• ବେତାର ବ୍ୟୁରୋ

ଶନିବାର ମନୋରଞ୍ଜନ: ଜାଣନ୍ତୁ କେଉଁଥିରେ କଣ?


ମନୋରଞ୍ଜନରେ ଭରପୁର ଶନିବାରରେ ଆପଣଙ୍କ ଟିଭି ଓ ନିକଟସ୍ଥ ପ୍ରେକ୍ଷାଳୟରେ ରହିଛି ଅନେକ ମନୋରଞ୍ଜନ ପୂର୍ଣ୍ଣ କାର୍ଯ୍ୟକ୍ରମ। ଷ୍ଟାରଗୋଲ୍ଡରେ ରହିଛି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ “ପ୍ରେମ ରତନ ଧନ ପାୟୋ”ଓ ଜୀଟିଭି ରେ ରହିଛି ହରର ଫିଲ୍ମ “1920 ଲଣ୍ଡନ”। ଏହାବ୍ୟତୀତ ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି ରଜନୀକାନ୍ତଙ୍କ ଫିଲ୍ମ “କାଲା” ଓ ଆମେରିକାନ ଆଡଭେଞ୍ଜର ଫିଲ୍ମ “ଜୁରାଶିକ ୱାର୍ଲ୍ଡ : ଫଲେନ କିଙ୍ଗଡମ”। ଏହାବ୍ୟତୀତ ଆହୁରି ଅନେକ  କିଛି।  

ଟିଭି ସିନେମା

ପ୍ରେମ ରତନ ଧନ ପାୟୋ- ଷ୍ଟାରଗୋଲ୍ଡ -1.20pm

ତାରଜନ: ଦ ୱାଣ୍ଡର କାର- ମୁଭିଜ ଓକେ-4.20pm

1920 ଲଣ୍ଡନ- ଜୀ ସିନେମା-3.51pm

ଆର ରାଜକୁମାର-ୟୁଟିଭି ଆକ୍ସନ -5.50pm

ଆକ୍ସନ ଜାକ୍ସନ –ମୁଭିଜ ଓକେ-7.55pm

ରମେୟା ବସ୍ତାଭୈୟା- ଆଣ୍ଡ ପିକଚର୍ସ -8.00pm

ଟଏଲେଟ:ଏକ ପ୍ରେମ କଥା –ଜୀସିନେମା ଏଚ ଡି-8.00pm

ବସ –ୟୁଟିଭି ମୁଭିଜ-8.02pm

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)

କାଲା-(ହିନ୍ଦୀ,ତେଲୁଗୁ)

ବିରେ ଦି ୱେଡିଙ୍ଗ-(ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ –(ହିନ୍ଦୀ)

ରାଜି-(ହିନ୍ଦୀ)

ଲଭ ପ୍ରମିସ –(ଓଡିଆ)

ଦିୱାନା ହେଲି ତୋ ପାଇଁ –(ଓଡିଆ)

ବାଲେଶ୍ଵର

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)

କାଲା-(ହିନ୍ଦୀ,ତେଲୁଗୁ)

ରାଉଲକେଲା

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)

କାଲା-(ହିନ୍ଦୀ,ତେଲୁଗୁ)

ବିରେ ଦି ୱେଡିଙ୍ଗ-(ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ –(ହିନ୍ଦୀ)

ଟିଭି ଶୋ

ମରିୟମ ଖାନ ରିପୋଟିଙ୍ଗଲାଇଭ (ଷ୍ଟାରପ୍ଲସ)-7.30pm

ଖିଚିଡି (ଷ୍ଟାରପ୍ଲସ)-8.00pm

ପାର୍ଟି ତୋ ବନତି ହେ (ଷ୍ଟାରପ୍ଲସ)-9.00pm

ତୁ ଆଶିକି (କଲର୍ସ)-7.00pm

ଈଷ୍କ ମେ ମରଜାୱା(କଲର୍ସ)-7.30pm

ନାଗିନ 3 (କଲର୍ସ)-8.0pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

ଜଯବାତ (ଜୀଟିଭି)-7.00pm

ସୁପରହିଟ (ଜୀଟିଭି)-8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ: ଲିଟିଲ ମାଷ୍ଟର (ଜୀଟିଭି)-9.00pm

#tv #tvguide #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon