• ବେତାର ବ୍ୟୁରୋ

ମନୋରଞ୍ଜନ ବେତାର : ସଂଜୁ, ଫୁଟବଲ ମ୍ୟାଚ ଆହୁରି ଅନେକ


ବହୁତ ମନୋରଞ୍ଜନପୂର୍ଣ୍ଣ କାର୍ଯ୍ୟକ୍ରମ ଭରି ରହିଛି ଆପଣଙ୍କ ଟିଭି ପରଦା ଓ ସିନେମା ଥିଏଟର ପରଦାରେ। ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ ଫିଲ୍ମ “ସଞ୍ଜୁ” ରିଲିଜ ହୋଇସାରିଛି। ଆପଣଙ୍କ ଟିଭିରେ ରହିଛି ଶାହରୁଖ ଖାନଙ୍କ ସୁପରହିଟ ଫିଲ୍ମ “ଚେନ୍ନାଇ ଏକ୍ସପ୍ରେସ” ଓ ତାମିଲ ସୁପରଷ୍ଟାର ବିଜୟଙ୍କ ଫିଲ୍ମ “ଥେରି”। ଏହା ଛଡା ସନ୍ଧ୍ୟାରେ ସୋନି ଲାଇଭରେ ପ୍ରସାରିତ ହେବ ଫିଫା ୱାର୍ଲ୍ଡକପର ଦୁଇଟି ଫୁଟବଲ ମ୍ୟାଚ। ଏହା ବ୍ୟତୀତ ଆହୁରି ଅନେକ କିଛି।  

ଟିଭି ସିନେମା:

ଚେନ୍ନାଇ ଏକ୍ସପ୍ରେସ- ଜୀ ସିନେମା-1.58pm

ଜୁଡୱା2- ଷ୍ଟାରଗୋଲ୍ଡ ଏଚଡି -12.57pm

ୱେଲକମ ବ୍ୟାକ-ଜୀ ସିନେମା-4.54pm

ଭୁଲ ବୁଲେୟା-ୟୁଟିଭି ମୁଭିଜ- 4.51pm

ଆକ୍ସନ ଜ୍ୟାକ୍ସନ- ଷ୍ଟାରଗୋଲ୍ଡ-5.52pm

ଥେରି- ସୋନି ମ୍ୟାକ୍ସ-7.55pm

ସିକ୍ରେଟ ସୁପରଷ୍ଟାର-ଆଣ୍ଡ ପିକ୍ଚର-8.04pm

ଖେଳ (ଫିଫା ୱାର୍ଲ୍ଡକପ):

ଫ୍ରାନ୍ସ ବନାମ ଅର୍ଜେଣ୍ଟିନା- ସୋନି ଲାଇଭ -7.30pm

ଉରୁଗୁୟ ବନାମ ପର୍ତ୍ତୁଗାଲ-ସୋନି ଲାଇଭ-11.30pm

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ସଞ୍ଜୁ (ହିନ୍ଦୀ)

ରେସ3-(ହିନ୍ଦୀ)

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

4ଇଡିଅଟସ-(ଓଡିଆ)

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ)

ଇନକ୍ରେଡିବଲ2-(ଇଙ୍ଗ୍ଲିଶ)

ରାଉରକେଲା

ସଞ୍ଜୁ (ହିନ୍ଦୀ)

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

 ବାଲେଶ୍ଵର

ସଞ୍ଜୁ (ହିନ୍ଦୀ)

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

ଓଲେ ଓଲେ ଦିଲ ବୋଲେ –(ଓଡିଆ)

ଟିଭି ସିରିଏଲ:

କୟାମତ କି ରାତ(ଷ୍ଟାରପ୍ଲସ)-7.00pm

ପାର୍ଟି ତୋ ବନତି ହେ(ଷ୍ଟାରପ୍ଲସ)-8.000pm

ମରିୟମ ଖାନ ଲାଇଭ ରିପୋଟିଙ୍ଗ(ଷ୍ଟାରପ୍ଲସ)-9.00pm

ମହାକାଳୀ(କଲର୍ସ)-7.30pm

ନାଗିନ 3 (କଲର୍ସ)-8.00pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

ଜଯବାତ (ଜୀଟିଭି)-7.00pm

ସୁପରହିଟ (ଜୀଟିଭି) -8.00pm

ଇଣ୍ଡିଆସ  ବେଷ୍ଟ ଡ୍ରାମେବାଜ -9.00pm

#enertainment #tvguide

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon