- ବେତାର ବ୍ୟୁରୋ
ରବିବାର ମନୋରଞ୍ଜନ ଗାଇଡ : କେଉଁଠି କ'ଣ

ୱିକେଣ୍ଡକୁ ବଲିଉଡର ସୁପରହିଟ ଫିଲ୍ମ ସହିତ ମନଭରି ଉପଭୋଗ କରିବା ପାଇଁ ଆପଣଙ୍କ ଟିଭିରେ ରହିଛି ଅନେକ ସୁପରହିଟ ଫିଲ୍ମ।ସନ୍ଧ୍ୟାରେ ଆଣ୍ଡ ପିକଚର୍ସରେ ରହିଛି ଶାହରୁଖ-କାଜୋଲ ଅଭିନୀତ “ଦିଲୱାଲେ” ଓ ଜୀ ସିନେମାରେ ରହିଛି ବରୁଣ ଧାୱନଙ୍କ ଅଭିନୀତ ରୋମାଣ୍ଟିକ ଆକ୍ସନ କାମେଡି ଫିଲ୍ମ “ମେ ତେରା ହିରୋ”। ଏହା ସହିତ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି “ରେସ3” ଓ “ସୁନ୍ଦରଗଡର ସଲମାନ ଖାନ”। ଏହା ବ୍ୟତୀତ ଆହୁରି ଅନେକ କିଛି।
ଟିଭି ସିନେମା
ହମ ସାଥ ସାଥ ହେଁ- ଜୀ ସିନେମା-2.32pm
ୱେଲକମ ବ୍ୟାକ –ଆଣ୍ଡ ପିକଚର୍ସ-2.11pm
କମାଣ୍ଡୋ-ଜୀ ଆକ୍ସନ-2.23pm
ଦିଲୱାଲେ-ଆଣ୍ଡ ପିକଚର୍ସ -5.19pm
ମେ ତେରା ହିରୋ –ଜୀ ସିନେମା-6.17pm
ଜଞ୍ଜୀର –ଜୀ ସିନେମା ଏଚ.ଡି-10.27pm
ଆଙ୍ଗ୍ରୀ ବାର୍ଡସ ମୁଭି- ଏଚ.ବି.ଓ-7.18pm
ସିନେମା ଥିଏଟର (book my show ତଥ୍ୟ ଅନୁଯାୟୀ)
ଭୁବନେଶ୍ଵର
ସୁନ୍ଦରଗଡର ସଲମାନ ଖାନ –(ଓଡିଆ)
4ଇଡିଅଟସ-(ଓଡିଆ)
ରେସ3-(ହିନ୍ଦୀ)
ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)
କାଲା-(ହିନ୍ଦୀ)
ବିରେ ଦି ୱେଡିଙ୍ଗ-(ହିନ୍ଦୀ)
ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ –(ହିନ୍ଦୀ)
ରାଉରକେଲା
ସୁନ୍ଦରଗଡର ସଲମାନ ଖାନ –(ଓଡିଆ)
4ଇଡିଅଟସ-(ଓଡିଆ)
ରେସ3-(ହିନ୍ଦୀ)
ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)
କାଲା-(ହିନ୍ଦୀ)
ବିରେ ଦି ୱେଡିଙ୍ଗ-(ହିନ୍ଦୀ)
ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ –(ହିନ୍ଦୀ)
ବାଲେଶ୍ଵର
4ଇଡିଅଟସ-(ଓଡିଆ)
ରେସ3-(ହିନ୍ଦୀ)
କାଲା-(ହିନ୍ଦୀ)
ଟିଭି ସିରିଏଲ
ମରିୟମ ଖାନ ରିପୋଟିଙ୍ଗଲାଇଭ (ଷ୍ଟାରପ୍ଲସ)-7.30pm
ଖିଚିଡି (ଷ୍ଟାରପ୍ଲସ)-8.00pm
କୁଲ୍ଫି କୁମାର ବାଜିବାଲା –(ଷ୍ଟାରପ୍ଲସ)-10.00pm
ମହାକାଳୀ-(ଷ୍ଟାରପ୍ଲସ)-7.0pm
ନାଗିନ 3 (କଲର୍ସ)-8.0pm
ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm
ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ: ଲିଟିଲ ମାଷ୍ଟର (ଜୀଟିଭି)-9.00pm