- ବେତାର ବ୍ୟୁରୋ
ମନୋରଞ୍ଜନ ବେତାର : ସଂଜୁ, ଫୁଟବଲ ମ୍ୟାଚ ଆହୁରି ଅନେକ

ବହୁତ ମନୋରଞ୍ଜନପୂର୍ଣ୍ଣ କାର୍ଯ୍ୟକ୍ରମ ଭରି ରହିଛି ଆପଣଙ୍କ ଟିଭି ପରଦା ଓ ସିନେମା ଥିଏଟର ପରଦାରେ। ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ ଫିଲ୍ମ “ସଞ୍ଜୁ” ରିଲିଜ ହୋଇସାରିଛି। ଆପଣଙ୍କ ଟିଭିରେ ରହିଛି ଶାହରୁଖ ଖାନଙ୍କ ସୁପରହିଟ ଫିଲ୍ମ “ଚେନ୍ନାଇ ଏକ୍ସପ୍ରେସ” ଓ ତାମିଲ ସୁପରଷ୍ଟାର ବିଜୟଙ୍କ ଫିଲ୍ମ “ଥେରି”। ଏହା ଛଡା ସନ୍ଧ୍ୟାରେ ସୋନି ଲାଇଭରେ ପ୍ରସାରିତ ହେବ ଫିଫା ୱାର୍ଲ୍ଡକପର ଦୁଇଟି ଫୁଟବଲ ମ୍ୟାଚ। ଏହା ବ୍ୟତୀତ ଆହୁରି ଅନେକ କିଛି।
ଟିଭି ସିନେମା:
ଚେନ୍ନାଇ ଏକ୍ସପ୍ରେସ- ଜୀ ସିନେମା-1.58pm
ଜୁଡୱା2- ଷ୍ଟାରଗୋଲ୍ଡ ଏଚଡି -12.57pm
ୱେଲକମ ବ୍ୟାକ-ଜୀ ସିନେମା-4.54pm
ଭୁଲ ବୁଲେୟା-ୟୁଟିଭି ମୁଭିଜ- 4.51pm
ଆକ୍ସନ ଜ୍ୟାକ୍ସନ- ଷ୍ଟାରଗୋଲ୍ଡ-5.52pm
ଥେରି- ସୋନି ମ୍ୟାକ୍ସ-7.55pm
ସିକ୍ରେଟ ସୁପରଷ୍ଟାର-ଆଣ୍ଡ ପିକ୍ଚର-8.04pm
ଖେଳ (ଫିଫା ୱାର୍ଲ୍ଡକପ):
ଫ୍ରାନ୍ସ ବନାମ ଅର୍ଜେଣ୍ଟିନା- ସୋନି ଲାଇଭ -7.30pm
ଉରୁଗୁୟ ବନାମ ପର୍ତ୍ତୁଗାଲ-ସୋନି ଲାଇଭ-11.30pm
ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)
ଭୁବନେଶ୍ଵର
ସଞ୍ଜୁ (ହିନ୍ଦୀ)
ରେସ3-(ହିନ୍ଦୀ)
ସୁନ୍ଦରଗଡର ସଲମାନ ଖାନ –(ଓଡିଆ)
4ଇଡିଅଟସ-(ଓଡିଆ)
ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ)
ଇନକ୍ରେଡିବଲ2-(ଇଙ୍ଗ୍ଲିଶ)
ରାଉରକେଲା
ସଞ୍ଜୁ (ହିନ୍ଦୀ)
ସୁନ୍ଦରଗଡର ସଲମାନ ଖାନ –(ଓଡିଆ)
ବାଲେଶ୍ଵର
ସଞ୍ଜୁ (ହିନ୍ଦୀ)
ସୁନ୍ଦରଗଡର ସଲମାନ ଖାନ –(ଓଡିଆ)
ଓଲେ ଓଲେ ଦିଲ ବୋଲେ –(ଓଡିଆ)
ଟିଭି ସିରିଏଲ:
କୟାମତ କି ରାତ(ଷ୍ଟାରପ୍ଲସ)-7.00pm
ପାର୍ଟି ତୋ ବନତି ହେ(ଷ୍ଟାରପ୍ଲସ)-8.000pm
ମରିୟମ ଖାନ ଲାଇଭ ରିପୋଟିଙ୍ଗ(ଷ୍ଟାରପ୍ଲସ)-9.00pm
ମହାକାଳୀ(କଲର୍ସ)-7.30pm
ନାଗିନ 3 (କଲର୍ସ)-8.00pm
ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm
ଜଯବାତ (ଜୀଟିଭି)-7.00pm
ସୁପରହିଟ (ଜୀଟିଭି) -8.00pm
ଇଣ୍ଡିଆସ ବେଷ୍ଟ ଡ୍ରାମେବାଜ -9.00pm