• ବେତାର ବ୍ୟୁରୋ

ଶନିବାର ମନୋରଞ୍ଜନ: ରଥଯାତ୍ରା ଲାଇଭ, ଇଣ୍ଡିଆନ ଆଇଡଲ


ପବିତ୍ର ରଥଯାତ୍ରା ଅବସରରେ ଆପଣଙ୍କ ଟିଭିରେ ଆଜି ଦିନସାରା ଓଡିଆ ଚ୍ୟାନେଲରେ ରହିଛି ରଥଯାତ୍ରା ଲାଇଭ। ଏହାବ୍ୟତୀତ ଆଜି ଅପରାହ୍ନରେ ରହିଛି ଶାହରୁଖ ଖାନ ଓ କାଜୋଲଙ୍କ ଅଭିନୀତ ସୁପରହିଟ ବଲିଉଡ ଫିଲ୍ମ “ଦିଲୱାଲେ ଦୁଲହନିୟା ଲେଜାଏଙ୍ଗେ” ଓ ବଲିଉଡର ରୋମାଣ୍ଟିକ ଡ୍ରାମା ଫିଲ୍ମ “ସନମ ତେରି କସମ”। ଏହା ବ୍ୟତୀତ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ରିଲିଜ ହୋଇସାରିଛି ହିନ୍ଦୀ ଫିଲ୍ମ  “ସୁରମା” ଓ ଓଡିଆ ଫିଲ୍ମ “ଟୋକାଟା ଫସିଗଲା”।ଏହା ସହିତ ଆହୁରି ଅନେକ କିଛି ।

ଟିଭି ସିନେମା

ହାଉସଫୁଲ 2-ମୁଭିଜ ଓକେ-1.17pm

ସନମ ତେରି କସମ-ଆଣ୍ଡ ପିକଚର୍ସ-1.42pm

ଦିଲୱାଲେ ଦୁଲହନିୟା ଲେଜାଏଙ୍ଗେ-ସୋନିମ୍ୟାକ୍ସ2-2.43pm

ସିଙ୍ଘମ-ଷ୍ଟାରଗୋଲ୍ଡ-2.42pm

ଟ୍ରାନ୍ସଫର୍ମରସ: ଡାର୍କ ଅଫ ଦ ମୁନ-ୟୁଟିଭି ଆକ୍ସନ-5.55pm

ଆଣ୍ଟ ମ୍ୟାନ- ଆଣ୍ଡ ଫ୍ଲିକ୍ସ-6.46pm

ସରାଇନୋଡୁ-ସୋନିମ୍ୟାକ୍ସ-7.55pm

ଗୋଲମାଲ ଏଗେନ-ଷ୍ଟାରଗୋଲ୍ଡ-9.00pm

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ସଞ୍ଜୁ (ହିନ୍ଦୀ)

ଆଣ୍ଟମ୍ୟାନ ଦ ୱାଷ୍ପ (ହିନ୍ଦୀ,ଇଙ୍ଗ୍ଲିଶ)

ସୁର୍ମା (ହିନ୍ଦୀ)

ଟୋକାଟା ଫସିଗଲା (ଓଡିଆ)

ପାନ୍ଥମ (ତେଲୁଗୁ)

ବାଲେଶ୍ଵର

ସଞ୍ଜୁ (ହିନ୍ଦୀ)

ଆଣ୍ଟମ୍ୟାନ ଦ ୱାଷ୍ପ (ହିନ୍ଦୀ,ଇଙ୍ଗ୍ଲିଶ)

ସୁର୍ମା (ହିନ୍ଦୀ)

ଟୋକାଟା ଫସିଗଲା (ଓଡିଆ)

ରାଉରକେଲା

ସଞ୍ଜୁ (ହିନ୍ଦୀ)

ଆଣ୍ଟମ୍ୟାନ ଦ ୱାଷ୍ପ (ହିନ୍ଦୀ,ଇଙ୍ଗ୍ଲିଶ)

ସୁର୍ମା (ହିନ୍ଦୀ)

ଟିଭି ସିରିଏଲ

ଇଣ୍ଡିଆନ ଆଇଡଲ (ସୋନି)-8.00pm

କୟାମତ କି ରାତ(ଷ୍ଟାରପ୍ଲସ)-7.00pm

ଦିଲ ହେ ହିନ୍ଦୁସ୍ତାନୀ (ଷ୍ଟାରପ୍ଲସ)-8.00pm

ମହାକାଳୀ(କଲର୍ସ)-7.00pm

ନାଗିନ 3 (କଲର୍ସ)-8.00pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

କୁଣ୍ଡଳୀ ଭାଗ୍ୟ (ଜୀଟିଭି)-7.00pm

ଜଯବାତ(ଜୀଟିଭି)-8.00pm

ଇଣ୍ଡିଆସ ବେଷ୍ଟ ଡ୍ରାମେବାଜ -9.00pm

#entertainment #telivisionguide

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon