• ବେତାର ବ୍ୟୁରୋ

ଶନିବାର ମନୋରଞ୍ଜନ :ଆଜି ଟିଭିରେ 'ହାଫ ଗର୍ଲଫ୍ରେଣ୍ଡ', 'ଦଶ କା ଦମ'


ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ଆଜି ଆପଣଙ୍କ ଟିଭିରେ ଅପରାହ୍ନରେ ରହିଛି ଅର୍ଜୁନ କପୁର-ଆଲିୟା ଭଟ୍ଟଙ୍କ ଅଭିନୀତ “ହାଫ ଗାର୍ଲଫ୍ରେଣ୍ଡ” ଓ ଶାହରୁଖ- କାଜୋଲଙ୍କ ଅଭିନୀତ “ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ”। ଏହାସହିତ ସହିତ ରାତିରେ ରହିଛି “ଜବ ହାରି ମେଟ ସେଜଲ”। ଏହାସହିତ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି ଓଡିଆ ଚଳଚ୍ଚିତ୍ର “ଲୋକାଲ ଟୋକା ଲଭ ଚୋଖା” ଏବଂ ବଲିଉଡ ଫିଲ୍ମ “ଗୋଲ୍ଡ” ଓ ସତ୍ୟମେବ ଜୟତେ”। ଏହାବ୍ୟତୀତ ଧାରାବାହିକ “ନାଗିନ 3” ଓ ରିଆଲିଟି ଶୋ “ଇଣ୍ଡିଆନ ଆଇଡଲ” ଏବଂ ଆହୁରି ଅନେକ କିଛି।

ଟିଭି ସିନେମା

କାଶ୍ମୋରା 2- ସୋନିମ୍ୟାକ୍ସ -2.39pm

ହାଫ ଗାର୍ଲଫ୍ରେଣ୍ଡ –ଆଣ୍ଡ ପିକଚର୍ସ-2.54pm

ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ –ସୋନିମ୍ୟାକ୍ସ2-2.43pm

ଆକ୍ସନ ଜାକ୍ସନ –ଷ୍ଟାରଗୋଲ୍ଡ-5.52pm

ହାପି ଭାଗ ଜାୟେଗି- ଜୀ ସିନେମା ଏଚଡି -8.00pm

ଏକ ଭିଲେନ –ମୁଭିଜ ଓକେ-10.27pm

ଜବ ହାରି ମେଟ ସେଜଲ-ଆଣ୍ଡ ପିକଚର୍ସ -10.57pm

ଡେଞ୍ଜରସ ଖିଲାଡ଼ି5 –ସୋନିମ୍ୟାକ୍ସ-10.28pm

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ଗୋଲ୍ଡ (ହିନ୍ଦୀ)

ସତ୍ୟମେବ ଜୟତେ (ହିନ୍ଦୀ)

ଲୋକାଲ ଟୋକା ଲଭ ଚୋଖା (ଓଡିଆ)

ଦ ମେଗ୍ (ଇଙ୍ଗ୍ଲିଶ)

ରାଉରକେଲା

ଗୋଲ୍ଡ (ହିନ୍ଦୀ)

ସତ୍ୟମେବ ଜୟତେ (ହିନ୍ଦୀ)

ଲୋକାଲ ଟୋକା ଲଭ ଚୋଖା (ଓଡିଆ)

ବ୍ରହ୍ମପୁର

ଗୋଲ୍ଡ (ହିନ୍ଦୀ)

ସତ୍ୟମେବ ଜୟତେ (ହିନ୍ଦୀ)

ଲୋକାଲ ଟୋକା ଲଭ ଚୋଖା (ଓଡିଆ)

ଗୀଥା ଗୋବିନ୍ଦମ (ତେଲୁଗୁ)

ବାଲେଶ୍ଵର

ଗୋଲ୍ଡ (ହିନ୍ଦୀ)

ସତ୍ୟମେବ ଜୟତେ (ହିନ୍ଦୀ)

ଲୋକାଲ ଟୋକା ଲଭ ଚୋଖା (ଓଡିଆ)

ଟିଭି ସିରିଏଲ

କୟାମତ କି ରାତ (ଷ୍ଟାରପ୍ଲସ) -7.00pm

ଦିଲ ହେ ହିନ୍ଦୁସ୍ଥାନୀ (ଷ୍ଟାରପ୍ଲସ)-8.00pm

ଉଡ଼ାନ (କଲର୍ସ)-7.00pm

ନାଗିନ3 (କଲର୍ସ)-8.00pm

ଡ୍ୟାନ୍ସ ଦିୱାନେ (କଲର୍ସ) -9.00pm

କୁଣ୍ଡଳୀ ଭାଗ୍ୟ (ଜୀଟିଭି)-7.00pm

ପିୟା ଅଲବେଲା (ଜୀଟିଭି)-8.00pm

ଇଣ୍ଡିଆନ ଆଇଡଲ (ସୋନି)-8.00pm

ଦଶ କା ଦମ (ସୋନି)-9.40pm

#entertainment #tvguide

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon