• ବେତାର ବ୍ୟୁରୋ

ଶେଷ ରଜ: ଶନିବାର ମନୋରଞ୍ଜନ ଗାଇଡ


ରଜର ଶେଷ ଦିନକୁ ମନଭରି ଉପଭୋଗ କରିବା ପାଇଁ ଦେଖିବାକୁ ଯାଆନ୍ତୁ ଆପଣଙ୍କ ନିକଟସ୍ଥ ସିନେମା ହଲରେ ପଡିଥିବା ସିନେମାକୁ। ବଲିଉଡର ଭାଇଜାନ ସଲମାନ ଖାନଙ୍କ “ରେସ3 “ ରିଲିଜ ହୋଇସାରିଥିବା ବେଳେ ଅଲିଉଡର ଲଭରବୟ ବାବୁସାନଙ୍କ “ସୁନ୍ଦରଗଡର ସଲମାନ ଖାନ” ମଧ୍ୟ ରିଲିଜ ହୋଇଯାଇଛି । ଏହା ସହିତ ଟିଭିରେ ରହିଛି ଅନେକ ଫିଲ୍ମ ଓ ମନୋରଞ୍ଜନ ପୂର୍ଣ୍ଣ କାର୍ଯ୍ୟକ୍ରମ।

ଟିଭି ସିନେମା

ଜୁଡୱା2 –ଷ୍ଟାରଗୋଲ୍ଡ-1.30pm

ହାପି ନିଉ ଇୟର- ଆଣ୍ଡ ପିକଚର -1.58pm

କ୍ୟାପଟେନ ଆମେରିକା: ଦ ୱିଣ୍ଟର ସୋଲଜର –ଷ୍ଟାର ମୁଭିଜ ଏଚ.ଡି-4.08pm

ଗୋଲମାଲ ଏଗେନ-ଷ୍ଟାରଗୋଲ୍ଡ-4.40pm

ଚିତା: ଦ ଲିଓପାର୍ଡ –ବି ଫୋର ୟୁ ମୁଭିଜ -3.00pm

ଦ ଜଙ୍ଗଲ ବୁକ୍ସ –ଜଲସା ମୁଭିଜ-6.35pm

ଟ୍ରାନ୍ସଫର୍ମରସ: ଡାର୍କ ଅଫ ଦ ମୁନ -ଏଚ.ବି.ଓ -6.13pm

ଚିନି କମ –ଜୀ ସିନେମା ଏଚ.ଡି-10.24pm

ସିନେମା ଥିଏଟର (book my show ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

4ଇଡିଅଟସ-(ଓଡିଆ)

ରେସ3-(ହିନ୍ଦୀ)

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)

କାଲା-(ହିନ୍ଦୀ)

ବିରେ ଦି ୱେଡିଙ୍ଗ-(ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ –(ହିନ୍ଦୀ)

ରାଉରକେଲା

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

4ଇଡିଅଟସ-(ଓଡିଆ)

ରେସ3-(ହିନ୍ଦୀ)

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)

କାଲା-(ହିନ୍ଦୀ)

ବିରେ ଦି ୱେଡିଙ୍ଗ-(ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ –(ହିନ୍ଦୀ)

ବାଲେଶ୍ଵର

4ଇଡିଅଟସ-(ଓଡିଆ)

ରେସ3-(ହିନ୍ଦୀ)

କାଲା-(ହିନ୍ଦୀ)

ଟିଭି ସିରିଏଲ

ମରିୟମ ଖାନ ରିପୋଟିଙ୍ଗ ଲାଇଭ (ଷ୍ଟାରପ୍ଲସ)-7.30pm

ଖିଚିଡି (ଷ୍ଟାରପ୍ଲସ)-8.00pm

ଈଷ୍କ ମେ ମରଜାୱା(କଲର୍ସ)-7.30pm

ନାଗିନ 3 (କଲର୍ସ)-8.0pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

ଜଯବାତ (ଜୀଟିଭି)-7.00pm

ସୁପରହିଟ (ଜୀଟିଭି)-8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ: ଲିଟିଲ ମାଷ୍ଟର (ଜୀଟିଭି)-9.00pm

#entertainment #tvguide #tv

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon