ଶନିବାର ମନୋରଞ୍ଜନ : ଆଜି ଆରମ୍ଭ TV18ରେ ଓଡିଶା ସିରିଜ

Saturday, April 28, 2018

ଆଜି ସନ୍ଧ୍ୟା 8ରେ ଆଇପିଏଲର ରୋମାଞ୍ଚକର ମ୍ୟାଚ ସହିତ ହିଷ୍ଟ୍ରି ଟିଭି 18ରେ ଆରମ୍ଭ ହେବ ଓଡିଶା ଟୁରିଜିମ ଉପରେ ଏକ ସ୍ବତନ୍ତ୍ର ଉପସ୍ଥାପନା । ଏହାଛଡା ରହିଛି ଆହୁରି ଅନେକ । 

 

ଶନିବାର ଆପଣ କେମିତି କାଟିବେ ସେଥିପାଇଁ ବେତାର.ଇନ ଆପଣଙ୍କ ପ୍ରିୟ ଟିଭି ଶୋ ତଥା ନିକଟସ୍ଥ ସିନେମାହଲରେ ପଡିଥିବା ଚଳଚିତ୍ର ସମୟକୁ ନେଇ ପ୍ରସ୍ତୁତ କରୁଛି ଏଣ୍ଟରଟେନମେଣ୍ଟ ଗାଇଡ। 

 

ଟିଭି ସିନେମା

ହସୀନା ପାରକର  (ଜି ସିନେମା) -3.08pm

ପିରାନା ଥ୍ରୀଡି       (ସୋନି ପିକ୍ସ ) 7.26pm

ଜଳି ଏଲ ଏଲ ବି 2(ଷ୍ଟାରଗୋଲ୍ଡ )- 7.45pm

କାଞ୍ଚନା ରିଟନ୍ସ    (ସୋନି ମ୍ୟାକ୍ସ)- 7.55pm

କମାଣ୍ଡୋ2        (ଆଣ୍ଡ ପିକଚର )-8.00pm

କ୍ଷତ୍ରିୟ             (ସିନେମା)- 8.15 pm

ହେଟଷ୍ଟୋରି 3    (ମୁଭିଜ ଓକେ)- 9.55pm

ଆଙ୍ଖେ           (ୟୁ ଟିଭି ମୁଭିଜ)-10.38pm

 

ଖେଳ:

( ଆଇପିଏଲ)

ଚେନ୍ନାଇ ସୁପର କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଷ୍ଟାର ସ୍ପୋର୍ଟ୍ସ ଏବଂ ହଟଷ୍ଟାର) 7.00pm

 

ଟିଭି ସିରିଏଲ ଶୋ:

ୟେ ହେ ମହାବତେ  (ଷ୍ଟାରପ୍ଲସ )-7.30pm

ଖିଚିଡି (ଷ୍ଟାରପ୍ଲସ)-                   8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ ମାଷ୍ଟର (ଜି ଟିଭି)-9.00pm

ଫିଅର ଫାଇଲ୍ସ (ଜି ଟିଭି)-             10.30pm

ଶକ୍ତି ଅସ୍ତିତ୍ଵ କି ଏହେଶାସ କି(କଲର୍ସ)-8.00pm

ଉଡ଼ାନ (କଲର୍ସ)-                         8.30pm

ଏଣ୍ଟରଟେନେମେଣ୍ଟ କି ରାତ ଲିମିଟେଡ (କଲର୍ସ)-9.00pm

ଓଏମଜି ଓଡିଶା (ହିଷ୍ଟ୍ରି ଟିଭି18)         -8.00pm

 

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

 

ରାଉରକେଲା

ଆଭେଞ୍ଜରସ : ଇନଫିନିଟି ୱାର (ହିନ୍ଦୀ,ଇଂରାଜୀ)

ଅକ୍ଟୋବର                         (ହିନ୍ଦୀ)

ଦାସ ଦେବ                         (ହିନ୍ଦୀ)

ଶକ୍ତି                                 (ଓଡିଆ)

 

ଭୁବନେଶ୍ୱର

 

ଆଭେଞ୍ଜରସ : ଇନଫିନିଟି ୱାର (ହିନ୍ଦୀ,ଇଂରାଜୀ)

ଅକ୍ଟୋବର                         (ହିନ୍ଦୀ)

ଦାସ ଦେବ                         (ହିନ୍ଦୀ)

ଶକ୍ତି                                 (ଓଡିଆ)

ବାଗୀ 2                             (ହିନ୍ଦୀ)

ଦିୱାନା ହେଲି ତୋ ପାଇଁ           (ଓଡିଆ)

ଯୋଗୀ                              (ଓଡିଆ)

 

ବାଲେଶ୍ଵର

ଆଭେଞ୍ଜରସ : ଇନଫିନିଟି ୱାର     (ହିନ୍ଦୀ)

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon