ରାଶିଫଳ ଡିସେମ୍ବର 2-8 : ପ୍ରଥମ ସପ୍ତାହରେ ଦୁଇଟି ଅଶୁଭ ଯୋଗ, ଏପରି ରହିବ ଫଳ

Monday, December 2, 2019

(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ମକର ରାଶିରୁ ଯାତ୍ରା ଆରମ୍ଭ କରି ମେଷ ରାଶିରେ ଯାତ୍ରା ଶେଷ କରିବେ । ଏହି ସମୟରେ କଳସର୍ପ ଯୋଗ ଖଣ୍ଡନ ହେଲେ ମଧ୍ୟ ଶନି ଓ ରାହୁର ବିଶେଷ ଦ୍ରୁଷ୍ଟି ରହୁଥିବାରୁ ବିଷ ଯୋଗ ଓ ଗ୍ରହଣ ଯୋଗ ନାମକ ଦୁଇଟି ଅଶୁଭ ଯୋଗ ସୃଷ୍ଟି ହ ଯାହାକି କିଛି ବ୍ୟକ୍ତିଙ୍କୁ ଶାରୀରିକ ବା ମାନସିକ କଷ୍ଟ ଦେଇପାରେ । କିଛି ବ୍ୟକ୍ତି ଆର୍ଥିକ ମାମଲାରେ କିମ୍ବା ବ୍ୟବସାୟରେ ଭୁଲ ନିଷ୍ପତ୍ତି ନେଇପାରନ୍ତି । ତେବେ ଏହି ସ୍ଥିତି କେବଳ 6 ଟି ରାଶି ଉପରେ ରହୁଥିବା ବେଳେ ଅନ୍ୟ 6 ରାଶି ପ୍ରତି ସେତେଟା ଖରାପ ପ୍ରଭାବ ନାହିଁ ।

 

 

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

 

 

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) 

 

ମେଷ : ସପ୍ତାହ ଆରମ୍ଭ -ନୂଆକାମ ପାଇବେ। ସପ୍ତାହ ମଝି-ସାମାଜିକ କାର୍ଯ୍ୟ ଲାଗିସମ୍ମାନ ପାଇବେ। ସପ୍ତାହ ଶେଷ-ମନରେ କୌଣସି କଥାକୁ ନେଇ ଉତ୍ସାହ ଜନ୍ମିବ।

 

ବୃଷ ସପ୍ତାହ ଆରମ୍ଭ -ଧର୍ମକର୍ମରେ ରୁଚି ବଢ଼ିବ। ସପ୍ତାହ ମଝି- ବଡ଼ଙ୍କ ପ୍ରତିଆପଣଙ୍କ ବ୍ୟବହାର ଭଲ ରହିବ। ସପ୍ତାହ ଶେଷ-ଧନଲାଭର ସୁଯୋଗ ଆସିବ।


ମିଥୁନ ସପ୍ତାହ ଆରମ୍ଭ -ଅର୍ଥମାମଲାରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ସପ୍ତାହ ମଝି- ଆପଣଙ୍କ ସଫଳତା ସୁନିଶ୍ଚିତ ହେବ। ସପ୍ତାହ ଶେଷ-ମନର କଥା ବନ୍ଧୁମାନଙ୍କୁ କହିବେ।


କର୍କଟ : ସପ୍ତାହ ଆରମ୍ଭ -କାରବାରରେ ଲାଭର ସୁଯୋଗ ମିଳିବ।ସପ୍ତାହ ମଝି- ବନ୍ଧୁଙ୍କ ପରାମର୍ଶକାମରେ ଆସିପାରେ। ସପ୍ତାହ ଶେଷ-ମନୋବଳ ଓ କାର୍ଯ୍ୟ କ୍ଷମତା ବୃଦ୍ଧିହେବ।


ସିଂହ ସପ୍ତାହ ଆରମ୍ଭ -ବିରୋଧୀ ଆପଣଙ୍କୁବନ୍ଧୁତାର ହାତ ବଢ଼ାଇବେ। ସପ୍ତାହ ମଝି- ବ୍ୟବସାୟରେ ଲାଭ ପାଇବେ। ସପ୍ତାହ ଶେଷ-ପୁରୁଣା କଥାକୁନେଇ ଟିକେ ًّଚିନ୍ତିତ ରହିବେ।


କନ୍ୟା : ସପ୍ତାହ ଆରମ୍ଭ -ଅର୍ଥଉପାର୍ଜନ ଲାଗିଭଲ ସୁଯୋଗ ମିଳିବ। ସପ୍ତାହ ମଝି- ଅଫିସ୍‌ରେ ଆପଣଙ୍କ କାମର ପ୍ରଶଂସା ହେବ। ସପ୍ତାହ ଶେଷ-ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।

 

ତୁଳା : ସପ୍ତାହ ଆରମ୍ଭ -କୌଣସିନୂଆ ସୁଯୋଗ ମିଳିବ। ସପ୍ତାହ ମଝି- ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ସପ୍ତାହ ଶେଷ-ସମାଜରେ ମାନ ପ୍ରତିଷ୍ଠା ବଜାୟ ରହିବ।


ବିଛା : ସପ୍ତାହ ଆରମ୍ଭ -ଆପଣଙ୍କ ଇଚ୍ଛା ପୂରଣ ହୋଇପାରେ। ସପ୍ତାହ ମଝି- ବେପାର ବୃତ୍ତିସלֹּପର୍କିତ ଭଲ ଖବର ପାଇବେ।ସପ୍ତାହ ଶେଷ-ମିତ୍ରଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।


ଧନୁ : ସପ୍ତାହ ଆରମ୍ଭ -ଆୟ ବଢ଼ିବ। ସପ୍ତାହ ମଝି-ଚାକିରିଜୀବୀଙ୍କ ଲାଗିସମୟ ଲାଭକାରୀ ରହିବ। ସପ୍ତାହ ଶେଷ-ସାମାଜିକ କାର୍ଯ୍ୟ କରିବାର ଅବସର ମିଳିବ।

 

ମକର : ସପ୍ତାହ ଆରମ୍ଭ -ସବୁକାମ ସହଜରେ କରିନେବେ। ସପ୍ତାହ ମଝି- ପ୍ରିୟତମଙ୍କୁ ଉପହାର ଦେଇପାରନ୍ତି। ସପ୍ତାହ ଶେଷ-କାରବାରରେ ଲାଭ ହେବ।

 

କୁମ୍ଭ : ସପ୍ତାହ ଆରମ୍ଭ -ଉନ୍ନତିପାଇଁସୁଯୋଗ ମିଳିବ। ସପ୍ତାହ ମଝି- ଅଫିସ୍‌ରେ ନୂଆ କାମର ଦାୟିତ୍ଵପାଇବେ। ସପ୍ତାହ ଶେଷ- ବନ୍ଧୁତାଲିକା ଭଲ ଯୋଡ଼ିବେ।

 

ମୀନ : ସପ୍ତାହ ଆରମ୍ଭ -ଜୀବନକୁବଢ଼ିଆ କରିବା ଲାଗିସୁଯୋଗ ମିଳିବ। ସପ୍ତାହ ମଝି- ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସପ୍ତାହ ଶେଷ-ସମାଜରେ ଆପଣଙ୍କ ଗରିମା ବଢ଼ବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon