• ବେତାର ବ୍ୟୁରୋ

ମନୋରଞ୍ଜନ ଗାଇଡ :ଆଜି ଟିଭିରେ ହେଟ ଷ୍ଟୋରୀ


ଶନିବାରରେ ଆପଣଙ୍କ ଟେଲିଭିଜନରେ ରହିଛି ଅନେକ ଧମକାଦାର ସିନେମା। ସଲମାନ ଖାନଙ୍କ “ସୁଲତାନ” ରହିଛି ସୋନିମ୍ୟାକ୍ସରେ ଓ ଶ୍ରୁତି ହାସନଙ୍କ ଅଭିନୀତ ଫିଲ୍ମ “ରମେଇୟା ବସ୍ତାବେୟା” ରହିଛି ଜୀ ସିନେମାରେ । ଏହା ସହିତ ରାତିରେ ସୋନିମ୍ୟାକ୍ସରେ ରହିଛି ହରର ଫିଲ୍ମ “କାଞ୍ଚନା ରିଟର୍ନସ” ଓ ୟୁଟିଭି ମୁଭିଜ ରେ ରହିଛି ରୋମାନ୍ସ ଥ୍ରୀଲର ଫିଲ୍ମ “ହେଟ ଷ୍ଟୋରୀ”। 

ଏହା ସହିତ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି “ସୁନ୍ଦରଗଡର ସଲମାନ ଖାନ” ଓ “ରେସ3” ତଥା   ହଲିଉଡ଼ ଫିଲ୍ମ ଓସେନ 8। ଏହା ବ୍ୟତୀତ ଆହୁରି ଅନେକ କିଛି।

ଟିଭି ସିନେମା:

ସୁଲତାନ-ସୋନିମ୍ୟାକ୍ସ-1.18pm

ଧମାଲ-ଜୀ ସିନେମା-2.39pm

ଜୟ ହୋ-ଷ୍ଟାରଗୋଲ୍ଡ ଏଚ.ଡି-6.07pm

ରମେଇୟା ବସ୍ତାବେୟା- ଜୀ ସିନେମା-5.23pm

ବିଜିନେସ ମ୍ୟାନ –ଜେମିନୀ ମୁଭିଜ -6.00pm

ମେ ହୁଁ ସୂର୍ଯ୍ୟା ସିଙ୍ଘମ2-ୟୁଟିଭି ଆକ୍ସନ -5.35pm

କାଞ୍ଚନା ରିଟର୍ନସ- ସୋନିମ୍ୟାକ୍ସ -7.54pm

ଆକ୍ସନ ଜାକ୍ସନ –ଆଣ୍ଡ ପିକଚର-7.55pm

ହେଟ ଷ୍ଟୋରୀ-ୟୁଟିଭି ମୁଭିଜ-11.11pm

ସିନେମା ଥିଏଟର (book my show ତଥ୍ୟ ଅନୁଯାୟୀ):

ଭୁବନେଶ୍ଵର

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

4ଇଡିଅଟସ-(ଓଡିଆ)

ରେସ3-(ହିନ୍ଦୀ)

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)

ବିରେ ଦି ୱେଡିଙ୍ଗ-(ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ –(ହିନ୍ଦୀ)

ଓସେନ 8-(ଇଂଲିଶ)

ରାଉରକେଲା

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

ରେସ3-(ହିନ୍ଦୀ)

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ)

ଇନିକ୍ରେଡିବଲ2 –(ହିନ୍ଦୀ)

ବାଲେଶ୍ଵର

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

ରେସ3-(ହିନ୍ଦୀ)

4ଇଡିଅଟସ-(ଓଡିଆ)

ଟିଭି ସିରିଏଲ:

କୟାମତ କି ରାତ(ଷ୍ଟାରପ୍ଲସ)-7.00pm

ମହବତକି କହାନୀ: ଈଶିତା କି ଯୁବାନୀ (ଷ୍ଟାରପ୍ଲସ)-8.00pm

ମହାକାଳୀ(କଲର୍ସ)-7.30pm

ନାଗିନ 3 (କଲର୍ସ)-8.00pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

ଜଯବାତ (ଜୀଟିଭି)-7.00pm

ଇଷ୍କ ଶୁଭାନ ଆଲ୍ଲା(ଜୀଟିଭି)-8.00pm

ଫିଅର ଫାଇଲ୍ସ(ଜୀଟିଭି)-11.00pm

#entertainment #tvguide

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon