• ବେତାର ବ୍ୟୁରୋ

ରବିବାର ମନୋରଞ୍ଜନ : ଟିଭିରେ ଦସ କା ଦମ


ଆପଣଙ୍କ ଟିଭି, ନିକଟସ୍ଥ ସିନେମା ହଲ ଓ ନିକଟସ୍ଥ ସହରରେ ଚାଲୁଅଛି ଅନେକ ମନୋରଞ୍ଜନପୂର୍ଣ୍ଣ କାର୍ଯ୍ୟକ୍ରମ। ଭୁବନେଶ୍ଵର ଉତ୍କଳ ମଣ୍ଡପରେ ସନ୍ଧ୍ୟାରେ ରହିଛି “ଆଦିରାଣୀ କଳିଙ୍ଗ ଟ୍ରାଇବାଲ କୁଇନ 2018” ଇଭେଣ୍ଟ। ଏହା ସହିତ ଟେଲିଭିଜନରେ ରହିଛି ଅଜୟ ଦେବଗନଙ୍କ ଅଭିନୀତ “ସିଙ୍ଘମ ରିଟର୍ନସ” ଓ “ଗୋଲମାଲ ଏଗେନ” ଏବଂ କମେଡି ଷ୍ଟାର କପିଳ ଶର୍ମାଙ୍କ ଅଭିନୀତ “କିସ କିସ କୋ ପ୍ୟାର କରୁ” । ସେହିପରି ରିଏଲିଟି ଶୋ'ରେ ରହିଛି ସୋନି ଟିଭିରେ ଦସ କା ଦମ ଓ କଲରସରେ ଡ୍ୟାନ୍ସ ଦିୱାନେ। ଏହା ବ୍ୟତୀତ ନିକଟସ୍ଥ ପ୍ରେକ୍ଷାଳୟରେ ଚାଳୁଛି ନୂଆ ନୂଆ ଓଡିଆ,ହିନ୍ଦୀ ଓ ଇଂଲିଶ ଫିଲ୍ମ ଏବଂ ଆହୁରି ଅନେକ କିଛି।

ଟିଭି ସିନେମା:

ସିଙ୍ଘମ ରିଟର୍ନସ-ଷ୍ଟାରଗୋଲ୍ଡ-11.10pm

ଗୋଲମାଲ ଏଗେନ-ଷ୍ଟାରଗୋଲ୍ଡ-2.15pm

ସିକ୍ରେଟ ସୁପରଷ୍ଟାର-ଜୀ ସିନେମା-2.53pm

କିସ କିସ କୋ ପ୍ୟାର କରୁ-ୟୁଟିଭି ମୁଭିଜ-2.32pm

ବଜରଙ୍ଗୀ ଭାଇଜାନ- ଷ୍ଟାରଗୋଲ୍ଡ- 5.30pm

ରଇs- ଜୀସିନେମା-6.06pm

ଟାଇଗର ଜିନ୍ଦା ହେ- ସୋନିମ୍ୟାକ୍ସ-7.55pm

ଦଙ୍ଗଲ-ଜୀ ସିନେମା-9.00pm

ଇଭେଣ୍ଟ

ଆଦିରାଣୀ କଳିଙ୍ଗ ଟ୍ରାଇବାଲ କୁଇନ 2018(ଫାଇନାଲ)-ଉତ୍କଳ ମଣ୍ଡପ, ଭୁବନେଶ୍ଵର-6.00pm

ସିନେମା ଥିଏଟର (book my show ତଥ୍ୟ ଅନୁଯାୟୀ):

ଭୁବନେଶ୍ଵର

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

4ଇଡିଅଟସ-(ଓଡିଆ)

ରେସ3-(ହିନ୍ଦୀ)

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ,ଇଂଲିଶ)

ବିରେ ଦି ୱେଡିଙ୍ଗ-(ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ –(ହିନ୍ଦୀ)

ଓସେନ 8-(ଇଂଲିଶ)

ରାଉରକେଲା

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

ରେସ3-(ହିନ୍ଦୀ)

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ)

ଇନିକ୍ରେଡିବଲ2 –(ହିନ୍ଦୀ)

ବାଲେଶ୍ଵର

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

ରେସ3-(ହିନ୍ଦୀ)

4ଇଡିଅଟସ-(ଓଡିଆ)

ଟିଭି ସିରିଏଲ:

କୟାମତ କି ରାତ(ଷ୍ଟାରପ୍ଲସ)-7.00pm

ମହବତକି କହାନୀ: ଈଶିତା କି ଯୁବାନୀ (ଷ୍ଟାରପ୍ଲସ)-8.00pm

ମହାକାଳୀ(କଲର୍ସ)-7.30pm

ନାଗିନ 3 (କଲର୍ସ)-8.00pm

ଦସ କା ଦମ (ସୋନି) -9.00pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

ଗୋଲ୍ଡ ଆୱାର୍ଡସ (ଜୀ ଟିଭି)-7.0pm

#entertainment #tvguide

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon