• ବେତାର ବ୍ୟୁରୋ

ରବିବାର ମନୋରଞ୍ଜନ ଗାଇଡ : କେଉଁଠି କ'ଣ


ୱିକେଣ୍ଡକୁ ବଲିଉଡର ସୁପରହିଟ ଫିଲ୍ମ ସହିତ ମନଭରି ଉପଭୋଗ କରିବା ପାଇଁ ଆପଣଙ୍କ ଟିଭିରେ ରହିଛି ଅନେକ ସୁପରହିଟ ଫିଲ୍ମ।ସନ୍ଧ୍ୟାରେ ଆଣ୍ଡ ପିକଚର୍ସରେ ରହିଛି ଶାହରୁଖ-କାଜୋଲ ଅଭିନୀତ “ଦିଲୱାଲେ” ଓ ଜୀ ସିନେମାରେ ରହିଛି ବରୁଣ ଧାୱନଙ୍କ ଅଭିନୀତ ରୋମାଣ୍ଟିକ ଆକ୍ସନ କାମେଡି ଫିଲ୍ମ “ମେ ତେରା ହିରୋ”। ଏହା ସହିତ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି “ରେସ3” ଓ “ସୁନ୍ଦରଗଡର ସଲମାନ ଖାନ”। ଏହା ବ୍ୟତୀତ ଆହୁରି ଅନେକ କିଛି।  

ଟିଭି ସିନେମା

ହମ ସାଥ ସାଥ ହେଁ- ଜୀ ସିନେମା-2.32pm

ୱେଲକମ ବ୍ୟାକ –ଆଣ୍ଡ ପିକଚର୍ସ-2.11pm

କମାଣ୍ଡୋ-ଜୀ ଆକ୍ସନ-2.23pm

ଦିଲୱାଲେ-ଆଣ୍ଡ ପିକଚର୍ସ -5.19pm

ମେ ତେରା ହିରୋ –ଜୀ ସିନେମା-6.17pm

ଜଞ୍ଜୀର –ଜୀ ସିନେମା ଏଚ.ଡି-10.27pm

ଆଙ୍ଗ୍ରୀ ବାର୍ଡସ ମୁଭି- ଏଚ.ବି.ଓ-7.18pm

ସିନେମା ଥିଏଟର (book my show ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

4ଇଡିଅଟସ-(ଓଡିଆ)

ରେସ3-(ହିନ୍ଦୀ)

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)

କାଲା-(ହିନ୍ଦୀ)

ବିରେ ଦି ୱେଡିଙ୍ଗ-(ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ –(ହିନ୍ଦୀ)

ରାଉରକେଲା

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

4ଇଡିଅଟସ-(ଓଡିଆ)

ରେସ3-(ହିନ୍ଦୀ)

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)

କାଲା-(ହିନ୍ଦୀ)

ବିରେ ଦି ୱେଡିଙ୍ଗ-(ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ –(ହିନ୍ଦୀ)

ବାଲେଶ୍ଵର

4ଇଡିଅଟସ-(ଓଡିଆ)

ରେସ3-(ହିନ୍ଦୀ)

କାଲା-(ହିନ୍ଦୀ)

ଟିଭି ସିରିଏଲ

ମରିୟମ ଖାନ ରିପୋଟିଙ୍ଗଲାଇଭ (ଷ୍ଟାରପ୍ଲସ)-7.30pm

ଖିଚିଡି (ଷ୍ଟାରପ୍ଲସ)-8.00pm

କୁଲ୍ଫି କୁମାର ବାଜିବାଲା –(ଷ୍ଟାରପ୍ଲସ)-10.00pm

ମହାକାଳୀ-(ଷ୍ଟାରପ୍ଲସ)-7.0pm

ନାଗିନ 3 (କଲର୍ସ)-8.0pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ: ଲିଟିଲ ମାଷ୍ଟର (ଜୀଟିଭି)-9.00pm

#entertainment #tvguide #tv

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon