• ବେତାର ବ୍ୟୁରୋ

ଫଟୋ ବେତାର : କରିସ୍ମା କୋଟକଙ୍କ ଏହି ଇନଷ୍ଟା ପୋଷ୍ଟକୁ ମିଳିଲାଣି 38 ହଜାର ଲାଇକ


(ବେତାର ବ୍ୟୁରୋ) ବିଗତ ଦିନରେ ଆପିଏଲ ହଟ କରିଥିବା କରିସ୍ମା କୋଟାକଙ୍କୁ ପ୍ରାୟ ସମସ୍ତେ ଜାଣନ୍ତି । ଏପରିକି 2012 ମସିହାରେ ବିଗ ବସ୍ ସିଜିନ 6 ରେ ମଧ୍ୟ ଭାଗ ନେଇ ସେ ଅନେକ ପରିଚିତି ଲାଭ କରିଥିଲେ ।

ଏବେ ନିକଟରେ ତାଙ୍କର ଏକ ହଟ ସ୍ଵୀମ ସୁଟ ଫୋଟୋ ସେ ଇନଷ୍ଟାଗ୍ରାମରେ ଶେୟର କରିଥିଲେ, ଯାହାକୁ 37,995 ଲାଇକ ମିଳିଥିଲା ।

କରିସ୍ମା କୋଟକ ଜଣେ ଗୁଜୁରାଟୀ ପିତାଙ୍କ ଠାରୁ ଜନ୍ମିତ ଓ ତାଙ୍କ ପୂର୍ବ ଆଫ୍ରିକୀୟ ଦେଶର । ତାଙ୍କର ଶିକ୍ଷା ଦିକ୍ଷା ଲଣ୍ଡନରେ ହେଇଥିଲା ,।

ଯଦିଓ 2012ରେ ବିଗବସ୍ ରେ ପ୍ରବେଶ ପରେ କରିସ୍ମାଙ୍କ ପ୍ରସିଦ୍ଧି ବଢିଥିଲା, ତେବେ ସେ 2004 ମସିହାରୁ ବଲିଉଡରେ ସକ୍ରିୟ ଅଛନ୍ତି ।

ଭାରତରେ ତାଙ୍କୁ ପ୍ରଥମେ କାମ ମିଳିଥିଲା କିଙ୍ଗଫିଶର’ ର କ୍ୟାଲେଣ୍ଡର ଗାର୍ଲ ଫୋଟୋ ସୁଟ ପାଇଁ । ଏହାପରେ ସେ ଅନେକ ବିଜ୍ଞାପନ ଯଥା ଡୋଭ ସାବୁନ, ତନିଷ୍କ ଗହଣା, ପଣ୍ଡ କେଶ କଳା ଇତ୍ୟାଦିରେ କମ ପାଇଥିଲେ ।

ବିଗବସରୁ ବାହାରିବା ପରେ 2013 ମସିହାରେ ସେ ଆଇପିଏଲର ଏକ୍ସଟ୍ରା ଇଙ୍ଗିଙ୍ଗ୍ସ ଶୋ’ ହୋଷ୍ଟ ହିସାବରେ କାମ ପାଇଥିଲେ ।

ବଲିଉଡ ସୂତ୍ର ମୁତାବକ କରିସ୍ମା ଖୁବ ଚୁପଚାପ ସ୍ଵଭାବର ଓ ବେଶୀ କାହା ସହିତ ଯୁକ୍ତିତର୍କ କରିବାକୁ ପସନ୍ଦ କରି ନ ଥାନ୍ତି ।

#instagram #celebrity

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon