ଓଡିଶାର ମହିଳାଂକ କୃତିତ୍ୱ

Wednesday, November 8, 2017

ଆସଂତୁ ଜାଣିବା ଓଡିଶାର ମହିଳାମାନଂକ କୃତିତ୍ୱ ସମ୍ପର୍କରେ 

 

 

 

ଓଡିଶାର ପ୍ରଥମ ମହିଳା ମହିୟଷୀ ମହିଳା

 

ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ – ଶ୍ରୀମତୀ ନନ୍ଦିନୀ ଶତପଥୀ

ପ୍ରଥମ ମହିଳା କମିଶନର – ଶ୍ରୀମତୀ ରାନୁ ମିଶ୍ର

ପ୍ରଥମ ମହିଳା ମନ୍ତ୍ରୀ – ଶ୍ରୀମତୀ ବସନ୍ତ ମଞ୍ଜରୀ ଦେବୀ

ପ୍ରଥମ ଆଦିବାସୀ ମହିଳା ମନ୍ତ୍ରୀ – ଶ୍ରୀମତୀ ସରସ୍ୱତୀ ହେମ୍ବ୍ରମ୍

ପ୍ରଥମ ମହିଳା ଓକିଲ – ଶ୍ରୀମତୀ ଉର୍ମି ବାଳା ରାୟ

ପ୍ରଥମ ମହିଳା ପାଇଲଟ – ଶ୍ରୀମତୀ ଗିରିବାଳା ମହାନ୍ତି

ପ୍ରଥମ ମହିଳା ଲୟାର – ଶ୍ରୀମତୀ ସୁଧାଂଶୁବାଳା ହାଜରା

ପ୍ରଥମ ମହିଳା ଡାକ୍ଟର – ଶ୍ରୀମତୀ ଡ.କୁନ୍ତଳା କୁମାର ସାବତ

ପ୍ରଥମ ମହିଳା ସର୍ଜନ - ଶ୍ରୀମତୀ ଡ. ଜୋସ୍ନା ଦେବୀ

ପ୍ରଥମ ମହିଳା କେି୍ରକେଟର ଟ୍ରେନିଂ – ଶ୍ରୀମତୀ ରଞ୍ଜିତା ଦେବୀ

ପ୍ରଥମ ମହିଳା ଜିଲ୍ଲାପାଳ – ଶ୍ରୀମତୀ ଚନ୍ଦ୍ରମଣି ନାରାୟଣୀ ସ୍ୱାମୀ 

ପ୍ରଥମ ମହିଳା ଅଧ୍ୟାପିକା – ଶ୍ରୀମତୀ ନିର୍ମଳା ନାୟକ

ପ୍ରଥମ ମହିଳା ସ୍ନାତକ – ଶ୍ରୀମତୀ ନର୍ମଦା କର

ପ୍ରଥମ ମହିଳା କବି – ଶ୍ରୀମତୀ ଶକୁନ୍ତଳା ଦେବୀ

ପ୍ରଥମ ମହିଳା ଯନ୍ତ୍ରୀ – ଶ୍ରୀମତୀ ସୁଧୀର ଦାସ

ପ୍ରଥମ ମହିଳା ସର୍ବଭାରତୀୟ କଂଗ୍ରେସ ନେତ୍ରୀ -  ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ

ପ୍ରଥମ ମହିଳା ସମୁଦ୍ର ଯାତ୍ରୀ – ଶ୍ରୀମତୀ ନିବେଦିତା ଆଚାର୍ଯ୍ୟ

ପ୍ରଥମ ମହିଳା ରାଜ୍ୟସଭା ମେମ୍ବର – ଶ୍ରୀମତୀ ନନ୍ଦିନୀ ଶତପଥୀ

ପ୍ରଥମ ମହିଳା ହାଇକୋର୍ଟ ଜଜ୍ – ଶ୍ରୀମତୀ ଅମୀୟ କୁମାରୀ ପାଢୀ

ପ୍ରଥମ ମହିଳା ଆଇଏସ୍ ଟପ୍ପର – ଶ୍ରୀମତୀ ରୂପା ମିଶ୍ର

ପ୍ରଥମ ମହିଳା ଅର୍ଜୁନ ପୁରସ୍କାର ବିଜେତା – ଶ୍ରୀମତୀ ମିନତୀ ମହାପାତ୍ର

ପ୍ରଥମ ମହିଳା ଟିଭି ନ୍ୟୁଜ ରିଡର – ଶ୍ରୀମତୀ ସଂଘମିତ୍ରା କାନୁନଗୋ

ପ୍ରଥମ ମହିଳା ଆଇପିଏସ୍ ( ଓଡିଶା କ୍ୟାଡର) – ଶ୍ରୀମତୀ ଅମ୍ରିତା ଦାସ୍

ପ୍ରଥମ ମହିଳା ଆଇପିଏସ୍ ଅଫିସର – ଶ୍ରୀମତୀ ସୌମ୍ୟା ମିଶ୍ର

ପ୍ରଥମ ମହିଳା ମେୟର – ଶ୍ରୀମତୀ ନିବେଦିତା ପ୍ରଧାନ

ପ୍ରଥମ ମହିଳା ସମ୍ବାଦଦାତା – ଶ୍ରୀମତୀ ପଦ୍ମାଳୟା ଦାସ୍

ପ୍ରଥମ ମହିଳା ସିନେ ନିର୍ଦ୍ଦେଶକ – ଶ୍ରୀମତୀ ପ୍ରତୀଭା ଘୋଷ

ପ୍ରଥମ ମହିଳା ହିନ୍ଦା ଫିଲ୍ମ ନାୟିକା – ଶ୍ରୀମତୀ ଡଲି ଜେନା

ପ୍ରଥମ ମହିଳା ବେଙ୍ଗଲୀ ଫିଲ୍ମି ନାୟିକା – ଶ୍ରୀମତୀ ମହାଶ୍ୱେତା ରାୟ

ପ୍ରଥମ ମହିଳା ଇଂରାଜୀ ଫିଲ୍ମି ନାୟିକା – ଶ୍ରୀମତୀ ଜ୍ୟୋସ୍ନା ଦେବୀ

ପ୍ରଥମ ମହିଳା ଆର୍କିଟେକ – ଶ୍ରୀମତୀ କବିତା ମହାନ୍ତି

ପ୍ରଥମ ମହିଳା ନିର୍ଦ୍ଦେଶିକା ରେଡିଓ ଷ୍ଟେସନ ପାଇଁ – ଶ୍ରୀମତୀ ବୀଣା ଦେବୀ 

ପ୍ରଥମ ମହିଳା ୟୁରୋପ ଯାତ୍ରା – ଶ୍ରୀମତୀ ରମା ଦେବୀ

ପ୍ରଥମ ମହିଳା ରାଜନୀତିଜ୍ଞ - ଶ୍ରୀମତୀ ରମା ଦେବୀ

 

 

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon