• ବେତାର ବ୍ୟୁରୋ

ରାଶିଫଳ ସେପ୍ଟେମ୍ବର 23-29 : ମାସ ଶେଷ ସପ୍ତାହରେ ଏମିତି ରହିବ ପ୍ରଭାବ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ମିଥୁନ ରାଶି ଯାତ୍ରା ଆରମ୍ଭ କରି ସପ୍ତାହ ଶେଷ ବେଳକୁ କନ୍ୟା ରାଶିରେ ପହଞ୍ଚୁଥିବାରୁ ଏହି ସପ୍ତାହରେ ମିଥୁନ, କର୍କଟ, ସିଂହ ଓ କନ୍ୟା ସହିତ ଧନୁ, ମକର, କୁମ୍ଭ ଓ ମୀନ ରାଶି ପ୍ରଭାବିତ ହେବେ ।

ଏହି ସପ୍ତାହରେ ଅନ୍ୟ କୌଣସି ଗ୍ରହ ଚଳନ ନ ହେବାରୁ ଚନ୍ଦ୍ରର ଗତି ହିଁ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ- ଆପଣଙ୍କ ମନରେ ନୂଆ ନୂଆ ବିଚାର ଜନ୍ମ ନେବ। ମଙ୍ଗଳ ଓ ବୁଧବାର- ଅଫିସ୍‌ରେ ବରିଷ୍ଠଙ୍କ ସହଯୋଗ ପାଇବେ। ସପ୍ତାହ ଶେଷ- ଧନଲାଭ ହେବ ଓ ଶତ୍ରୁଙ୍କୁ ଜୟ କରିବେ ବୃଷ : ସପ୍ତାହ ଆରମ୍ଭ ପଇସା ଚିନ୍ତା ଦୂର ହେବ। ମଙ୍ଗଳ ଓ ବୁଧବାର- ବୈବାହିକ ଜୀବନ ବଢ଼ିଆ ରହିବ। ସପ୍ତାହ ଶେଷ- ବେପାରରେ ଉନ୍ନତି ହେବ।

ମିଥୁନ :ସପ୍ତାହ ଆରମ୍ଭ ପରିବାରର ଆପଣଙ୍କ ସ୍ୱଭାବର ପ୍ରଶଂସା ହେବ। ମଙ୍ଗଳ ଓ ବୁଧବାର- ଧନଲାଭ ହେବ। ସପ୍ତାହ ଶେଷ- ଛାତ୍ରଙ୍କ ଲାଗି ସମୟ ଅନୁକୂଳ। ଖୁବ୍‌ ପରିଶ୍ରମ ସହିତ ଆଗକୁ ବଢ଼ିବେ।

କର୍କଟ : ସପ୍ତାହ ଆରମ୍ଭ ଖର୍ଚ୍ଚ ବଢ଼ିପାରେ। ମଙ୍ଗଳ ଓ ବୁଧବାର- କାରବାରରେ ଲାଭ ହେବ। ସପ୍ତାହ ଶେଷ- କାମ କରିବା ପଦ୍ଧତିରେ ପରିବର୍ତ୍ତନ ଆସିପାରେ। ଛାତ୍ରଙ୍କୁ ଅତିଶୀଘ୍ର ସଫଳତା ମିଳିବ।

ସିଂହ : ସପ୍ତାହ ଆରମ୍ଭ ରାଜନୀତିରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର- ଆମଦାନୀରେ ବୃଦ୍ଧି ହେବାର ସମ୍ଭାବନା। ସପ୍ତାହ ଶେଷ- ପରିବାରରେ ସୁଖଶାନ୍ତି ବଢ଼ିବ। ସୁସମ୍ବାଦ ପାଇବେ।

କନ୍ୟା : ସପ୍ତାହ ଆରମ୍ଭ ଚାକିରିରେ ପ୍ରମୋସନ୍‌ ମିଳିପାରେ। ମଙ୍ଗଳ ଓ ବୁଧବାର- ଭାବିଥିବା କାମ ସଂପୂର୍ଣ୍ଣ ହେବ। ସପ୍ତାହ ଶେଷ- ଦାମ୍ପତ୍ୟ ଜୀବନ ବଢ଼ିଆ ରହିବ। ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ତୁଳା : ସପ୍ତାହ ଆରମ୍ଭ ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର- ବ୍ୟବସାୟ ସଂକ୍ରାନ୍ତରେ ଯାତ୍ରା କରିବାକୁ ପଡ଼ିପାରେ। ସପ୍ତାହ ଶେଷ- ଧନଲାଭ ହେବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

ବିଛା : ସପ୍ତାହ ଆରମ୍ଭ କ୍ୟାରିୟର ପାଇଁ ପ୍ଲାନିଙ୍ଗ୍‌ କରିବେ। ମଙ୍ଗଳ ଓ ବୁଧବାର- ମନ ଅଶାନ୍ତି ମୁକ୍ତ ରହିବ। ସପ୍ତାହ ଶେଷ- କିଛି କାମ ସମୟରେ ପୂରା ହେବ। ପ୍ରେମ ସଂପର୍କ ନିବିଡ଼ ହେବ। ଧନୁ : ସପ୍ତାହ ଆରମ୍ଭ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର- ବ୍ୟବସାୟରେ ଲାଭ ମିଳିବ। ସପ୍ତାହ ଶେଷ- ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଆୟ ବଢ଼ିବ।

ମକର : ସପ୍ତାହ ଆରମ୍ଭ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମଙ୍ଗଳ ଓ ବୁଧବାର- ବୈବାହିକ ଜୀବନରେ ଖୁସି ବଢ଼ିବ। ସପ୍ତାହ ଶେଷ- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟରେ ସଫଳତା ହାସଲ ହେବ।

କୁମ୍ଭ : ସପ୍ତାହ ଆରମ୍ଭ ଆର୍ଥିକ ଲାଭ ପ୍ରାପ୍ତି ହେବ। ମଙ୍ଗଳ ଓ ବୁଧବାର- ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ସପ୍ତାହ ଶେଷ- ସାଥୀ ଆପଣଙ୍କୁ କିଛି ଖର୍ଚ୍ଚ କରାଇବେ। ମନ ଉଦାସ ରହିବ।

ମୀନ : ସପ୍ତାହ ଆରମ୍ଭ ଲାଭର କୌଣସି ଅବସର ପାଇବେ। ମଙ୍ଗଳ ଓ ବୁଧବାର- ବ୍ୟବସାୟରେ ଉନ୍ନତି ହେବ। ସପ୍ତାହ ଶେଷ- ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ। ବଡ଼ ଗାୟକଙ୍କ ସହଯୋଗ ମିଳିବ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon