ଆବ୍ରାହମଙ୍କ ଫିଲ୍ମ "ପରମାଣୁ" । ଟିଭି ପ୍ରୋଗ୍ରାମ ମଧ୍ୟରେ ଆଜି ଅପରାହ୍ନରେ ଏଚ.ବି.ଓରେ ରହିଛି ସୁପର ହିରୋ ଫିଲ୍ମ “ମୋନଷ୍ଟର ଭର୍ସେସ ଏଲିଏନ”, ଓ ରାତିରେ ଜୀ ସିନେମାରେ ରହିଛି ଅକ୍ଷୟ କୁମାରଙ୍କ ସୁପରହିଟ ଫିଲ୍ମ “ପ୍ୟାଡ଼ମ୍ୟାନ” ଏବଂ ଷ୍ଟାର ମୁଭିଜରେ ରହିଛି “ ଲାଇଫ ଅଫ ପାଇ” । ଷ୍ଟାରପ୍ଲସ ଚାନେଲରେ ସନ୍ଧ୍ୟା 7ରେ ରହିଛି ମରିୟମ ଖାନ ଲାଇଭ ସିରିଏଲ । ଏହା ସହିତ ଆହୁରି ଅନେକ କିଛି।

ଟିଭି ସିନେମା

ରାୱଡ଼ି ରାଠୋର -ସୋନି ମ୍ୟାକ୍ସ -2.49pm

ଜଲି ଏଲ.ଏଲ.ବି -ଷ୍ଟାରଗୋଲଡ଼ -4.30pm

ମୋନଷ୍ଟର ଭର୍ସେସ ଏଲିଏନ -ଏଚ.ବି.ଓ -4.58pm

ୟେଭାଦୁ -ସୋନି ମ୍ୟାକ୍ସ -5.56pm

ପ୍ୟାଡ଼ମ୍ୟାନ -ଜୀ ସିନେମା -8.00pm

ନାୟକ:ଦି ରିଅଲ ହିରୋ -ମୁଭିଜ ଓକେ -7.55pm

ଦି ଜଙ୍ଗଲ ବୁକ -ରୋମେଡି ନାଓ -9.00pm

ଲାଇଫ ଅଫ ପାଇ -ଷ୍ଟାର ମୁଭିଜ -10.53pm

ସିନେମା ଥିଏଟର (book my show ତଥ୍ୟ ଅନୁଯାୟୀ)

ଭୁବନେଶ୍ୱର

ପରମାଣୁ (ହିନ୍ଦୀ)

ରାଜି (ହିନ୍ଦୀ)

102 ନଟ ଆଉଟ (ହିନ୍ଦୀ)

ବାଇସ୍କୋପ ୱାଲା (ହିନ୍ଦୀ)

ଡେଡପୁଲ 2(ହିନ୍ଦୀ,ଇଂଲିଶ)

ସୋଲୋ:ଷ୍ଟାରୱାର (ଇଂଲିଶ)

ଲଭ ପ୍ରମିସ୍ ( ଓଡ଼ିଆ)

ଦିୱାନା ହେଲି ତୋ ପାଇଁ (ଓଡ଼ିଆ)

ଯୋଗୀ (ଓଡ଼ିଆ)

ନେଲା ଟିକେଟ (ତେଲୁଗୁ)

ବାଲେଶ୍ବର

ପରମାଣୁ(ହିନ୍ଦୀ)

ଡେଡପୁଲ 2(ହିନ୍ଦୀ, ଇଂଲିଶ)

ରାଉରକେଲା

ପରମାଣୁ (ହିନ୍ଦୀ)

ରାଜି(ହିନ୍ଦୀ)

ଡେଡପୁଲ2(ହିନ୍ଦୀ, ଇଂଲିଶ)

ଟିଭି ସିରିଏଲ

ଜଯବାତ -ଜୀ ଟିଭି -7.00pm

ସୁପରହିଟ -ଜୀ ଟିଭି -8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ -ଜୀଟିଭି -9.00pm

ମରିୟମ ଖାନ ରିପୋର୍ଟିଂ ଲାଇଭ -ଷ୍ଟାର ପ୍ଲସ-7.୦୦pm

ଖିଚିଡି -ଷ୍ଟାର ପ୍ଲସ-8.00pm

କ୍ରିଷ୍ଣା ଚଲି ଲଣ୍ଡନ -ଷ୍ଟାର ପ୍ଲସ -9.00pm

ତୁ ଆଶିକି -କଲର୍ସ -7.00pm

ଇସ୍କ ମେ ମରଜାୱା -କଲର୍ସ -7.30pm

ଶକ୍ତି :ଅସ୍ଥିତ୍ଵ ଏକ ଏହେସାସ କି-କଲର୍ସ -8.00pm

ଉଡାନ -କଲର୍ସ -9.00pm

#tv #tvguide #etertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon