• ବେତାର ବ୍ୟୁରୋ

ଶନିବାର ମନୋରଞ୍ଜନ : ଆଜି ଟିଭିରେ 'ବାହୁବଳୀ ୧', ଇଣ୍ଡିଆନ ଆଇଡଲ


ଶନିବାର ମନୋରଞ୍ଜନରେ ଆଜି ଆପଣଙ୍କ ଟିଭିରେ ରହିଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ବଲିଉଡ ଫିଲ୍ମ “ବାହୁବଳୀ: ଦ ବିଗିନିଙ୍ଗ” ଓ ଡ୍ୟାନ୍ସ ଡ୍ରାମା ଫିଲ୍ମ “ଏବିସିଡି: ଏନି ବଡି କ୍ୟାନ ଡ୍ୟାନ୍ସ”। ଏହା ସହିତ ଆପଣଙ୍କ ନିକଟସ୍ଥ ସିନେମା ହଲରେ ଚାଲୁଅଛି “ନୱାବଜାଦେ”, "ସାହେବ ବିବି ଔର ଗାଙ୍ଗଷ୍ଟାର ୩", "ମିଶନ ଇମ୍ପସିବଲ ୬" ଏବଂ “ଧଡକ”। ଏହାସହିତ ସନ୍ଧ୍ୟାରେ ଟେଲିଭିଜନରେ ରହିଛି “ଇଣ୍ଡିଆନ ଆଇଡଲ” ଓ ଧାରାବାହିକ “ନାଗିନ3”। ଏହାବ୍ୟତୀତ ଆହୁରି ଅନେକ କିଛି।

ଟିଭି ସିନେମା

ଟାଇଟାନିକ –ଷ୍ଟାରମୁଭିଜ-12.50pm

ହିଚକି –ସୋନିମ୍ୟାକ୍ସ-2.50pm

ଶିବା: ଦ ସୁପରହିରୋ –ଆଣ୍ଡ ପିକଚର୍ସ-4.56pm

ଏବିସିଡି: ଏନି ବଡି କ୍ୟାନ ଡ୍ୟାନ୍ସ –ୟୁ ଟିଭି ମୁଭିଜ-5.02pm

ଜୟ ହୋ –ଷ୍ଟାରଗୋଲ୍ଡ-6.22pm

ଦେ ଦନା ଦନ- ଜୀ ଟକିଜ-7.00pm

ବାହୁବଳୀ: ଦ ବିଗିନିଙ୍ଗ –ସୋନିମ୍ୟାକ୍ସ-7.55pm

କ୍ୟାପଟେନ ଆମେରିକା: ସିଭିଲ ୱାର –ମୁଭିଜ ନାଓ ଏଚଡି-9.00pm

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ଧଡକ (ହିନ୍ଦୀ)

ସଞ୍ଜୁ (ହିନ୍ଦୀ)

ସୁରମା (ହିନ୍ଦୀ)

ନୱାବଜାଦେ (ହିନ୍ଦୀ)

ସାହେବ, ବିବି ଔର ଗ୍ୟାଙ୍ଗଷ୍ଟାର3 (ହିନ୍ଦୀ)

ଟୋକାଟା ଫସିଗଲା (ଓଡିଆ)

ଆଣ୍ଟମ୍ୟାନ ଆଣ୍ଡ ଦ ୱାସ୍ପ (ଇଙ୍ଗ୍ଲିଶ)

ମିଶନ: ଇମ୍ପସିବଲ- ଫଲଆଉଟ (ହିନ୍ଦୀ,ଇଙ୍ଗ୍ଲିଶ)

ଶାଙ୍ଖ୍ୟମ (ତେଲୁଗୁ)

ବ୍ରହ୍ମପୁର

ଧଡକ (ହିନ୍ଦୀ)

ସାହେବ, ବିବି ଔର ଗ୍ୟାଙ୍ଗଷ୍ଟାର3 (ହିନ୍ଦୀ)

ଟୋକାଟା ଫସିଗଲା (ଓଡିଆ)

ମିଶନ: ଇମ୍ପସିବୁଲ- ଫଲଆଉଟ (ହିନ୍ଦୀ,ଇଙ୍ଗ୍ଲିଶ)

ଶାଙ୍ଖ୍ୟମ (ତେଲୁଗୁ)

ଲଭର (ତେଲୁଗୁ)

ରାଉରକେଲା

ଧଡକ (ହିନ୍ଦୀ)

ସାହେବ, ବିବି ଔର ଗ୍ୟାଙ୍ଗଷ୍ଟାର3 (ହିନ୍ଦୀ)

ନୱାବଜାଦେ (hindi)

ମିଶନ: ଇମ୍ପସିବୁଲ- ଫଲଆଉଟ (ହିନ୍ଦୀ,ଇଙ୍ଗ୍ଲିଶ)

ବାଲେଶ୍ଵର

ଧଡକ (ହିନ୍ଦୀ)

ସାହେବ, ବିବି ଔର ଗ୍ୟାଙ୍ଗଷ୍ଟାର3 (ହିନ୍ଦୀ)

ନୱାବଜାଦେ (hindi)

ମିଶନ: ଇମ୍ପସିବୁଲ- ଫଲଆଉଟ (ହିନ୍ଦୀ,ଇଙ୍ଗ୍ଲିଶ)

ଟୋକାଟା ଫସିଗଲା (ଓଡିଆ)

ଟିଭି ସିରିଏଲ

ଇଣ୍ଡିଆନ ଆଇଡଲ (ସୋନି)-8.00pm

କୟାମତ କି ରାତ(ଷ୍ଟାରପ୍ଲସ)-7.00pm

ଦିଲ ହେ ହିନ୍ଦୁସ୍ତାନୀ (ଷ୍ଟାରପ୍ଲସ)-8.00pm

ମହାକାଳୀ(କଲର୍ସ)-7.00pm

ନାଗିନ 3 (କଲର୍ସ)-8.00pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

କୁମକୁମ ଭାଗ୍ୟ (ଜୀଟିଭି)-7.00pm

ଜଯବାତ(ଜୀଟିଭି)-8.00pm

ଇଣ୍ଡିଆସ ବେଷ୍ଟ ଡ୍ରାମେବାଜ -9.00pm

#entertainment #tvguide

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon