ରବିବାର ଏଣ୍ଟରଟେନମେଣ୍ଟ ଗାଇଡ: ଜୁନ3

ମନୋରଞ୍ଜନ ଭରା ରବିବାରରେ ରହିଛି ବହୁତ ସୁପରହିଟ ଫିଲ୍ମ। ଆଣ୍ଡ ପିକଚର୍ସ ରେ ରହିଛି “ବ୍ରୁସ ଲି ଦ ଫାଇଟର” ଏବଂ ସୋନିମ୍ୟାକ୍ସରେ ରହିଛି ପ୍ରଭାସଙ୍କ ହିଟ ଫିଲ୍ମ “ବାହୁବଳୀ”। ଏହା ସହିତ ଷ୍ଟାରମୁଭିଜରେ ରହିଛି “ଟାଇଟାନିକ”।ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି “ବୀରା ଦି ୱେଡିଙ୍ଗ” ଓ “ଭାବେଶଜୋଶୀ ସୁପର ହିରୋ”। ଏହା ସହିତ ଟେଲିଭିଜନରେ ରହିଛି ଅନେକ କିଛି।  

 

ଟିଭି ସିନେମା

ଜୁଡୁୱା2 –ଷ୍ଟାରଗୋଲ୍ଡ-1.55pm

ବ୍ରୁସ ଲି ଦ ଫାଇଟର –ଆଣ୍ଡ ପିକଚର -2.03pm

ବିବାହ –ଜୀସିନେମା -2.52pm

ସୂର୍ଯ୍ୟବଂଶମ –ସୋନିମ୍ୟାକ୍ସ -6.50pm

ଏଣ୍ଟରଟେନମେଣ୍ଟ –ଜୀ ସିନେମା ଏଚ ଡି -6.32pm

ଟାଇଟାନିକ  -ଷ୍ଟାରମୁଭିଜ ଏଚ ଡି -9.00pm

ବାହୁବଳୀ –ସୋନିମ୍ୟାକ୍ସ -7.55pm

ଫକରେ ରିଟର୍ନସ –ଜୀ ସିନେମା -9.00pm

 

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

 

ଭୁବନେଶ୍ଵର

 

ବୀରା ଦି ୱେଡିଙ୍ଗ (ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ(ହିନ୍ଦୀ)

ରାଜି(ହିନ୍ଦୀ)

ଭାବେଶଜୋଶୀ ସୁପର ହିରୋ(ହିନ୍ଦୀ)

102 ନଟ ଆଉଟ (ହିନ୍ଦୀ)

ଫାମୋସ (ହିନ୍ଦୀ)

ଡେଡପୁଲ2(ଇଙ୍ଗ୍ଲିଶ)

ଦିୱାନା ହେଲି ତୋ ପାଇଁ (ଓଡିଆ)

ଲଭ ପ୍ରମିସ(ଓଡିଆ)

 

ବାଲେଶ୍ଵର

 

ବୀରା ଦି ୱେଡିଙ୍ଗ (ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ(ହିନ୍ଦୀ)

 

ରାଉରକେଲା

 

ବୀରା ଦି ୱେଡିଙ୍ଗ (ହିନ୍ଦୀ)

ପରମାଣୁ:ଦ ଷ୍ଟୋରି ଅଫ ପୋଖ୍ରନ(ହିନ୍ଦୀ)

 

 ଟିଭି ଶୋ

କ୍ରୀଷ୍ଣା ଚଲି ଲଣ୍ଡନ –ଷ୍ଟାରପ୍ଲସ -7.00pm

ଖିଚିଡି –ଷ୍ଟାରପ୍ଲସ -8.00pm

କୁଲ୍ଫି କୁମାର ବାଜିବାଲା –ଷ୍ଟାରପ୍ଲସ-9.00pm

ଜଜବାତ –ଜୀଟିଭି -7.00pm

ସୁପରହିଟ –ଜୀଟିଭି -8.00pm

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ ମାଷ୍ଟର –ଜୀଟିଭି-9.00pm

ମହାକାଳୀ –କଲର୍ସ -7.00pm

ନାଗିନ –କଲର୍ସ -8.00pm

ଡ୍ୟାନ୍ସ ଦିଵାନେ –କଲର୍ସ -9.00pm

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon