• ବେତାର ବ୍ୟୁରୋ

ରବିବାର ମନୋରଞ୍ଜନ: ଜାଣନ୍ତୁ କେଉଁଥିରେ କଣ?


ଛୁଟିଦିନକୁ ଭରପୁର ଉପଭୋଗ କରିବା ପାଇଁ କେଉଁ ଚ୍ୟାନେଲରେ କଣ କଣ ସିନେମା ଦେବ ଜାଣିରଖନ୍ତୁ। ଆଜି ଦିନରେ ସୋନିମ୍ୟାକ୍ସରେ ରହିଛି ଅମିରଖାନଙ୍କ ହିଟ ଫିଲ୍ମ “ପିକେ”ଓ  ସନ୍ଧ୍ୟାରେ ରହିଛି ବରୁଣ ଓ ଆଲିୟାଙ୍କ ଅଭିନୀତ ଫିଲ୍ମ “ହମ୍ପଟି ଶର୍ମା କି ଦୁଲହନିୟା”। ଏହା ସହିତ ରାତିରେ ଜୀ ସିନେମାରେ ରହିଛି ଫିଲ୍ମ “ସିକ୍ରେଟ ସୁପରଷ୍ଟାର”। ଏହା ବ୍ୟତୀତ ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି “ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ” ଓ “କାଲା” ଏବଂ କଲର୍ସରେ ରହିଛି ଲୋକପ୍ରିୟ ଶୋ “ନାଗିନ3”।  

ଟିଭି ସିନେମା

ହାଉସଫୁଲ 2-ମୁଭିଜ ଓକେ-1.25pm

ପିକେ –ସୋନି ମ୍ୟାକ୍ସ-2.39pm

ଗୋଲମାଲ ଏଗେନ –ଷ୍ଟାରଗୋଲ୍ଡ -1.45pm

ହମ୍ପଟି ଶର୍ମା କି ଦୁଲହନିୟା-ୟୁଟିଭି ମୁଭିଜ -5.21pm

ହଲିଡେ –ଜୀସିନେମା ଏଚ ଡି-6.11pm

ସିକ୍ରେଟ ସୁପରଷ୍ଟାର –ଜୀ ସିନେମା-9.00pm

ଦେ ଦନା ଦନ-ମୁଭିଜ ଓକେ-7.55pm

ଜୟ ହୋ –ଷ୍ଟାରଗୋଲ୍ଡ-10.55pm

ସିନେମା ଥିଏଟର(bookmyshow ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)

କାଲା-(ହିନ୍ଦୀ,ତେଲୁଗୁ)

ବିରେ ଦି ୱେଡିଙ୍ଗ-(ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ –(ହିନ୍ଦୀ)

ରାଜି-(ହିନ୍ଦୀ)

ଲଭ ପ୍ରମିସ –(ଓଡିଆ)

ଦିୱାନା ହେଲି ତୋ ପାଇଁ –(ଓଡିଆ)

ବାଲେଶ୍ଵର

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)

କାଲା-(ହିନ୍ଦୀ,ତେଲୁଗୁ)

ରାଉଲକେଲା

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)

କାଲା-(ହିନ୍ଦୀ,ତେଲୁଗୁ)

ବିରେ ଦି ୱେଡିଙ୍ଗ-(ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ –(ହିନ୍ଦୀ)

ଟିଭି ଶୋ

ମରିୟମ ଖାନ ରିପୋଟିଙ୍ଗଲାଇଭ (ଷ୍ଟାରପ୍ଲସ)-7.30pm

ଖିଚିଡି (ଷ୍ଟାରପ୍ଲସ)-8.00pm

କୁଲ୍ଫି କୁମାର ବାଜିବାଲା (ଷ୍ଟାରପ୍ଲସ)-9.00pm

ମହାକାଳୀ (କଲର୍ସ)-7.00pm

ନାଗିନ 3 (କଲର୍ସ)-8.0pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

ଜଯବାତ (ଜୀଟିଭି)-7.00pm

ସୁପରହିଟ (ଜୀଟିଭି)-8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ: ଲିଟିଲ ମାଷ୍ଟର (ଜୀଟିଭି)-9.00pm

#tv #tvguide #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon