• ବେତାର ବ୍ୟୁରୋ

ଫେବୃୟାରୀ 10-16 ରାଶିଫଳ : ଏ ସପ୍ତାହରେ ଦୁଇଟି ଅଶୁଭ ଯୋଗ, ଏମିତି ରହିବ ଫଳ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ସିଂହ ରାଶିରୁ ଯାତ୍ରା ଆରମ୍ଭ କରି ବିଛା ରାଶି ଯାଏଁ ଯାତ୍ରା କରିବେ । ସପ୍ତାହ ଆରମ୍ଭରୁ ଗୁରୁବାର ଯାଏଁ ବୃହସ୍ପତି ଓ ଶୁକ୍ରର ଶୁଭ ଦୃଷ୍ଟିରେ ଚନ୍ଦ୍ର ରହିବେ । ତେବେ ସପ୍ତାହର ବାକି ଦିନ ଶନି ତଥା ରାହୁର ଦୃଷ୍ଟିରେ ଆସୁଥିବାରୁ କିଛି ବ୍ୟକ୍ତି ଭୁଲ ନିଷ୍ପତ୍ତି ନେଇ ହଇରାଣରେ ପଡିବା ସମ୍ଭାବନା ରହିଛି ।

ସେହିପରି କିଛି ବ୍ୟକ୍ତିଙ୍କ ଠାରେ ସ୍ଵାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇପାରେ । ଯେଉଁମାନେ ଚଳିତ ସପ୍ତାହରେ ଚନ୍ଦ୍ରର ଏହି ଗତି ପାଇଁ ଅସୁବିଧା ଭୋଗ କରିବେ ସେମାନେ ଅନ୍ତତଃ ଏକ ସପ୍ତାହ ଯାଏଁ ରାତି ବେଳା କ୍ଷୀର ବା କ୍ଷୀର ଜାତୀୟ ପଦାର୍ଥ ( ଖିରୀ, ଛେନା, ଛେନା ତିଆରି ମିଠା ଇତ୍ୟାଦି) ନ ଖାଇବା ଉଚିତ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ- ରାଜନୀତି, ସରକାରୀ କାମରେ ଉଚ୍ଚପଦ ମିଳିପାରେ। ପ୍ରେମ ସମ୍ବନ୍ଧ ଭଲ ରହିବ। ସପ୍ତାହ ମଝି - ନୂଆ କାମ ମିଳିପାରେ। ସପ୍ତାହ ଶେଷ- ପ୍ରେମ ସଂପର୍କ ନିବିଡ଼ ହେବ।

ବୃଷ : ସପ୍ତାହ ଆରମ୍ଭ- ନୂଆ କାମ ଶିଖିବାକୁ ମିଳିବ। ନୂଆ ଦାୟିତ୍ଵ ଗ୍ରହଣ କରିବେ। ସପ୍ତାହ ମଝି - ବେପାରରେ ଲାଭ ହେବ। ସପ୍ତାହ ଶେଷ- ପ୍ରଗତି ପଥରେ ଅଗ୍ରସର ହେବେ।

ମିଥୁନ : ସପ୍ତାହ ଆରମ୍ଭ- ଆୟ ବୃଦ୍ଧି ହେବ। ସମସ୍ୟାର ସମାଧାନ ହେବ। ସପ୍ତାହ ମଝି - କାର୍ଯ୍ୟଭାର ବଢ଼ିବ। ସପ୍ତାହ ଶେଷ- ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ।

କର୍କଟ : ସପ୍ତାହ ଆରମ୍ଭ- ଉପହାର ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ସପ୍ତାହ ମଝି - ସାହିତ୍ୟ ଆଦିରେ ରୁଚି ବଢ଼ିବ। ସପ୍ତାହ ଶେଷ- ଘରକୁ ଅତିଥି ଆସିବେ।

ସିଂହ : ସପ୍ତାହ ଆରମ୍ଭ- ଖର୍ଚ୍ଚ ବଢ଼ିପାରେ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ସପ୍ତାହ ମଝି - ଧନପ୍ରାପ୍ତି ହେବ। ସପ୍ତାହ ଶେଷ- ବ୍ୟବସାୟରେ ସଫଳତା ମିଳିବ।

କନ୍ୟା : ସପ୍ତାହ ଆରମ୍ଭ- ଧନଲାଭ ହେବ। ଘରୋଇ ସମସ୍ୟାର ସମାଧାନ ବାହାରିଯିବ। ସପ୍ତାହ ମଝି - ପ୍ରୟାସରେ ସଫଳତା ମିଳିବ। ସପ୍ତାହ ଶେଷ- ଘରୋଇ ସାମଗ୍ରୀ କିଣିବେ।

ତୁଳା : ସପ୍ତାହ ଆରମ୍ଭ- ଶକ୍ତିଶାଳୀ ରହିବେ। ନୂଆ ସମ୍ବନ୍ଧରୁ ଲାଭ ମିଳିପାରେ। ସପ୍ତାହ ମଝି - ଆୟ ଅପେକ୍ଷ-ା ଖର୍ଚ୍ଚ ଅଧିକ ହେବ। ସପ୍ତାହ ଶେଷ- ମାନସମ୍ମାନ ବୃଦ୍ଧି ହେବ।

ବିଛା : ସପ୍ତାହ ଆରମ୍ଭ- ସୁସମ୍ବାଦ ପାଇବେ। କାମ ପ୍ରତି ସକ୍ରିୟ ରହିବେ। ସପ୍ତାହ ମଝି - ରାଜନୀତିରେ ଉଚ୍ଚପଦ ମିଳିପାରେ। ସପ୍ତାହ ଶେଷ- ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ।

ଧନୁ : ସପ୍ତାହ ଆରମ୍ଭ- ମନ ଉଦାସ ରହିବ। ନୂଆ ଦାୟିତ୍ଵ ମିଳିପାରେ। ସପ୍ତାହ ମଝି - ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ। ସପ୍ତାହ ଶେଷ- ପରୋପକାରରେ ସମୟ ଦେବେ।

ମକର : ସପ୍ତାହ ଆରମ୍ଭ- ସମାଜରେ ପ୍ରତିଷ-୍ଠା ବଢ଼ିବ। ଖର୍ଚ୍ଚ ବଢ଼ିପାରେ। ସପ୍ତାହ ମଝି - ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ସପ୍ତାହ ଶେଷ- ଅଧୁରା କାମ ପୂରା ହେବ।

କୁମ୍ଭ : ସପ୍ତାହ ଆରମ୍ଭ- ପରିଶ୍ରମର ସୁଫଳ ପାଇବେ। ଧନ ଓ ମାନସମ୍ମାନ ବୃଦ୍ଧି ହେବ। ସପ୍ତାହ ମଝି - ବଡ଼ ନିର୍ଣ୍ଣୟ ନେଇପାରନ୍ତି। ସପ୍ତାହ ଶେଷ- ଭାଗ୍ୟର ସହଯୋଗ ପାଇବେ।

ମୀନ : ସପ୍ତାହ ଆରମ୍ଭ- ପ୍ରେମ ସମ୍ବନ୍ଧ ଭଲ ରହିବ। ଆଗକୁ ବଢ଼ିବାର ସୁଯୋଗ ମିଳିବ। ସପ୍ତାହ ମଝି - ବନ୍ଧୁ ସହିତ ସମ୍ବନ୍ଧ ଭଲ ରହିବ। ସପ୍ତାହ ଶେଷ- କାରବାରରେ ବୃଦ୍ଧି ହେବ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon