ରବିବାର ଏଣ୍ଟରଟେନେମେଣ୍ଟ ଗାଇଡ

 

ଛୁଟିଦିନଟିକୁ ହସି ହସି କାଟିବା ପାଇଁ ଆଜି ସନ୍ଧ୍ୟାରେ ରହିଛି ବଲିଉଡ କମେଡି ଫିଲ୍ମ ହାଉସଫୁଲ 2 ଓ ଦିନ ୩ରେ ଜି ସିନେମାରେ ରହିଛି ଅମୀର ଖାନଙ୍କ ଅଭିନୀତ ସୁପରହିଟ ଚଳଚ୍ଚିତ୍ର ଦଙ୍ଗଲ୍। ଏହା ସହିତ ଆଇପିଏଲର ଶେଷ ଦୁଇଟି ଲିଗମ୍ୟାଚ। ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି ଡେଡପୋଲ2 ଓ ରାଜି ।

 

ରବିବାର ଆପଣ କେମିତି କାଟିବେ, ଆପଣଙ୍କର ପ୍ରିୟା ଟିଭି ଶୋ କାର୍ଯ୍ୟକ୍ରମର ସମୟକୁ ନେଇ ପ୍ରସ୍ତୁତ କରୁଛି ଏଣ୍ଟରଟେନମେଣ୍ଟ ଗାଇଡ।

 

ଟିଭି ସିନେମା

ବଜରଙ୍ଗୀ ଭାଇଜାନ –ଷ୍ଟାରଗୋଲ୍ଡ -1.20pm

ସନ ଅଫ ସତ୍ୟମୁର୍ତ୍ତି-ସୋନି ମ୍ୟାକ୍ସ -1.58pm

ଗାର୍ଡିଆନ୍ସ ଅଫ ଦ ଗାଲାକ୍ସି ଭଲ୍ୟୁମ2-ଷ୍ଟାରମୁଭିଜ-12.59pm

ଘୋଷ୍ଟ ରାଇଡ଼ର –ମୁଭିଜ ନାଓ -1.55pm

ଦଙ୍ଗଲ –ଜି ସିନେମା-3.00pm

ହାଉସଫୁଲ 2-ମୁଭିଜ ଓକେ -7.55pm

ଏ ଫ୍ଲାଇଙ୍ଗ ଜାଟ୍ଟ –ଆଣ୍ଡ ପିକଚର -8.30pm

ଟ୍ରାନ୍ସଫର୍ମର: ରିଭେଞ୍ଜ ଅଫ ଦ ଫଲେନ –ୟୁ ଟିଭି ମୁଭିଜ-9.10pm

 

ଖେଳ(ଆଇପିଏଲ): ଷ୍ଟାରସ୍ପୋର୍ଟ୍ସ

 

ଦିଲ୍ଲୀ ଡେୟାର ଡେଭିଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ (4.00pm)

ଚେନ୍ନାଇ ସୁପର କିଙ୍ଗସ ବନାମ କିଙ୍ଗସ ଇଲେଭେନ ପଞ୍ଜାବ (8.00pm)

 

ସିନେମା ଥିଏଟର (book my show ତଥ୍ୟ ଅନୁଯାୟୀ)

 

ଭୁବନେଶ୍ଵର :

ଡେଡପୋଲ 2 (ହିନ୍ଦୀ)

ରାଜି (ହିନ୍ଦୀ)

102 ନଟ ଆଉଟ (ହିନ୍ଦୀ)

ହାଇଜ୍ୟାକ (ହିନ୍ଦୀ)

ଦ ପାଷ୍ଟ (ହିନ୍ଦୀ)

ମହାନତି (ତେଲୁଗୁ)

ଯୋଗୀ (ଓଡିଆ)

ଦିୱାନା ହେଲି ତୋ ପାଇଁ (ଓଡିଆ)

 

ବାଲେଶ୍ଵର:

ଡେଡପୋଲ 2 (ହିନ୍ଦୀ)

ରାଜି (ହିନ୍ଦୀ)

 

ରାଉରକେଲା:

ଡେଡପୋଲ 2 (ହିନ୍ଦୀ)

ରାଜି (ହିନ୍ଦୀ)

 

ଟିଭି ଶୋ

ୟେ ହେ ମହବତେ (ଷ୍ଟାର ପ୍ଲସ)-7.00pm

ଖିଚିଡି (ଷ୍ଟାରପ୍ଲସ)-8.00pm

କୁଲ୍ଫି କୁମାର ବାଜିବାଲା (ଷ୍ଟାରପ୍ଲସ)-9.00pm

ଜଜବାତ ସଙ୍ଗୀନ ସେ ନମକୀନ ତକ(ଜି ଟିଭି)-7.00pm

ସୁପର ହିଟ(ଜି ସିନେମା)-8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ(ଜି ଟିଭି)-9.00pm

ମହାକାଳୀ(କଲର୍ସ)-7.00pm

ଚନ୍ଦ୍ରକାନ୍ତା(କଲର୍ସ)-8.00pm

ଏଣ୍ଟରଟେନେମେଣ୍ଟ କି ରାତ (କଲର୍ସ)-9.00pm

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon