- ବେତାର ବ୍ୟୁରୋ
ଶନିବାର ମନୋରଞ୍ଜନ : ଆଜି ଟିଭିରେ 'ମେ ତେରା ହିରୋ', 'ଇଣ୍ଡିଆନ ଆଇଡଲ'

ଶନିବାର ମନୋରଞ୍ଜନରେ ଆଜି ଅପରାହ୍ନରେ ଆପଣଙ୍କ ଟିଭିରେ ରହିଛି ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ ‘ହିରୋପନ୍ତି’ ଓ ବରୁଣ ଧାୱନଙ୍କ ସୁପରହିଟ ଫିଲ୍ମ ‘ମେ ତେରା ହିରୋ’। ସନ୍ଧ୍ୟାରେ ରହିଛି ରାମଚରଣ ଓ ରକୁଲପ୍ରୀତଙ୍କ ଅଭିନୀତ ଫିଲ୍ମ ‘ବ୍ରୁସ ଲି : ଦ ଫାଇଟର’। ଏହାସହିତ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି “ବିଶ୍ଵରୂପ2” ଓ “ମୁଲ୍କ”। ସନ୍ଧ୍ୟାରେ ଟେଲିଭିଜନରେ ରହିଛି ସିଙ୍ଗିଙ୍ଗ ରିଆଲିଟି ଶୋ ‘ଇଣ୍ଡିଆନ ଆଇଡଲ’ ଓ ଧାରାବାହିକ ‘ନାଗିନ3’। ଏହାବ୍ୟତୀତ ଆହୁରି ଅନେକ କିଛି।
ଟିଭି ସିନେମା
ହିରୋପନ୍ତି –ସୋନିମ୍ୟାକ୍ସ-1.48pm
ସିଂ ଇଜ କିଙ୍ଗ –ୟୁଟିଭି ଆକ୍ସନ -1.33pm
ମେ ତେରା ହିରୋ –ଜି ସିନେମା-3.07pm
ସନ ଅଫ ସର୍ଦ୍ଦାର –ଷ୍ଟାରଗୋଲ୍ଡ-3.28pm
ନୋ ଏଣ୍ଟ୍ରୀ –ଜି ସିନେମା-3.27pm
ଲିଙ୍ଗା –ଆଣ୍ଡ ପିକଚର୍ସ-4.59pm
ବେଟିଙ୍ଗ ରାଜା –ଷ୍ଟାରଗୋଲ୍ଡ-6.26pm
ଫାଷ୍ଟ ଆଣ୍ଡ ଫ୍ୟୁରିୟସ –ସୋନିମ୍ୟାକ୍ସ-7.55pm
ବ୍ରୁସ ଲି : ଦ ଫାଇଟର –ଆଣ୍ଡ ପିକଚର୍ସ-7.57pm
ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)
ଭୁବନେଶ୍ଵର
ବିଶ୍ଵରୂପ 2 (ହିନ୍ଦୀ)
ମୁଲ୍କ (ହିନ୍ଦୀ)
କାରୱା (ହିନ୍ଦୀ)
ଟୋକାଟା ଫସିଗଲା (ଓଡିଆ)
ସୁନ୍ଦରଗଡର ସଲମାନଖାନ (ଓଡିଆ)
ଓଲେ ଓଲେ ଦିଲ ବୋଲେ (ଓଡିଆ)
ଲାଷ୍ଥମ ପାଷ୍ଥମ (ହିନ୍ଦୀ)
ଦ ମେଗ୍ (ହିନ୍ଦୀ, ଇଙ୍ଗ୍ଲିଶ)
ମିଶନ : ଇମ୍ପସିବୁଲ ଫଲଆଉଟ (ହିନ୍ଦୀ ,ଇଙ୍ଗ୍ଲିଶ)
ଶ୍ରୀନିବାସ କଲ୍ୟାଣମ (ତେଲୁଗୁ)
ରାଉରକେଲା
ବିଶ୍ଵରୂପ 2 (ହିନ୍ଦୀ)
ମୁଲ୍କ (ହିନ୍ଦୀ)
ଶ୍ରୀନିବାସ କଲ୍ୟାଣମ (ତେଲୁଗୁ)
ଦ ମେଗ୍ (ହିନ୍ଦୀ, ଇଙ୍ଗ୍ଲିଶ)
ବ୍ରହ୍ମପୁର
ମୁଲ୍କ (ହିନ୍ଦୀ)
ଦ ମେଗ୍ (ହିନ୍ଦୀ, ଇଙ୍ଗ୍ଲିଶ)
ଟୋକାଟା ଫସିଗଲା (ଓଡିଆ)
ଷ୍କାଇ ସ୍କ୍ରାପର (ହିନ୍ଦୀ)
ପ୍ରେମୀ ନମ୍ବର ୱାନ (ଓଡିଆ)
ଶ୍ରୀନିବାସ କଲ୍ୟାଣମ (ତେଲୁଗୁ)
ବାଲେଶ୍ଵର
ବିଶ୍ଵରୂପ 2 (ହିନ୍ଦୀ)
ଦ ମେଗ୍ (ହିନ୍ଦୀ, ଇଙ୍ଗ୍ଲିଶ)
ଟୋକାଟା ଫସିଗଲା (ଓଡିଆ)
ଏସକ୍ୟୁଜ ମି (ଓଡିଆ)
ଟିଭି ସିରିଏଲ
କୟାମତ କି ରାତ (ଷ୍ଟାରପ୍ଲସ) -7.00pm
ଦିଲ ହେ ହିନ୍ଦୁସ୍ଥାନୀ (ଷ୍ଟାରପ୍ଲସ) -8.00pm
ନାଗିନ3(କଲର୍ସ) -8.00pm
ଡ୍ୟାନ୍ସ ଦିୱାନେ(କଲର୍ସ) -9.00pm
କୁଣ୍ଡଳୀ ଭାଗ୍ୟ(ଜୀ ଟିଭି) -7.00pm
ଇଣ୍ଡିଆସ ବେଷ୍ଟ ଡ୍ରାମେବାଜ (ଜୀ ଟିଭି) -7.30pm
ଇଣ୍ଡିଆନ ଆଇଡଲ (ସୋନି)-8.00pm
ଦଶ କା ଦମ (ସୋନି) -9.40pm