• ବେତାର ବ୍ୟୁରୋ

ମନୋରଞ୍ଜନ ବେତାର:ଆଜି କଲର୍ସରେ ଆରମ୍ଭ ନାଗିନ3


ଆଜି ଆପଣଙ୍କର ଶନିବାରକୁ ମନୋରଞ୍ଜନରେ ଭରପୁର କରିବା ପାଇଁ ସନ୍ଧ୍ୟାରେ କଲର୍ସ ଚ୍ୟାନେଲରେ ଆରମ୍ଭ ହେବ ମେଗା ଧାରାବାହିକ “ନାଗିନ3” ଓ ଟିଭିରେ ରହିଛି ଶାହରୁଖ ଖାନଙ୍କ ସୁପରହିଟଫିଲ୍ମ “ଚେନ୍ନାଇ ଏକ୍ସପ୍ରେସ” ଓ ହ୍ରୀତିକ ରୋଶନଙ୍କ “କ୍ରିଶ 3”। ଏହା ସହିତ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି ହିନ୍ଦୀ ସିନେମା “ବୀରା ଦି ୱେଡିଙ୍ଗ” ଓ “ଭାବେଶ ଯୋଶୀ ସୁପର ହିରୋ”। ଏହା ସହିତ ଆହୁରି ଅନେକ କିଛି।

ଟିଭି ସିନେମା

କିକ –ଷ୍ଟାରଗୋଲ୍ଡ -2.00pm

କ୍ରିଶ3-ସୋନିମ୍ୟାକ୍ସ-2.02pm

ଘୋଷ୍ଟ ରାଇଡ଼ର –ଷ୍ଟାରମୁଭିଜ -3.48pm

ଚେନ୍ନାଇ ଏକ୍ସପ୍ରେସ –ଜୀ ସିନେମା -5.04pm

ମୁମ୍ବାଇ କ କିରନବେଦୀ –ବିଫୋରୟୁ ମୁଭିଜ-5.39pm

ଦ ମଙ୍କି କିଙ୍ଗ2 –ଆଣ୍ଡ ପିକଚର୍ସ -5.36pm

ପ୍ୟାଡମାନ –ଜୀସିନେମା -8.01pm

ରେଡ –ଷ୍ଟାରଗୋଲ୍ଡ-8.00pm

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ବୀରା ଦି ୱେଡିଙ୍ଗ (ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ(ହିନ୍ଦୀ)

ରାଜି(ହିନ୍ଦୀ)

ଭାବେଶଜୋଶୀ ସୁପର ହିରୋ(ହିନ୍ଦୀ)

102 ନଟ ଆଉଟ (ହିନ୍ଦୀ)

ଫାମୋସ (ହିନ୍ଦୀ)

ଡେଡପୁଲ2(ଇଙ୍ଗ୍ଲିଶ)

ଦିୱାନା ହେଲି ତୋ ପାଇଁ (ଓଡିଆ)

ଲଭ ପ୍ରମିସ(ଓଡିଆ)

ବାଲେଶ୍ଵର

ବୀରା ଦି ୱେଡିଙ୍ଗ (ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ(ହିନ୍ଦୀ)

ରାଉରକେଲା

ବୀରା ଦି ୱେଡିଙ୍ଗ (ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ(ହିନ୍ଦୀ)

ଟିଭି ଶୋ

ମରିୟମ ଖାନ ରିପୋର୍ଟିଙ୍ଗ ଲାଇଭ  -ଷ୍ଟାରପ୍ଲସ -7.00pm

ଖିଚିଡି –ଷ୍ଟାରପ୍ଲସ -8.00pm

କ୍ରୀଷ୍ଣା ଚଲି ଲଣ୍ଡନ –ଷ୍ଟାରପ୍ଲସ-9.00pm

ମହାସଙ୍ଗମ (ଇଷ୍କ ମେ ମରଜାୱା,ତୁ ହେ ଆଶିକି)-କଲର୍ସ -7.00pm

ନାଗିନ3- କଲର୍ସ -8.00pm

ଡ୍ୟାନ୍ସ ଦିବାନେ –କଲର୍ସ-9.00pm

ଜଜବାତ ସଙ୍ଗୀନ ସେ ନମକୀନ ତକ-ଜି ଟିଭି-7.00pm

ସୁପର ହିଟ-ଜି ସିନେମା-8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-ଜି ଟିଭି-9.00pm

#entertainment #tv #tvguide

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon