• ବେତାର ବ୍ୟୁରୋ

ଆଜି ଟିଭିରେ ରଜନୀକାନ୍ତଙ୍କ ଶିବାଜୀ, ରାଜଧାନୀରେ 'ଯୁବାୟନ'


ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ଆଜି ଅପରାହ୍ନରେ ଆପଣଙ୍କ ଟେଲିଭିଜନରେ ରହିଛି ତେଲୁଗୁ ଷ୍ଟାର ବିକ୍ରମ ଓ ଆମି ଜାକ୍ସନଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ “ଆଇ” ଓ ହିନ୍ଦୀ କାମେଡି ଫିଲ୍ମ “ୱେଲକମ”। ଏହା ସହିତ ସନ୍ଧ୍ୟାରେ ରହିଛି ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ “ଶିବାଜୀ-ଦ ବସ”। ଏହାବ୍ୟତୀତ ନିକଟସ୍ଥ ପ୍ରେକ୍ଷାଳୟରେ ରିଲିଜ ହୋଇସାରିଛି ବଲିଉଡ ଫିଲ୍ମ “ଧଡକ” ଓ ଓଡିଆ ଫିଲ୍ମ “ଟୋକାଟା ଫସିଗଲା”। ରାଜଧାନୀ ଭୁବନେଶ୍ୱରରେ କବିତା, ସଂଗୀତ ଓ ସର୍ଟ ଫିଲ୍ମ ପ୍ରଦର୍ଶନ ହେଉଅଛି "ଯୁବାୟନ" ନାମକ ଏଭେଣ୍ଟ ଓ ଏହାସହିତ ଆହୁରି ଅନେକ କିଛି।

ଟିଭି ସିନେମା

ବଜରଙ୍ଗୀ ଭାଇଜାନ- ଷ୍ଟାରଗୋଲ୍ଡ ଏଚଡି-1.07pm

ଆକ୍ସନ ଜାକ୍ସନ –ଷ୍ଟାରଗୋଲ୍ଡ-3.11pm

ଆଇ –ଜୀ ସିନେମା -4.33pm

ୱେଲକମ –ଜୀ ସିନେମା ଏଚଡି -4.54pm

ଶିବାଜୀ:ଦ ବସ –ଜେମିନୀ ମୁଭିଜ-6.00pm

କାଞ୍ଚନା-2 –ସୋନିମ୍ୟାକ୍ସ -7.55pm

ରାଜମହଲ –ୟୁଟିଭି ଆକ୍ସନ -6.42pm

ମଖି –ମୁଭିଜ ଓକେ-10.20pm

ଇଭେଣ୍ଟ

ଯୁବାୟନ - ଫୋଟୋଗ୍ରାଫି କୌଶଳ , ସିନେମା ଉପରେ ଆଲୋଚନା, ଗପରୁ ପ୍ରସ୍ତୁତ ନାଟକ ଏବଂ ଆହୁରି ଅନେକ

ସ୍ଥାନ : ଭଞ୍ଜକଳା ମଣ୍ଡପ,

ଭୁବନେଶ୍ୱର (ସାରା ଦିନ)

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ଧଡକ (ହିନ୍ଦୀ)

ସଞ୍ଜୁ (ହିନ୍ଦୀ)

ସୁରମା (ହିନ୍ଦୀ)

ଆଣ୍ଟମ୍ୟାନ ଆଣ୍ଡ ଦ ୱାସ୍ପ (ହିନ୍ଦୀ,ଇଙ୍ଗ୍ଲିଶ)

ସ୍କାଇ ସ୍କ୍ରାପର (ହିନ୍ଦୀ,ଇଙ୍ଗ୍ଲିଶ)

ଟୋକାଟା ଫସିଗଲା (ଓଡିଆ)

ହୋଟେଲ ଟ୍ରାଞ୍ଜିଲଭାନିଆ (ଇଙ୍ଗ୍ଲିଶ)

ବାଲେଶ୍ଵର

ଧଡକ (ହିନ୍ଦୀ)

ଟୋକାଟା ଫସିଗଲା (ଓଡିଆ)

ସ୍କାଇ ସ୍କ୍ରାପର (ହିନ୍ଦୀ,ଇଙ୍ଗ୍ଲିଶ)

ରାଉରକେଲା

ଧଡକ (ହିନ୍ଦୀ)

ସ୍କାଇ ସ୍କ୍ରାପର (ହିନ୍ଦୀ,ଇଙ୍ଗ୍ଲିଶ)

ସଞ୍ଜୁ (ହିନ୍ଦୀ)

ହୋଟେଲ ଟ୍ରାଞ୍ଜିଲଭାନିଆ (ଇଙ୍ଗ୍ଲିଶ)

ବ୍ରହ୍ମପୁର

ଧଡକ (ହିନ୍ଦୀ)

ଟୋକାଟା ଫସିଗଲା (ଓଡିଆ)

ଚିନ୍ନା ବାବୁ (ତେଲୁଗୁ)

ଆଣ୍ଟମ୍ୟାନ ଆଣ୍ଡ ଦ ୱାସ୍ପ (ହିନ୍ଦୀ,ଇଙ୍ଗ୍ଲିଶ)

ଆରଏକ୍ସ ହଣ୍ଡ୍ରେଡ (ତେଲୁଗୁ)

ଟିଭି ସିରିଏଲ

ଇଣ୍ଡିଆନ ଆଇଡଲ (ସୋନି)-8.00pm

କୟାମତ କି ରାତ(ଷ୍ଟାରପ୍ଲସ)-7.00pm

ଦିଲ ହେ ହିନ୍ଦୁସ୍ତାନୀ (ଷ୍ଟାରପ୍ଲସ)-8.00pm

ମହାକାଳୀ(କଲର୍ସ)-7.00pm

ନାଗିନ 3 (କଲର୍ସ)-8.00pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

କୁଣ୍ଡଳୀ ଭାଗ୍ୟ (ଜୀଟିଭି)-7.00pm

ଜଯବାତ(ଜୀଟିଭି)-8.00pm

ଇଣ୍ଡିଆସ ବେଷ୍ଟ ଡ୍ରାମେବାଜ -9.00pm

#entertainment #bollywood #tvguide

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon