• ବେତାର ବ୍ୟୁରୋ

ବେତାର ରେଡିଓ : ସିବିଆଇ ତାତି ପରେ କଣ ରହିବ ବିଜେପି,ବିଜେଡି ରଣନୀତି


ପଶ୍ଚିମବଙ୍ଗରେ ସିବିଆଇ ତଦନ୍ତକୁ ନେଇ ଆରମ୍ଭ ହେଇଥିବା ନିର୍ବାଚନୀ ତାତିର ଉଷ୍ମତା ଓଡିଶାରେ ଦେଖିବାକୁ ମିଳିଛି । ଦେଖାଯିବା ସ୍ଵାଭାବିକ ମଧ୍ୟ । କାରଣ ପଶ୍ଚିମବଙ୍ଗ ଭଳି ଓଡିଶାରେ ମଧ୍ୟ ଅନେକ ଲୋକ ଚିଟଫଣ୍ଡରେ ଅର୍ଥ ବିନିଯୋଗ କରି ଟଙ୍କା ଫେରି ପାଇନାହାନ୍ତି । ତେବେ ଏସବୁ ଘଟଣା ପରେ ଓଡିଶାରେ ବିଜେପି ଏବଂ ବିଜେଡି କି ରଣନୀତି ଆପଣେଇନେବେ ସେ ବିଷୟରେ ନିର୍ବାସର ର ପ୍ରଥମ ଅଧ୍ୟାୟ ।

ଶୁଣିବା ସମୟ : 5 ମିନିଟ

(ଭଲଭାବେ ଶୁଭିବା ପାଇଁ ଇୟରଫୋନ ବ୍ୟବହାର କରନ୍ତୁ)

(ଭଲଭାବେ ଶୁଭିବା ପାଇଁ ଇୟରଫୋନ ବ୍ୟବହାର କରନ୍ତୁ)

#Modi #naveenpattanayak #Odisha

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon