• ବେତାର ବ୍ୟୁରୋ

ଜାଣନ୍ତୁ : ଏହି ନାମ ଅକ୍ଷରର ଝିଅ ନରମ ସ୍ଵଭାବର ହୋଇଥାନ୍ତି


(ବେତାର ବ୍ୟୁରୋ) ସମୟ ବଡ ବଳବାନ ବୋଲି କୁହାଯାଏ। ମନୁଷ୍ୟର ପ୍ରତ୍ୟେକ କ୍ରିୟାକଳାପ ପଛରେ ସମୟ ବା ନିୟତିରେ ନିର୍ଦ୍ଦେଶ ଥାଏ ବୋଲି କୁହାଯାଏ । ସେହିପରି ଶିଶୁର ନାମ ଦେବା ସମୟରେ ମଧ୍ୟ ଯେଉଁ ନାମ ପିତା ବା ମାତାଙ୍କ ମନକୁ ଆସିଥାଏ, ତାହା ମଧ୍ୟ ବିଧାନର ନିର୍ଦ୍ଦେଶ । ସେହି ହିସାବରେ ନାମର ଅକ୍ଷରରୁ ଜଣା ପଡିଥାଏ ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଖାସ୍ ନାମ ର ଲୋକ ମାନେ ଜନ୍ମରୁ ହିଁ ଆଶାୟୀ ଓ ଖାସ୍ ସ୍ଵଭାବ ର ହୋଇଥାନ୍ତି।

ସେମାନେ କେବେ ବି କାହାର ଖରାପ୍ ଚିନ୍ତା କରନ୍ତି ନାହିଁ।ଏବଂ ଭିତରୁ କେତେ ବି ଦୁଃଖୀ ହୁଅନ୍ତୁ ନା କାହିଁକି ବାହାରୁ ସବୁବେଳେ ଖୁସି ହିଁ ଦେଖନ୍ତୁ।

ଆସନ୍ତୁ ଜାଣିବା ଏମିତି ୬ ପ୍ରକାରର ମହିଳାଙ୍କ ବିଷୟରେ ଯେଉଁମାନେ କି ମନରୁ ବହୁତ ସଫା ହୋଇଥାନ୍ତି।

୧.A : ଏହି ନାମ ଧାରୀ ଝିଅ ମାନେ ମନରୁ ବହୁତ୍ ସଫା ହୋଇଥାନ୍ତି ଏବଂ ଇମୋସନାଲ ହୋଇଥାନ୍ତି।ନିଜର ଅଧିକ ଭାବୁକ ସ୍ଵଭାବ ରୁ ଏମାନେ ବହୁତ୍ ଥର ନିଜ ଲୋକଙ୍କ ଠୁ ଧୋକା ଖାଇ ଯାଆନ୍ତି।ଏମାନେ ବିଶ୍ୱାସ ର ପାତ୍ର ହୋଇଥାନ୍ତି ଏବଂ ପ୍ରତିଜ୍ଞା କରିଥିବା କଥାରୁ କେବେ ବି ଓହରି ଯାଆନ୍ତି ନାହିଁ।

୨.D : ଯେଉଁମାନଙ୍କ ନାମ D ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ସର୍ବଦା ରହିଥାଏ।ଏହି ଝିଅ ମାନେ ଯେଉଁ ଘରକୁ ବାହାହୋଇ ଯାଇଥାନ୍ତି ସେଥି କେବେ ଧନ ଓ ଖୁସି ର ଅଭାବ ରୁହେ ନାହିଁ।ଏମାନଙ୍କ ପାଇଁ କିଏ କେତେ ବି ଖରାପ୍ କରୁ ନ କାହିଁକି ଏମାନେ କେବେ ବି ସେମାନଙ୍କ ବିcଷୟରେ ଖରାପ୍ ଭାବନ୍ତି ନାହିଁ।

୩.L: ଯେଉଁମାନଙ୍କ ନାମ L ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସ୍ଵଭାବ ରେ କୋମଳ ଓ ଲାଜକୁଳୀ ହୋଇଥାନ୍ତି।ନିଜ ଜୀବନକୁ ନେଇ ଏମାନଙ୍କ ବିଚାର ସ୍ପଷ୍ଟ ହୋଇଥାଏ।ଏମାନେ ଶାନ୍ତିପ୍ରିୟ ହୋଇଥାନ୍ତି।ଏହି ଝିଅ ମାନଙ୍କ ଖାସ୍ କଥା ସେୟା ଯେ ଏମାନେ ଛୋଟ ଛୋଟ କଥାରେ ଖୁସି ହୋଇଯାଆନ୍ତି।

୪.S : ସଫା ମନ ର ମହିଳା ମାନଙ୍କ ଶ୍ରେଣୀ ରେ S ନାମ ଧାରୀ ମହିଳା ମାନେ ସାମିଲ ଅଛନ୍ତି।ଏମାନେ ସ୍ଵଭାବ ରୁ ପରିଶ୍ରମୀ ଓ ଖୁସି ରହିବା ଝିଅ ହୋଇଥାନ୍ତି।ଏହି ଝିଅ ମାନେ ନିଜ ମନ କଥା କାହା ସହ ସହଜରେ ସେୟାର କରନ୍ତି ନାହି।ଯଦି ଏମାନେ ନିଜ ମନ କଥା ଆପଣଙ୍କୁ କହୁଛନ୍ତି ତାହେଲେ ଜାଣି ନିଅନ୍ତୁ ଯେ ଆପଣ ବହୁତ୍ ସ୍ପେଶିଆଲ୍।

୫.M : ଏହି ନାମ ର ଝିଅ ମାନେ ନିଜ ପାଇଁ ଅନ୍ୟକୁ କଷ୍ଟରେ ଦେଖିପାରନ୍ତି ନାହିଁ।ଏମାନେ ବହୁତ୍ ସମ୍ବେଦନଶୀଳ ହୋଇଥାନ୍ତି।ଏମାନେ ସବୁବେଳେ ଗଭୀର ଚିନ୍ତା ରେ ବୁଡି ରୁହନ୍ତି ଏବଂ ପ୍ରତ୍ୟେକ ଛୋଟ ଛୋଟ କଥାକୁ ମନକୁ ନେଇ ଯାଆନ୍ତି।ଏହା ବ୍ୟତୀତ ଏମାନଙ୍କୁ ସିଧାସଳଖ ବା ମୁହଁ ଉପରେ କଥା କହିଦେବା ଆଦୌ ପସନ୍ଦ ନୁହେଁ।

୬. P : ଏହି ନାମ ଧାରୀ ଝିଅ ମାନେ ଭାବୁକ ହୋଇଥାନ୍ତି ଏବଂ ପରିଶ୍ରମ କରିବାକୁ ବହୁତ୍ ପସନ୍ଦ କରନ୍ତି।ଏହି ଝିଅ ମାନଙ୍କୁ ବହୁତ୍ ଶୀଘ୍ର ରାଗ ଆସିଯାଏ।କିନ୍ତୁ ଭିତରୁ ଯେତେ ରହିଥିଲେ ମଧ୍ୟ ଏମାନେ ବାହାରୁ ଶାନ୍ତ ଜଣାପଡନ୍ତି । ଯଦି କୌଣସି ବ୍ୟକ୍ତି ତାଙ୍କ ନଜର ରେ ଖରାପ୍ ରହିଯାଏ ତାହେଲେ ସେ ସବୁଦିନ ପାଇଁ ଖରାପ୍ ରହିଯାଏ।

#Life #Girl #relationship

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon