• ବେତାର ବ୍ୟୁରୋ

ମନୋରଞ୍ଜନ ଗାଇଡ:ଟିଭିରେ ଖିଲାଡି786, ଡାନ୍ସ ଦିୱାନେ


ଆଜି ମନୋରଞ୍ଜନ କାର୍ଯ୍ୟକ୍ରମ ଭିତରେ ଆପଣଙ୍କ ଟିଭିରେ ଅପରାହ୍ନରେ ରହିଛି ବରୁଣ ଧାୱନଙ୍କ ଅଭିନୀତ ‘ଜୁଡୱା2’ ଓ ଶାହରୁଖ-କାଜୋଲଙ୍କ ଅଭିନୀତ ‘ଦିଲୱାଲେ’। ସନ୍ଧ୍ୟାରେ ରହିଛି ‘ଦ ଜଙ୍ଗଲ ବୁକ’ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ‘ଖିଲାଡୀ 786’। ଏହା ସହିତ ରାତିରେ ରହିଛି ‘ହେଟଷ୍ଟୋରୀ2’। ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି ତିନୋଟି ବଲିଉଡ ଫିଲ୍ମ ‘ମୁଲ୍କ’ ,’କାରୱା’ ଏବଂ ‘ଫନ୍ନେ ଖାନ’। ଏହାସହିତ ଆହୁରି ଅନେକ କିଛି।

ଟିଭି ସିନେମା

ଜୁଡୱା 2 –ଷ୍ଟାରଗୋଲ୍ଡ ଏଚଡି-1.33pm

ବୀର୍ –ଜୀ ସିନେମା ଏଚଡି-2.07pm

ଦିଲୱାଲେ –ସୋନିମ୍ୟାକ୍ସ-2.00pm

ଦ ଜଙ୍ଗଲ ବୁକ –ରୋମେଡି ନାଓ-5.30pm

ଡେଞ୍ଜରିୟସ ଖିଲାଡୀ –ଷ୍ଟାରଗୋଲ୍ଡ-6.10pm

ଥେରି –ସୋନିମ୍ୟାକ୍ସ-7.54pm

ଖିଲାଡୀ 786 –ୟୁଟିଭି ମୁଭିଜ-7.56pm

ରେଡ –ଷ୍ଟାରଗୋଲ୍ଡ-9.00pm

ହେଟ ଷ୍ଟୋରୀ2 –ୟୁଟିଭି ମୁଭିଜ-10.49pm

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ମୁଲ୍କ (ହିନ୍ଦୀ)

କାରୱା (ହିନ୍ଦୀ)

ଫନ୍ନେ ଖାନ (ହିନ୍ଦୀ)

ସଞ୍ଜୁ (ହିନ୍ଦୀ)

ଧଡକ (ହିନ୍ଦୀ)

ଟୋକାଟା ଫସିଗଲା (ଓଡିଆ)

ମିସନ : ଇମ୍ପସିବୁଲ ଫଲଆଉଟ (ହିନ୍ଦୀ, ଇଙ୍ଗ୍ଲିଶ)

ମାମ୍ମା ମିଆ! ହିୟର ୱି ଗୋ ଏଗେନ (ଇଙ୍ଗ୍ଲିଶ)

ବ୍ରହ୍ମପୁର

ମୁଲ୍କ (ହିନ୍ଦୀ)

କାରୱା (ହିନ୍ଦୀ)

ଫନ୍ନେ ଖାନ (ହିନ୍ଦୀ)

ଟୋକାଟା ଫସିଗଲା (ଓଡିଆ)

ସ୍କାଏ ସ୍କ୍ରାପର (ହିନ୍ଦୀ)

ଗୂଦାଚାରି (ତେଲୁଗୁ)

ବାଲେଶ୍ଵର

ମୁଲ୍କ (ହିନ୍ଦୀ)

କାରୱା (ହିନ୍ଦୀ)

ଫନ୍ନେ ଖାନ (ହିନ୍ଦୀ)

ଟୋକାଟା ଫସିଗଲା (ଓଡିଆ)

ଏସକ୍ୟୁଜ ମି (ଓଡିଆ)

ମିସନ : ଇମ୍ପସିବୁଲ ଫଲଆଉଟ (ହିନ୍ଦୀ, ଇଙ୍ଗ୍ଲିଶ)

ରାଉରକେଲା

ମୁଲ୍କ (ହିନ୍ଦୀ)

କାରୱା (ହିନ୍ଦୀ)

ଫନ୍ନେ ଖାନ (ହିନ୍ଦୀ)

ମିସନ : ଇମ୍ପସିବୁଲ ଫଲଆଉଟ (ହିନ୍ଦୀ, ଇଙ୍ଗ୍ଲିଶ)

ଟିଭି ସିରିଏଲ

ଇଣ୍ଡିଆନ ଆଇଡଲ (ସୋନି)-8.00pm

ଦଶ କା ଦମ (ସୋନି)-9.30pm

କୟାମତ କି ରାତ(ଷ୍ଟାରପ୍ଲସ)-7.00pm

ଦିଲ ହେ ହିନ୍ଦୁସ୍ତାନୀ (ଷ୍ଟାରପ୍ଲସ)-8.00pm

ମହାକାଳୀ(କଲର୍ସ)-7.00pm

ନାଗିନ 3 (କଲର୍ସ)-8.00pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

କୁଣ୍ଡଳୀ ଭାଗ୍ୟ (ଜୀଟିଭି)-7.00pm

ଜଯବାତ(ଜୀଟିଭି)-8.00pm

ଇଣ୍ଡିଆସ ବେଷ୍ଟ ଡ୍ରାମେବାଜ -9.00pm

#entertainment #tvguide

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon