• ବେତାର ବ୍ୟୁରୋ

ରବିବାର ମନୋରଞ୍ଜନ: ଟିଭିରେ ବହୁବଳୀ, ସିଙ୍ଘମ


ୱିକେଣ୍ଡକୁ ଭରପୁର ଉପଭୋଗ କରନ୍ତୁ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ। ଟିଭିରେ ରହିଛି ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ “ସିଙ୍ଘମ” ଓ ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ “ବାହୁବଳୀ: ଦ ବିଗିନିଙ୍ଗ”। ଅପରାହ୍ନରେ ସୋନି ସିକ୍ସରେ ରହିଛି ଜିମ୍ବାୱେ, ଅଷ୍ଟ୍ରେଲିଆ ଓ ପାକିସ୍ଥାନ ଟ୍ରାଇ ସିରିଜର ପ୍ରଥମ ମ୍ୟାଚ ଓ ସନ୍ଧ୍ୟାରେ ସୋନି ଲାଇଭରେ ରହିଛି ଫିଫା ୱାର୍ଲ୍ଡକପର ଦୁଇଟି ମ୍ୟାଚ। ଏହା ବ୍ୟତୀତ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି “ସଞ୍ଜୁ” ଓ “ସୁନ୍ଦରଗଡର ସଲମାନ ଖାନ”ଓ ଆହୁରି ଅନେକ କିଛି।

ଟିଭି ସିନେମା:

ସିଙ୍ଘମ-ଷ୍ଟାରଗୋଲ୍ଡ-12.15pm

ଦବଙ୍ଗ୨ –ମୁଭିଜ ଓକେ-1.10pm

ବ୍ରୁସ ଲି: ଦ ଫାଇଟର-ଆଣ୍ଡ ପିକ୍ଚର -2.11pm

ସୂର୍ଯ୍ୟବଂଶମ –ସୋନିମ୍ୟାକ୍ସ -2.39pm

ଇଙ୍ଗ୍ଲିଶ ଭିଙ୍ଗ୍ଲିଶ-ଜୀ ସିନେମା- 3.23pm

ବାହୁବଳୀ: ଦ ବିଗିନିଙ୍ଗ-ସୋନିମ୍ୟାକ୍ସ-7.55pm

ନାୟକ: ଦ ରିୟଲ ହିରୋ-ମୁଭିଜ ଓକେ-7.55pm

ବାଘି –ଆଣ୍ଡ ପିକ୍ଚର- 8.08pm

ଖେଳ:

କ୍ରିକେଟ- ଜିମ୍ବାୱେ ବନାମ ପାକିସ୍ଥାନ –ସୋନି ସିକ୍ସ ଏଚଡି -1.30pm

ଫୁଟବଲ- ସ୍ପେନ ବନାମ ଋଷିଆ- ସୋନି ଲାଇଭ-7.30pm

କ୍ରୋଆସିଆ ବନାମ ଡେନମାର୍କ –ସୋନି ଲାଇଭ-7.30pm

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ସଞ୍ଜୁ (ହିନ୍ଦୀ)

ରେସ3-(ହିନ୍ଦୀ)

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

4ଇଡିଅଟସ-(ଓଡିଆ)

ଜ୍ୟୁରାଶିକ ୱାର୍ଲ୍ଡ :ଫଲେନ କିଙ୍ଗଡମ-(ହିନ୍ଦୀ)

ଇନକ୍ରେଡିବଲ2-(ଇଙ୍ଗ୍ଲିଶ)

ରାଉରକେଲା

ସଞ୍ଜୁ (ହିନ୍ଦୀ)

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

ବାଲେଶ୍ଵର

ସଞ୍ଜୁ (ହିନ୍ଦୀ)

ସୁନ୍ଦରଗଡର ସଲମାନ ଖାନ –(ଓଡିଆ)

ଓଲେ ଓଲେ ଦିଲ ବୋଲେ –(ଓଡିଆ)

ଟିଭି ସିରିଏଲ:

କୟାମତ କି ରାତ(ଷ୍ଟାରପ୍ଲସ)-7.00pm

କୁଲ୍ଫି କା ସୁରିଲା ସଫର(ଷ୍ଟାରପ୍ଲସ)-8.00pm

ମହାକାଳୀ(କଲର୍ସ)-7.30pm

ନାଗିନ 3 (କଲର୍ସ)-8.00pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

ଜଯବାତ (ଜୀଟିଭି)-7.00pm

ସୁପରହିଟ (ଜୀଟିଭି) -8.00pm

ଇଣ୍ଡିଆସ ବେଷ୍ଟ ଡ୍ରାମେବାଜ -9.00pm

#enertainment #tvguide

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon