ଶନିବାର ମନୋରଞ୍ଜନ : ଆଜି ଆରମ୍ଭ ଇଣ୍ଡିଆନ ଆଇଡଲ

Saturday, July 7, 2018

ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ଆଜି ଆପଣଙ୍କ ଟିଭିରେ ରହିଛି ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ ଫିଲ୍ମ ‘ଏମ.ଏସ ଧୋନୀ:ଦ ଅନଟୋଲ୍ଡ ଷ୍ଟୋରୀ’ ଓ ସନ୍ନି ଲିଓନିଙ୍କ ଅଭିନୀତ ‘ରାଗିଣୀ ଏମ.ଏମ.ଏସ’। ଏହା ବ୍ୟତୀତ ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲରେ ଆରମ୍ଭ ହେଉଛି ସିଙ୍ଗିଙ୍ଗ ରିଆଲିଟି ଶୋ ‘ଇଣ୍ଡିଆନ ଆଇଡଲ’ ଓ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି ‘ସଞ୍ଜୁ’ ଏବଂ ‘ସୁନ୍ଦରଗଡର ସଲମାନ ଖାନ’। ଏହାଛଡା ଆହୁରି ଅନେକ କିଛି।  

 

ଟିଭି ସିନେମା

ପିକେ –ସୋନିମ୍ୟାକ୍ସ-1.30pm

ମୁମ୍ବାଇ କି କିରଣ ବେଦୀ-ବିଫୋର ୟୁ ମୁଭିଜ-3.24pm

ମଗଧୀରା-ସୋନିମ୍ୟାକ୍ସ-4.52pm

ୱାଣ୍ଟେଡ-ଜୀ ସିନେମା ଏଚଡି-5.05pm

ରେସ2- ୟୁଟିଭି ମୁଭିଜ-5.07pm

ତିଶ ମାର ଖାନ-ମୁଭିଜ ଓକେ-5.01pm

ଏମ.ଏସ ଧୋନୀ:ଦ ଅନଟୋଲ୍ଡ ଷ୍ଟୋରୀ-ଷ୍ଟାରଗୋଲ୍ଡ -9.00pm

ରାଗିଣୀ ଏମ.ଏମ.ଏସ-ସିନେମା ଟିଭି-8.20pm

ଦ ରିଟର୍ନ ଅଫ ରେବେଲ2-ସୋନିମ୍ୟାକ୍ସ-10.44pm

 

ସିନେମା ଥିଏଟର(bookmyshow ତଥ୍ୟ ଅନୁଯାୟୀ)

ଭୁବନେଶ୍ଵର

ସଞ୍ଜୁ (ହିନ୍ଦୀ)

ସୁନ୍ଦରଗଡର ସଲମାନ ଖାନ (ଓଡିଆ)

ଇନକ୍ରେଡିବଲ 2 (ଇଙ୍ଗ୍ଲିଶ)

ତେଜ ଆଇ ଲଭ ୟୁ (ତେଲୁଗୁ)

ହନୁମାନ ଭର୍ସେସ ମହିରାବଣ (ହିନ୍ଦୀ)

 

ବାଲେଶ୍ଵର

ସଞ୍ଜୁ (ସଞ୍ଜୁ)

ଶକ୍ତି (ଓଡିଆ)

 

ରାଉରକେଲା

ସଞ୍ଜୁ (ହିନ୍ଦୀ)

 

ଟିଭି ସିରିଏଲ

ଦସ କା ଦମ (ସୋନି) -7.00pm

ଇଣ୍ଡିଆନ ଆଇଡଲ (ସୋନି)-8.00pm

କୟାମତ କି ରାତ(ଷ୍ଟାରପ୍ଲସ)-7.00pm

ଦିଲ ହେ ହିନ୍ଦୁସ୍ତାନୀ (ଷ୍ଟାରପ୍ଲସ)-8.00pm

ମହାକାଳୀ(କଲର୍ସ)-7.30pm

ନାଗିନ 3 (କଲର୍ସ)-8.00pm

ଡ୍ୟାନ୍ସ ଦିୱାନେ (କଲର୍ସ)-9.00pm

କୁଣ୍ଡଳୀ ଭାଗ୍ୟ (ଜୀଟିଭି)-7.00pm

ଜଯବାତ(ଜୀଟିଭି)-8.00pm

ଇଣ୍ଡିଆସ ବେଷ୍ଟ ଡ୍ରାମେବାଜ -9.00pm

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon