ନିର୍ବାସର 2 : ଯୁବ ଭୋଟରଙ୍କ ଉପରେ ନଜର

Saturday, February 16, 2019

ଗତଥର ନିର୍ବାସର ପ୍ରଥମ ଅଧ୍ୟାୟରେ ଆମେ ଅନୁମାନ କରିଥିଲୁ ଯେ ଚିtଫଣ୍ଡ ତଦନ୍ତକୁ ନେଇ ବିଜେଡି ସରକାର ଅଧିକ ଗତିଶୀଳ ହେବେ । ଚଳିତ ସପ୍ତାହରେ  ସେୟା ହେଇଛି ମଧ୍ୟ ।ତେବେ ଆଉ ଏକ ଘଟଣା ଦେଖିବାକୁ ମିଳିଛି । ସେ ହେଉଛ ଯୁବ ଭୋଟରଙ୍କୁ ନିଜ ଆଡକୁ ନେବାର ଉଦ୍ୟମ । କେଉଁ ଦଳର କଣ ରଣକୌଶଳ ରହିବ ଜାଣିବା ପାଇଁ କ୍ଲିକ କରନ୍ତୁ ଓ ଶୁଣନ୍ତୁ ନିର୍ବାସର ।

 

(ଇୟରଫୋନ ଲଗେଇ ଶୁଣନ୍ତୁ)

 

ଶୁଣିବା ସମୟ : 6 ମିନିଟ 9 ସେକେଣ୍ଡ

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon