ଏୟାରଟେଲ ପକ୍ଷରୁ ପ୍ରୋଜେକ୍ଟ ନେକ୍ସଟ ଘୋଷଣା

Tuesday, August 8, 2017

ଭାରତର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ ପକ୍ଷରୁ ପ୍ରୋଜେକ୍ଟ ନେକ୍ସଟ୍ ଘୋଷଣା କରାଯାଇଛି । ଏହି ପ୍ରୋଜେକ୍ଟ ନେକ୍ସଟ୍ର ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କ ଅନୁଭୁତିକୁ ସେବା ଦ୍ୱାରା ପ୍ରତିଫଳିତ କରିବ ।

 

ଏୟାରଟେଲ  ଆଗାମୀ ୩ ବର୍ଷ ମଧ୍ୟରେ ୨୦୦୦ କୋଟି ବିନିଯୋଗ ପାଇଁ ଯୋଜନା ରଖିଛି ।

 
ଏୟାରଟେଲ ୨୪୫୦ଘଣ୍ଟା ସମୟ ଷ୍ଟୋରର ଟ୍ରାଫିକ ଫ୍ଲୋ ଉପରେ ଦୃଷ୍ଟିନିକ୍ଷେପ କରିଥାଏ । ଏହାକୁ ଦୃଷ୍ଟିରେ ରଖି ଭାରତର ୨୫୦୦ଟି ଷ୍ଟୋର ପୁନଃନବୀକରଣ କରାଯାଇଛି ।

 

ଏହି ଏୟାରଟେଲ ପ୍ରୋଜେକ୍ଟ ନେକ୍ସ୍, ୟୁକେ କନସେପ୍ଟ ଦ୍ୱାରା ପ୍ରସ୍ତୁତ ହୋଥଥିବାବେଳେ, ଏହାର ଷ୍ଟୋର ଗୁରଗାଁଓରେ ରହିଛି । ଏଥିରେ ଥିବା ଶେୟାର, କ୍ରିଏଟ, ଏକ୍ସପେରିଏନ୍ସ ଦ୍ୱାରା ଉପଭୋକ୍ତାମାନେ ନୂତନ ଅନୁଭୂତି ପାଇପାରିବେ ।

 
ଭାରତୀ ଏୟାରଟେଲ (ଭାରତ ଏବଂ ଦକ୍ଷିଣ ଏସିଆ) ପରିଚାଳନା ନିର୍ଦ୍ଦେଶକ ଗୋପାଲ ଭିଟ୍ଟଲ କହିଛନ୍ତିଯେ, “ଆମେ ଉପଭୋକ୍ତାଙ୍କ ନିକଟରେ ଅସାଧାରଣ ଅନୁଭୂତି ପହଞ୍ଚାଇବା ପାଇଁ ଚେଷ୍ଟିତ ଏବଂ ଏହା ସହିତ ସତ୍ୟର ୧୭ଟି ଘଟଣାକୁ ଚିହ୍ନଟ କରିଛୁ । ଉପଭୋକ୍ତାଙ୍କର ନୈରାଶ୍ୟକୁ ଭଙ୍ଗ କରି ସେମାନଙ୍କୁ ଡିଜିଟାଲ ଅଭିନବକରଣ ମାଧ୍ୟମରେ ଏକ ଅସାଧାରଣ ଅନୁଭୂତି ପ୍ରଦାନ ଆମର ଲକ୍ଷ୍ୟ ।”

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon