ଶନିବାର ମନୋରଞ୍ଜନ : ଆଜି ଟିଭିରେ 'ମେ ତେରା ହିରୋ', 'ଇଣ୍ଡିଆନ ଆଇଡଲ'

Saturday, August 11, 2018

ଶନିବାର ମନୋରଞ୍ଜନରେ ଆଜି ଅପରାହ୍ନରେ ଆପଣଙ୍କ ଟିଭିରେ ରହିଛି ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ ‘ହିରୋପନ୍ତି’ ଓ ବରୁଣ ଧାୱନଙ୍କ ସୁପରହିଟ ଫିଲ୍ମ ‘ମେ ତେରା ହିରୋ’। ସନ୍ଧ୍ୟାରେ ରହିଛି ରାମଚରଣ ଓ ରକୁଲପ୍ରୀତଙ୍କ ଅଭିନୀତ ଫିଲ୍ମ ‘ବ୍ରୁସ ଲି : ଦ ଫାଇଟର’। ଏହାସହିତ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ଚାଲୁଅଛି “ବିଶ୍ଵରୂପ2” ଓ “ମୁଲ୍କ”। ସନ୍ଧ୍ୟାରେ ଟେଲିଭିଜନରେ ରହିଛି ସିଙ୍ଗିଙ୍ଗ ରିଆଲିଟି ଶୋ ‘ଇଣ୍ଡିଆନ ଆଇଡଲ’ ଓ ଧାରାବାହିକ ‘ନାଗିନ3’। ଏହାବ୍ୟତୀତ ଆହୁରି ଅନେକ କିଛି।

 

ଟିଭି ସିନେମା

ହିରୋପନ୍ତି –ସୋନିମ୍ୟାକ୍ସ-1.48pm

ସିଂ ଇଜ କିଙ୍ଗ –ୟୁଟିଭି ଆକ୍ସନ -1.33pm

ମେ ତେରା ହିରୋ –ଜି ସିନେମା-3.07pm

ସନ ଅଫ ସର୍ଦ୍ଦାର –ଷ୍ଟାରଗୋଲ୍ଡ-3.28pm

ନୋ ଏଣ୍ଟ୍ରୀ –ଜି ସିନେମା-3.27pm

ଲିଙ୍ଗା –ଆଣ୍ଡ ପିକଚର୍ସ-4.59pm

ବେଟିଙ୍ଗ ରାଜା –ଷ୍ଟାରଗୋଲ୍ଡ-6.26pm

ଫାଷ୍ଟ ଆଣ୍ଡ ଫ୍ୟୁରିୟସ –ସୋନିମ୍ୟାକ୍ସ-7.55pm

ବ୍ରୁସ ଲି : ଦ ଫାଇଟର –ଆଣ୍ଡ ପିକଚର୍ସ-7.57pm

 

ସିନେମା ଥିଏଟର (bookmyshow ତଥ୍ୟ ଅନୁଯାୟୀ)

 

ଭୁବନେଶ୍ଵର

ବିଶ୍ଵରୂପ 2 (ହିନ୍ଦୀ)

ମୁଲ୍କ (ହିନ୍ଦୀ)

କାରୱା (ହିନ୍ଦୀ)

ଟୋକାଟା ଫସିଗଲା (ଓଡିଆ)

ସୁନ୍ଦରଗଡର ସଲମାନଖାନ (ଓଡିଆ)

ଓଲେ ଓଲେ ଦିଲ ବୋଲେ (ଓଡିଆ)

ଲାଷ୍ଥମ ପାଷ୍ଥମ (ହିନ୍ଦୀ)

ଦ ମେଗ୍ (ହିନ୍ଦୀ, ଇଙ୍ଗ୍ଲିଶ)

ମିଶନ : ଇମ୍ପସିବୁଲ ଫଲଆଉଟ (ହିନ୍ଦୀ ,ଇଙ୍ଗ୍ଲିଶ)

ଶ୍ରୀନିବାସ କଲ୍ୟାଣମ (ତେଲୁଗୁ)

 

ରାଉରକେଲା

ବିଶ୍ଵରୂପ 2 (ହିନ୍ଦୀ)

ମୁଲ୍କ (ହିନ୍ଦୀ)

ଶ୍ରୀନିବାସ କଲ୍ୟାଣମ (ତେଲୁଗୁ)

ଦ ମେଗ୍ (ହିନ୍ଦୀ, ଇଙ୍ଗ୍ଲିଶ)

 

ବ୍ରହ୍ମପୁର

ମୁଲ୍କ (ହିନ୍ଦୀ)

ଦ ମେଗ୍ (ହିନ୍ଦୀ, ଇଙ୍ଗ୍ଲିଶ)

ଟୋକାଟା ଫସିଗଲା (ଓଡିଆ)

ଷ୍କାଇ ସ୍କ୍ରାପର (ହିନ୍ଦୀ)

ପ୍ରେମୀ ନମ୍ବର ୱାନ (ଓଡିଆ)

ଶ୍ରୀନିବାସ କଲ୍ୟାଣମ (ତେଲୁଗୁ)

 

ବାଲେଶ୍ଵର

ବିଶ୍ଵରୂପ 2 (ହିନ୍ଦୀ)

ଦ ମେଗ୍ (ହିନ୍ଦୀ, ଇଙ୍ଗ୍ଲିଶ)

ଟୋକାଟା ଫସିଗଲା (ଓଡିଆ)

ଏସକ୍ୟୁଜ ମି (ଓଡିଆ)

 

ଟିଭି ସିରିଏଲ

କୟାମତ କି ରାତ (ଷ୍ଟାରପ୍ଲସ) -7.00pm

ଦିଲ ହେ ହିନ୍ଦୁସ୍ଥାନୀ (ଷ୍ଟାରପ୍ଲସ) -8.00pm

ନାଗିନ3(କଲର୍ସ) -8.00pm

ଡ୍ୟାନ୍ସ ଦିୱାନେ(କଲର୍ସ) -9.00pm

କୁଣ୍ଡଳୀ ଭାଗ୍ୟ(ଜୀ ଟିଭି) -7.00pm

ଇଣ୍ଡିଆସ ବେଷ୍ଟ ଡ୍ରାମେବାଜ (ଜୀ ଟିଭି) -7.30pm

ଇଣ୍ଡିଆନ ଆଇଡଲ (ସୋନି)-8.00pm

ଦଶ କା ଦମ (ସୋନି) -9.40pm

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon