• ବେତାର ବ୍ୟୁରୋ

ବେତାର ରେଡିଓ : ମୋଦୀଙ୍କ ଫୋକସରେ ଓଡିଶା ନାହିଁ ?


(ବେତାର ବ୍ୟୁରୋ) ନରେନ୍ଦ୍ର ମୋଦୀ ପୁରୀ ରୁ ଛିଡା ନ ହେବା ପଛରେ ଓଡିଶା ତାଙ୍କ ଫୋକସରେ ନାହିଁ ବୋଲି ଅନେକ ଜାଗାରେ ମତ ପ୍ରକାଶ ପାଉଛି । ତେବେ ଏକଥା କଣ ସତ ? ଆମ ବିଶ୍ଳେଷଣରେ କଥା ଅଲଗା ଲାଗୁଛି । କାରଣ ସଂବିତ ସିନା ପୁରୀରୁ ଛିଡା ହେଲେ, କିନ୍ତୁ ସେ ହେଉଛନ୍ତି ମୋଦୀଙ୍କ ପ୍ରତିନିଧି ମାତ୍ର ଓ ମୋଦୀଙ୍କ ନଜରରେ ଓଡିଶା ରହିଛି । ଏ ବିଷୟରେ ଅଧିକ ଜାଣିବା ପାଇଁ କ୍ଲିକ କରି ଶୁଣନ୍ତୁ ।

ସେପଟେ ବିଜେଡି ପୁରୁଣା ନେତାଙ୍କୁ ଟିକେଟ ଦେଇ ନିଜର ପୁରୁଣା ରଣ କୌଶଳ ଦୋହରେଇଛି । ଆସନ୍ତୁ ଶୁଣିବା ଆମ ସାପ୍ତାହିକ ନିର୍ବାଚନୀ ପଡକାଷ୍ଟରେ।

ଶୁଣିବା ସମୟ ୭ମିନିଟ ୨୫ ସେକେଣ୍ଡ

ପୁରୁଣା ଏପିସୋଡ ଶୁଣିବା ପାଇଁ ଏଇଠି କ୍ଲିକ କରନ୍ତୁ

ଅଧ୍ୟାୟ ୫ : ବିଜେଡିଠୁ ଦୂରଉଛି ଶାସନକଳ ?

ଅଧ୍ୟାୟ ୪ : ନିର୍ବାସର ୪ : ତଥାଗତଙ୍କ ଦୁଇଟି ବୋମା

ଅଧ୍ୟାୟ ୩ : ନିର୍ବାସର ୩: ବିଜେପି-ବିଜେଡି ଛକାଛକି; ଦୋ'ଛକିରେ ନେତା

ଅଧ୍ୟାୟ ୨: ନିର୍ବାସର ୨ : ଯୁବ ଭୋଟରଙ୍କ ଉପରେ ନଜର

ଅଧ୍ୟାୟ ୧ : ନିର୍ବାସର ୧ : ସିବିଆଇ ତାତି ପରେ କଣ ରହିବ ବିଜେପି,ବିଜେଡି ରଣନୀତି

#Elections2019 #modi #NavinPatnaik #NabinPatnaik

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon