- ବେତାର ବ୍ୟୁରୋ
ଶନିବାର ମନୋରଞ୍ଜନ : ସିନେମା ହଲରେ 'ଲୋକାଲ ଟୋକା ପ୍ରେମରେ ଚୋଖା'

ଶନିବାର ମନୋରଞ୍ଜନରେ ଆଜି ଅପରାହ୍ନରେ ଆପଣଙ୍କ ଟିଭିରେ ରହିଛି ହରର ଫିଲ୍ମ ‘ରାଜମହଲ’ ଓ ‘ସନ ଅଫ ସତ୍ୟମୁର୍ଥୀ’। ଏହାସହିତ ସନ୍ଧ୍ୟାରେ ରହିଛି ‘ସିକ୍ରେଟ ସୁପରଷ୍ଟାର’ ଓ ବିଳମ୍ବିତ ରାତ୍ରିରେ ରହିଛି ‘ଲିଙ୍ଗା’। ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଫିଲ୍ମ ‘ହାପି ଫିର ଭାଗ ଜାୟେ ଗି’ ଓ ଓଡିଆ ଫିଲ୍ମ ‘ଲୋକାଲ ଟୋକା ଲଭ ଚୋଖା’। ଏହାସହିତ ଆପଣଙ୍କ ଟିଭି ସିରିଏଲରେ ରହିଛି ଧାରାବାହିକ ‘ନାଗିନ3’ ଓ ସିଙ୍ଗିଙ୍ଗ ରିଆଲିଟି ଶୋ ‘ଇଣ୍ଡିଆନ ଆଇଡଲ’। ଏହାବ୍ୟତୀତ ଆହୁରି ଅନେକ କିଛି।
ଟିଭି ସିନେମା
ମୁନା ଭାଇ ଏମ.ବି.ବି.ଏସ –ସୋନିମ୍ୟାକ୍ସ -2.20pm
ସନ ଅଫ ସତ୍ୟମୁର୍ଥୀ - ଷ୍ଟାର ମା ମୁଭିଜ -3.00pm
ରାଜମହଲ –ୟୁଟିଭି ଆକ୍ସନ-3.34pm
ଜଞ୍ଜୀର –ଜୀ ସିନେମା ଏଚଡି -5.23pm
ଜ୍ୟୁରାଶିକ ପାର୍କ –ସୋନିପିକ୍ସ ଏଚଡି -6.26pm
ବେଟିଙ୍ଗ ରାଜା –ଷ୍ଟାରଗୋଲ୍ଡ ଏଚଡି -6.33pm
ଫିର ହେରା ଫେରି –ଜୀ ସିନେମା -7.55pm
ସିକ୍ରେଟ ସୁପରଷ୍ଟାର –ଆଣ୍ଡ ପିକଚର୍ସ -8.00pm
ଲିଙ୍ଗା –ଜୀ ସିନେମା -11.12pm
ରେସ2 -ୟୁଟିଭି ମୁଭିଜ-10.48pm
ସିନେମା ଥିଏଟର(bookmyshow ତଥ୍ୟ ଅନୁଯାୟୀ)
ଭୁବନେଶ୍ଵର
ଗୋଲ୍ଡ (ହିନ୍ଦୀ)
ସତ୍ୟମେବ ଜୟତେ (ହିନ୍ଦୀ)
ହାପି ଫିର ଭାଗ ଜାୟେଗି (ହିନ୍ଦୀ)
ଜିନିୟସ (ହିନ୍ଦୀ)
ଲୋକାଲ ଟୋକା ଲଭ ଚୋଖା (ଓଡିଆ)
ଗୀଥା ଗୋବିନ୍ଦମ (ତେଲୁଗୁ)
ଆଲ୍ଫା (ଇଙ୍ଗ୍ଲିଶ)
ବାଲେଶ୍ଵର
ଗୋଲ୍ଡ (ହିନ୍ଦୀ)
ସତ୍ୟମେବ ଜୟତେ (ହିନ୍ଦୀ)
ହାପି ଫିର ଭାଗ ଜାୟେଗି (ହିନ୍ଦୀ)
ଲୋକାଲ ଟୋକା ଲଭ ଚୋଖା (ଓଡିଆ)
ରାଉରକେଲା
ଗୋଲ୍ଡ (ହିନ୍ଦୀ)
ସତ୍ୟମେବ ଜୟତେ (ହିନ୍ଦୀ)
ହାପି ଫିର ଭାଗ ଜାୟେଗି (ହିନ୍ଦୀ)
ଜିନିୟସ (ହିନ୍ଦୀ)
ଲୋକାଲ ଟୋକା ଲଭ ଚୋଖା (ଓଡିଆ)
ବ୍ରହ୍ମପୁର
ଗୋଲ୍ଡ (ହିନ୍ଦୀ)
ସତ୍ୟମେବ ଜୟତେ (ହିନ୍ଦୀ)
ହାପି ଫିର ଭାଗ ଜାୟେଗି (ହିନ୍ଦୀ)
ଜିନିୟସ (ହିନ୍ଦୀ)
ଲୋକାଲ ଟୋକା ଲଭ ଚୋଖା (ଓଡିଆ)
ଗୀଥା ଗୋବିନ୍ଦମ (ତେଲୁଗୁ)
ଟିଭି ସିରିଏଲ
କୟାମତ କି ରାତ (ଷ୍ଟାରପ୍ଲସ)-7.00pm
ଦିଲ ହେ ହିନ୍ଦୁସ୍ତାନୀ (ଷ୍ଟାରପ୍ଲସ)-8.00pm
ଇଷ୍କ ମେ ମରଜାୱା (କଲର୍ସ)-7.00pm
ନାଗିନ3 (କଲର୍ସ)-8.00pm
ଡ୍ୟାନ୍ସ ଦିୱାନେ(କଲର୍ସ)-9.00pm
କୁଣ୍ଡଳୀ ଭାଗ୍ୟ (ଜୀ ଟିଭି)-7.00pm
ଇଷ୍କ ଶୁଭାନ ଆଲ୍ଲା (ଜୀ ଟିଭି)-8.00pm
ଇଣ୍ଡିଆସ ବେଷ୍ଟ ଡ୍ରାମେବାଜ (ଜୀ ଟିଭି)-9.00pm
ଇଣ୍ଡିଆନ ଆଇଡଲ (ସୋନି)-8.00pm
ଦଶ କା ଦମ (ସୋନି)-9.40pm