• ବେତାର ବ୍ୟୁରୋ

ନିର୍ବାସର ୩: ବିଜେପି-ବିଜେଡି ଛକାଛକି; ଦୋ'ଛକିରେ ନେତା


ମାର୍ଚ୍ଚକୁ ଅପେକ୍ଷା

ନିର୍ବାଚନ ତାରିଖ ଘୋଷଣା ନ ହେଇଥିଲେ ବି ଓଡିଶାରେ ନିର୍ବାଚନ ପ୍ରସ୍ତୁତି ପାଣିପାଗ ଗରମ ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ନେତାଙ୍କ ତୁହାକୁ ତୁହା ଓଡିଶା ଗସ୍ତ ଅନ୍ତତଃ ଏଇଆ ସୂଚାଉଛି । ଉଭୟ ସରକାର ବିଭିନ୍ନ ସ୍କିମ ତଥା ଶୌଚଳୟଠାରୁ ଆରମ୍ଭ କରି ଉଦ୍ୟୋଗଗୃହ ପର୍ଯ୍ୟନ୍ତ ସମସ୍ତଙ୍କ ଶିଳାନ୍ୟାସ କରୁଛନ୍ତି । ସେହିପରି ତୃଣମୂଳ ସ୍ତରର ନେତାମାନେ ମଧ୍ୟ ଗାଁ ଗହଳିରେ ସଭାସମିତି, କ୍ଷେତ୍ର ପରିଦର୍ଶନ କାର୍ଯ୍ୟ ଆରମ୍ଭ କରି ଦେଲେଣି । ତେବେ ମୂଳ ପ୍ରଶ୍ନ ହେଉଛି କିଏ କେଉଁଠି ଠିଆ ହେବ । ଓଡିଶାରେ ଇତିମଧ୍ୟରେ ମେଣ୍ଟ ଘୋଷଣା କରିସାରିଛି କଂଗ୍ରେସ। ବିଜେପି ନିଜ ରଣନୀତି ଏପର୍ଯ୍ୟନ୍ତ ସ୍ଥିର କରି ନାହିଁ । ତେବେ ବିଜେଡି କଣ କରୁଛି । ବିଜେପି ପାଇଁ ଚାହିଁ ବସିଛି କି ବିଜେଡି ? ଆସନ୍ତୁ ଶୁଣିବା ।

ଶୁଣିବା ସମୟ : 7 ମିନିଟ

#Politics #Modi #naveenpattanayak

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon